Monthly Archives

August 2022

ଅଗ୍ନିଶମ ଅଧିକାରୀଙ୍କ ବିଦାୟ ସମ୍ବର୍ଦ୍ଧନା ସମାରୋହ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ଅଗ୍ନିଶମ ଅଧିକାରୀଙ୍କ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳ ଏକ ବହୁତ ସୁନ୍ଦର । ଏହା ସିନାପାଲି ନୁହେଁ ପ୍ରକୃତରେ ସୁନାପାଲି । ଏଠିକାର ଜନସାଧାରଣ ସରଳ, ନିଷ୍କପଟ ଓ
Read More...

ପ୍ରଧାନ ଶିକ୍ଷକ ବେଆଇନ ମଦକୋଠି ଖୋଲି ମଦବିକ୍ରି କରୁଥିବା ଅଭିଯୋଗ : ମୁଖ୍ୟ ରାସ୍ତା ଉପରେ ଭୁଲ ମାନି କ୍ଷମା ପ୍ରାର୍ଥନା…

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖଇରପଦର ଗ୍ରାମ ପଞ୍ଚାୟତ ଥିପାଖୋଲ ଗ୍ରାମଠାରେ ଜଣେ ପ୍ରଧାନ ଶିକ୍ଷକ ବେଆଇନ ମଦକୋଠି ଖୋଲି ଦେଶୀ ବିଦେଶୀ ମଦ ବିକ୍ରି କରୁଥିବା ଖଇରପଦର ମହିଳା ମହାସଂଘ ଅଭିଯୋଗ କରିଛନ୍ତି । ଶିକ୍ଷକ ଜଣକ ଥିପାଖୋଲ ସରକାରୀ
Read More...

ପଶୁ ସଂପଦ ସହାୟକ କେନ୍ଦ୍ର ସାଜିଛି ଭୁତକୋଠି, ନୂତନ କୋଠା ସାଜିଛି ମଦୁଆଙ୍କ ଆଡାସ୍ଥଳି : ଡାକ୍ତର ବାବୁଙ୍କ ଦେଖା…

ନୂଆପଡା, (ନିରାକାର ମେହର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ପଶୁ ସଂପଦ ସହାୟକ କେନ୍ଦ୍ର ଭୁତକୋଠି ପାଲଟି ଥିବା ଅଭିଯୋଗ ହୋଇଛି । ଉକ୍ତ କେନ୍ଦ୍ର ପାଇଁ ନୂତନ କୋଠା ନିର୍ମାଣ ହୋଇଥିବା ବେଳେ ଆଜକୁ ୫ ବର୍ଷରୁ ଅଧିକ ହେବ ସମ୍ପୂର୍ଣ୍ଣ ନିର୍ମାଣ ହୋଇନଥିବା ଯୋଗୁଁ
Read More...

ସିନାପାଲିରେ ସମ୍ୱଲପୁରୀ ଦିନ୍ ପାଳିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଯୁବାମଂଚ ତରଫରୁ ସ୍ଥାନୀୟ ସ୍ୱରସଙ୍ଗମ କଳା ପରିଷଦ ସଭାଗୃହଠାରେ ସୋମବାର ସଂଧ୍ୟାରେ ସମ୍ବଲପୁରୀ ଦିନ୍ ପାଳିତ ହୋଇଯାଇଛି । ଯୁବକମାନେ ସମ୍ୱଲପୁରୀ ବେଶଭୂଷା ହୋଇ ଜଗନ୍ନାଥ ମନ୍ଦିରଠାରୁ ଏକ ଶୋଭାଯାତ୍ରାରେ ସଭାସ୍ଥଳକୁ ପହଂଚିବା ପରେ
Read More...

ଏମଏସଏମଇର ଉଦ୍ୟମ ପୋର୍ଟାଲ୍ ଏକ କୋଟି ପଞ୍ଜିକରଣର ସଫଳତା ହାସଲ କରିଛି

ନୂଆଦିଲ୍ଲୀ, (ପିଆଇବି) : ଏମଏସଏମଇ ମନ୍ତ୍ରଣାଳୟ ଆଜି ଏହାର ଉଦ୍ୟମ ପୋର୍ଟାଲରେ ୧ କୋଟି ପଞ୍ଜିକରଣ ମାଇଲଖୁଣ୍ଟକୁ ହାସଲ କରିଛି । ଉଦ୍ୟମ ପଞ୍ଜିକରଣ ପୋର୍ଟାଲକୁ ୧ ଜୁଲାଇ ୨୦୨୦ ରେ ଶୁଭାରମ୍ଭ କରାଯାଇଛି । ସଂଶୋଧିତ ସଂଜ୍ଞା ନିର୍ମାଣ ଓ ସେବା ଉଦ୍ୟୋଗ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିଛି ।
Read More...

