Yearly Archives

2022

ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କିତ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ବ୍ରହ୍ମଗିରିରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ

ବ୍ରହ୍ମଗିରି : ବ୍ରହ୍ମଗିରି ବ୍ଲକ ରେବଣା ନୂଆଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୦୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । କାର୍ଯ୍ୟକ୍ରମଟି ପୁରୀ ଜିଲ୍ଲା ଶିକ୍ଷାଧିକାରୀ, ବ୍ରହ୍ମଗିରି ମଣ୍ଡଳ
Read More...

ନିଜସ୍ଵ ମତ : ଚରିତ୍ରହୀନା

ବବିତା ମହାପାତ୍ର ଅନେକ ଦିନ ଧରି ଚରିତ୍ରହୀନା ଶବ୍ଦଟି ମତେ ଅଦ୍ଭୁତ ମନେ ହେଉଥିଲା । ଚରିତ୍ର ଶବ୍ଦର ପ୍ରକୃତ ସଂଜ୍ଞା କଣ ମୁଁ ଆଦୌ ଜାଣି ନଥିଲି । ହୁଏତ' ଏଯାଏ ବି ନିର୍ଦ୍ଧିଷ୍ଟ ଭାବେ ସ୍ପଷ୍ଟ ନୁହେଁ । କିଛିଦିନ ପୂର୍ବରୁ ମୋର ପରିଚିତ ଜଣଙ୍କର ଦେହାନ୍ତ ହେବାର ଖବର ମତେ ଆଉ ଜଣେ
Read More...

ପୁରୀରେ ହେବ ପ୍ରଥମ କିନ୍ନର ଆଶ୍ରୟ ସ୍ଥଳୀ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀରେ ହେବ ରାଜ୍ୟର ପ୍ରଥମ କିନ୍ନର ଆଶ୍ରୟ ସ୍ଥଳୀ । ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କଠାରୁ ଜିଲ୍ଲା ପ୍ରଶାସନକୁ ସବୁଜ ସଙ୍କେତ ମିଳିସାରିଛି । ସୋମବାର ପୁରୀ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ତାଲିମ ଶିବିରରେ ଏହି ସୂଚନା
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ବାସୁଦେବପୁର : ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ଛକ ନିକଟରେ ଗତକାଲି ରାତିରେ ଅଜଣା ଗାଡି ଧକ୍କାରେ ବାପାର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଥିବା ଜଣାପଡିଛି । ମୃତ ବୃଦ୍ଧ ଜଣକ ହେଲେ ବାସୁଦେବପୁର ମୁନସିପଲାଟି ପାରା ଗ୍ରାମର ବଂଶୀଧର ବାରିକ ଓ ଗୁରୁତର ପୁଅ ଜଣକ ହେଲେ
Read More...

ଧାନରେ କଟନୀଛଟନୀ ବନ୍ଦ ଦାବୀ ନେଇ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ରାସ୍ତାରୋକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ପେକ୍ସରେ ଦୀର୍ଘବର୍ଷ ହେଲା ଧାନରେ କଟନୀଛଟନୀ ହେଉଥିବା ଚାଷୀମାନେ ଅଭିଯୋଗ କରିଆସୁଥିଲେ । ଆଉ ଏଥିପାଇଁ ସେମାନେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ଅଭିଯୋଗ କରିଥିଲେ । ଏହାପରେ ଆଜି ବିଧାୟକ ଶ୍ରୀ ସାଲୁଜା ନିଜେ ପେକ୍ସକୁ ହଠାତ
Read More...

ରାସ୍ତାକଡରେ ରଖାଯାଇଥିବା ବୋମା ଉପରେ ଚଢିଗଲା ବସ୍ : ୭ ମୃତ, ୬ ଗୁରୁତର

ନୂଆଦିଲ୍ଲୀ : ଆଫଗାନିସ୍ତାନର ବଲ୍‌ଖ ପ୍ରଦେଶରେ ଆଜି ଏକ ବଡ଼ ବୋମା ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ, ଏହି ବୋମା ବିସ୍ଫୋରଣ ବଲ୍‌ଖ ପ୍ରଦେଶର ରାଜଧାନୀ ମଜାର-ଏ-ସରିଫରେ ଘଟିଛି । ଏଠାରେ ମଙ୍ଗଳବାର ଦିନ ସରକାରୀ କର୍ମଚାରୀଙ୍କ ଏକ ବସ୍ ରାସ୍ତା
Read More...

କେରଳଠାରେ ରୌପ୍ୟ ହାସଲ କରିଥିବା ସୁହାନିଙ୍କୁ ନିଜ କାର୍ଯ୍ୟାଳୟଠାରେ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ ଚଞ୍ଚଳ ରାଣା

ବଲାଙ୍ଗିର, (କେପିଏନ୍ଏସ୍‌) : ବଲାଙ୍ଗିର ସିନ୍ଦୁରବାହାଲର ୧୦ ବର୍ଷର ଝିଅ ସୁହାନି ଗୁରହାଣ୍ଡି କେରଳ କୋଜିକୋଡ ସ୍ଥିତ ଭି.କେ.କ୍ରିଷ୍ଣାନ୍‌ ମେନନ ଇନ୍‌ଡୋର ଷ୍ଟାଡିୟମରେ ଗତ ବୁଧବାର ଦିନ ଅନୁଷ୍ଠିତ ହୋଇଥିବା ଦକ୍ଷିଣାଞ୍ଚଳ ମହିଳା ଉଷୁ ଲିଗ୍‌ରେ ଚମତ୍କାର ଖେଳ ପ୍ରଦର୍ଶନ କରିବା ସହ ରୌପ୍ୟ
Read More...

ବେଆଇନ ମୋରମ୍‌ ଚାଲାଣ, ଟ୍ରାକ୍ଟରରୁ ଜୋରିମାନା ଆଦାୟ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ବେଆଇନ ଭାବେ ମୋରମ୍‌ ଚାଲାଣ ହେଉଥିବା ଖବର ପାଇ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ମିଶ୍ର ମହୁରୁଣ୍ଡି ଗାଁ ନିକଟରେ ସୋମବାର ଚଢାଉ କରିଥିବା ଜଣାପଡିଛି । ଉପଯୁକ୍ତ କାଗଜପତ୍ର ଦେଖାଇ ନପାରିବାରୁ ମୋରମ୍‌ ନେଇ ଯାଉଥିବା ଟ୍ରାକ୍ଟରରୁ ୪୫ ହଜାର ଟଙ୍କା ଜୋରିମାନା
Read More...

ସାଇବର ଠକେଇର ଶିକାର ହେଲେ ଏଏସଆଇ ରବୀନ୍ଦ୍ର ଦାସ : ଆକାଉଣ୍ଟରୁ ଗାଏବ ହୋଇଗଲା ୭୧ ହଜାର

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲାରେ ମାତିଛନ୍ତି ସାଇବର୍ ଠକ । ଏଥର ଠକେଇର ଶିକାର ହେଲେ ଏଏସଆଇ ରବୀନ୍ଦ୍ର ଦାସ । ପିଟିସି ଟ୍ରେନିଂ କଲେଜରେ ଏଏସଆଇ ଟ୍ରେନିଂ କରୁଥିବା ଏହି ଏଏସଆଇ ରବୀନ୍ଦ୍ର ଦାସଙ୍କ ଠାରୁ ସାଇବର ଠକ ୭୧ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।
Read More...