Yearly Archives

2022

ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌

ଭୁବନେଶ୍ୱର : ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଉଦ୍‌ଘାଟନ କରିଛନ୍ତି । ଜନତା ମଇଦାନରେ ଅନୁଷ୍ଠିତ ହେଉଥିବା ଏହି କନ୍‌କ୍ଲେଭ୍‌କୁ ଏକ ସ୍ୱତନ୍ତ୍ର ଗାଡ଼ିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଲି ଦେଖୁଛନ୍ତି । ଏହି ୫ ଦିନିଆ
Read More...

ପୁଣି ମାସେ ବଢ଼ିଲା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଅବଧି

କଟକ : ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଅବଧିକୁ ରାଜ୍ୟ ସରକାର ଆଉ ମାସକ ଲାଗି ବୃଦ୍ଧି କରିଛନ୍ତି । ଗାଡ଼ି ପଞ୍ଜିକରଣ ନମ୍ବରର ଶେଷ ଅଙ୍କ ୧, ୨, ୩ ଓ ୪ ଥିଲେ ନଭେମ୍ବର ୩୦ ସୁଦ୍ଧା ଏଚ୍‌ଏସ୍‌ଆର୍‌ପି ଲଗାଇବାକୁ ନିର୍ଦ୍ଦେଶନାମା ଥିଲା । ଏବେ ଅବଧି ଏକ ମାସ ବୃଦ୍ଧି ପରେ ଗାଡ଼ି
Read More...

ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ବଲାଙ୍ଗିର ଗସ୍ତ – ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ଓ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ଼. ସୁରେଶ ଚନ୍ଦ୍ର ଦଳେଇ ବଲାଙ୍ଗିର ଗସ୍ତରେ ଆସି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ଓ ଲୋକାଭିମୁଖୀ ଯୋଜନା ଗୁଡିକର କାର୍ଯ୍ୟକାରିତା ଓ
Read More...

୩ରୁ ୬ ଡିସେମ୍ବର ଗାନ୍ଧୀ ଷ୍ଟାଡିୟମରେ ହେବ କୁଚ ବେହାର ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ (ଓସିଏ) ଆନୁକୁଲ୍ୟରେ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ୩ ଡିସେମ୍ବରରୁ ୬ ଡିସେମ୍ବର ପର୍ଯ୍ୟନ୍ତ ସର୍ବଭାରତୀୟ ୧୯ ବର୍ଷ ବର୍ଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ 'କୁଚ ବେହାର ଟ୍ରଫି' ଓଡିଶା ବନାମ ବିଦର୍ଭ
Read More...

ଦାଦନ ସର୍ଦ୍ଦାରର ନିର୍ଯ୍ୟାତନା ସହି ନପାରି ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ଡକରା ଗ୍ରାମର ଦାଦନ ଶ୍ରମିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ସୁଲେକେଲା ଗ୍ରାମ ପଞ୍ଚାୟତର ଡକରା ଗ୍ରାମର ଦାଦନ ଶ୍ରମିକମାନେ ଶ୍ରମିକ ସର୍ଦ୍ଦାର ଦେଉଥିବା ନିର୍ଯ୍ୟାତନା ସହି ନପାରି ଆଜି ବାଧ୍ୟ ହୋଇ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ଶ୍ରମିକଙ୍କ କହିବାନୁସାରେ, ଗତ
Read More...

୯ରୁ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ଖାତା ମୂଲ୍ୟାୟନ

କଟକ : ମାଟ୍ରିକ ସମ୍ମେଟିଭ ପରୀକ୍ଷା ଖାତା ମୂଲ୍ୟାୟନ ଡିସେମ୍ୱର ୯ ତାରିଖରୁ ଆରମ୍ଭ ହେବ । ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖିବେ ୧୨ ହଜାର ୪୫୦ ଶିକ୍ଷକ । ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖାତା ଦେଖା ହେବ । ଡିସେମ୍ୱର ୧୯ ତାରିଖ ଯାଏଁ ମୂଲ୍ୟାୟନ ହେବ ବୋଲି ବୋର୍ଡ ଅଫ୍ ସେକେଣ୍ଡାରୀ
Read More...

ଜମି ହଡପକୁ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଭଇଁସାପାଲିର ବୃଦ୍ଧ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜମି ହଡପକୁ ନେଇ ଆଜି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଭଇଁସାପାଲିର ଢେଲା କ୍ଷେତି (୮୦) ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଶ୍ରୀ କ୍ଷେତି କହିଛନ୍ତି ଯେ, ତାଙ୍କ ଜମିକୁ ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ଅଜାଣତରେ ନିଜ
Read More...

ଯୋଗର୍ସ ପାର୍କ ଓ ଚିଲ୍‌ଡ୍ରେନ ପାର୍କ ନିକଟରେ ବେଆଇନ ଭାବେ ସରକାରୀ ଜମି ଉପରେ ଦୋକନ କରିଥିବା ଉଠା ଦୋକନୀଙ୍କୁ ହଟାଇଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ଯୋଗର୍ସ ପାର୍କ ଓ ଚିଲ୍‌ଡ୍ରେନ ପାର୍କ ନିକଟରେ ବେଆଇନ ଭାବେ ସରକାରୀ ଜମି ଉପରେ ଦୋକନ କରିଥିବା ଉଠା ଦୋକନୀଙ୍କୁ ହଟାଇଛି ପୌର ଏନ୍‌ଫୋର୍ସମେଣ୍ଟ ଟିମ୍‌ । ତେବେ ସେମାନଙ୍କୁ ହଟାଇବା ସହ ଜୋରିମାନା ଆଦାୟ କରାଯିବ ବୋଲି ଚେତାବନୀ ମଧ୍ୟ
Read More...

ଦେବଙ୍ଗ ଗାଁରେ ମହାଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି ପଞ୍ଚାୟତ ଦେବଙ୍ଗ ଗାଁରେ ମହାଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ପ୍ୟାରେଲାଲ ନେଓରା ଓ ତାଙ୍କ ସହଧର୍ମିଣୀ ମୀତା ନେଓରା ଦାୟିତ୍ୱ ନେଇଥିବା ବେଳେ ପୂଜକ
Read More...

ମ. ରାମପୁର ବ୍ଲକରେ ସମ୍ପ୍ରସାରିତ ହେବ ଡ୍ରାଗନ୍ ଫଳଚାଷ

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରେ ଡ୍ରାଗନ୍ ଫଳଚାଷ କରି ନିଜର ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିଥିବା ବାଙ୍କେଲ ଗ୍ରାମର ଚାଷୀ ବୈଷ୍ଣବ ସାହୁଙ୍କୁ ମିଳିଛି ନୂତନ ଯୋଜନା । ନିଜ ଅଞ୍ଚଳରେ ଆଉ ୧୦୦ ଜଣ ଚାଷୀଙ୍କୁ ନିଜ ଜ୍ଞାନ କୌଶଳ ଉପରେ ପ୍ରଶିକ୍ଷଣ ଦେଇ ସେମାନଙ୍କ ଆୟ ବୃଦ୍ଧି
Read More...