ମାଳଦୀପ ରାଷ୍ଟ୍ରପତିଙ୍କ ଭାରତକୁ ସରକାରୀ ଗସ୍ତ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବାର୍ତ୍ତା

ନୂଆଦିଲ୍ଲୀ, (ପିଆଇବି) :ମହାମହିମ ମୋର ବନ୍ଧୁ ରାଷ୍ଟ୍ରପତି ସୋଲିହଉଭୟ ପ୍ରତିନିଧିଦଳର ସଦସ୍ୟ ବୃନ୍ଦଗଣମାଧ୍ୟମ ପ୍ରତିନିଧିଗଣନମସ୍କାର :ପ୍ରଥମେ ମୁଁ ମୋ ବନ୍ଧୁ ରାଷ୍ଟ୍ରପତି ସୋଲିହ ଓ ତାଙ୍କ ପ୍ରତିନିଧି ମାନଙ୍କୁ ଭାରତକୁ ସ୍ୱାଗତ ଜଣାଉଛି । ଗତ କିଛିବର୍ଷ ମଧ୍ୟରେ ଭାରତ ମାଳଦୀପ ମଧ୍ୟରେ
Read More...

ଓଏନ୍ଓଆର୍ସିରେ ୭୭ କୋଟିରୁ ଅଧିକ ପୋର୍ଟେବଲ୍ କାରବାର ରେକର୍ଡ

ଗୋଟିଏ ରାଷ୍ଟ୍ର ଗୋଟିଏ ରାସନ କାର୍ଡ ଯୋଜନା (ଓଏନ୍ଓଆର୍ସି)ରେ ୭୭ କୋଟିରୁ ଅଧିକ ପୋର୍ଟେବଲ୍ କାରବାର ରେକର୍ଡ କରାଯାଇଛି୮୦ କୋଟି ହିତାଧିକାରୀ ପ୍ରତି ମାସରେ ପ୍ରାୟ ୩ କୋଟି ପୋର୍ଟେବିଲିଟ୍ ରେକର୍ଡ କରୁଥିବା ଓଏନ୍ଓଆର୍ସିର ଲାଭ ପାଇଥାନ୍ତିଏହି ଯୋଜନା ଆସନ୍ତା ସପ୍ତାହରେ ସଫଳ ଶୁଭାରମ୍ଭର ୩
Read More...

ଇସ୍ପାତ ସହରରେ ୩ ଦିନିଆ ଆନ୍ତଃଓଡିଶା କ୍ୟାରମ ପ୍ରତିଯୋଗିତା ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର- ୭ କମ୍ୟୁନିଟି ସେଣ୍ଟରଠାରେ ୩ଦିନ ଧରି ଚାଲିଥିବା କ୍ୟାରମ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ଉତ୍ସବରେ ରାଉରକେଲା ଇସ୍ପାତ କାରଖାନାର ସାମାଜିକ ସ୍ୱାସ୍ଥ୍ୟ ଓ ଲୋକ କଲ୍ୟାଣ ବିଭାଗର ମହାପ୍ରବନ୍ଧକ ବିଜୟ କୁମାର ରାଉତ ମୁଖ୍ୟ
Read More...

ନବନିଯୁକ୍ତ ଶିକ୍ଷୟତ୍ରୀ ଦ୍ଵୟଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦୁଇ ଜଣ ନୂଆ ଶିକ୍ଷୟତ୍ରୀ ଯୋଗଦାନ କରିଛନ୍ତି । ବହୁ ଦିନ ହେଲା ଶିକ୍ଷକ ଅଭାବୀ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଶିକ୍ଷା ବିଭାଗ ପକ୍ଷରୁ ସୁଶ୍ରୀ ପ୍ରିୟଦର୍ଶିନୀ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୯୨୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୯୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧୬୬ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୩୮୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୩୮ ଜଣ
Read More...