Monthly Archives

February 2022

ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ

କଟକ : ଯାଜପୁର କୁଆଖିଆ ଅଞ୍ଚଳର ଜଣେ ଯୁବକ ନିଜ ପେଟରେ ନିଜେ ଛୁରୀ ଭୁଷିହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ କୁଆଖିଆ ଅଞ୍ଚଳର ସଞ୍ଜୟ କୁମାର ଦାସ ନାମକ ଜଣେ ଯୁବକ ମାନସିକ ରୋଗରେ ପୀଡିତ ହୋଇ ଚିକିତ୍ସା ପାଇଁ କଟକ ମହାନଦୀ ବିହାର ଆସିଥିବା ବେଳେ କୌଣସି କାରଣରୁ
Read More...

ନାଇକେନପାଲିରେ ସ୍ଵଚ୍ଛତା ପଦଯାତ୍ରା : ଲାଗିଲା ସ୍ଵଚ୍ଛତା ଶପଥ ଡିସପ୍ଲେ ବୋର୍ଡ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ସଦର ସୋନପୁର ବ୍ଲକର ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଏକ ସ୍ଵଚ୍ଛତା ପଦଯାତ୍ରା ସହ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଅଧୀକ୍ଷକ ଡାକ୍ତର ସଂଗୀତା ଚୌଧୂରୀ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ ।
Read More...

କୁମ୍ଵିଂ ଅପରେସନ ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ କୁମ୍ଵିଂ ଅପରେସନ ବେଳେ ମାଓବାଦୀମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ବିଏସଏଫ୍ ଓ ଡିଭିଏଫ୍ ଯବାନ ଜବତ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳ ପୂର୍ବରୁ
Read More...

ନିର୍ବାଚନୀ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ

କଣ୍ଟାବାଞ୍ଜି, (କୌଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଳକର ଜଣେ ଶିକ୍ଷକଙ୍କ ରବିବାର ଦିନ ସନ୍ଧ୍ୟାରେ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଶିକ୍ଷକ ଜଣକ ହେଲେ ୪୫ ବର୍ଷ ବୟସର ଆଚାର୍ଯ୍ୟ ସୁଧୀର କୁମାର ବେହେରା । ସେ ବରଗଡ ଜିଲ୍ଲା ଗାଏସିଲେଟ ଥାନା ଡ଼ଙ୍ଗର ମୁଣ୍ଡା ଗ୍ରାମର
Read More...

ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଦରିଗୁଡ଼ା ନିକଟରେ ଏକ ଅଭାବନୀୟ ଘଟଣା ଦେଖବାକୁ ମିଳିଛି । ସୂଚନା ଅନୁସାରେ ଗୋଟିଏ ରାସ୍ତାକଡ଼ରେ ବାଇକ ରଖି ଗୋଟିଏ ଗଛରେ ପ୍ରେମିକ-ପ୍ରେମିକା ଦୁହେଁ ଝୁଲୁଥିବାର ଦେଖିବାକୁ ମିଳିଛି । ଯୁବକଙ୍କର ଘର ଏମପିଭି-୯୪ ରେ ହୋଇଥିବା
Read More...

ରାଜ୍ୟସ୍ତରୀୟ କେରମ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର : ସମ୍ବଲପୁର ଡିଷ୍ଟ୍ରିକ୍ଟ କେରେମ୍‌ ଏସୋସିଏସନ୍‌ ଆନୁକୂଲ୍ୟରେ ଏବଂ ଓଡ଼ିଶା କେରମ୍‌ ଏସୋସିଏସନ୍‌ ସହଯୋଗରେ ଆସନ୍ତା ଏପ୍ରିଲ ମାସରେ ସମ୍ବଲପୁରରେ ହେବାକୁ ଥିବା ଦ୍ୱିତୀୟ ରାଜ୍ୟସ୍ତରୀୟ କେରମ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଅନନ୍ତରାମ ବେରିହା କଲ୍ୟାଣ
Read More...

ବିବାହର ୩ ଦିନ ପୂର୍ବରୁ ଅପହରଣ ହୋଇଥିବା ଯୁବତୀ ସହ ୨୧ ଦିନ ପର୍ଯ୍ୟନ୍ତ ବାରମ୍ବାର ଦୁଷ୍କର୍ମ, ବିଜେପି ନେତା ଓ ତାଙ୍କ…

ଭୋପାଳ : ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲ୍ଲାରେ ୨୧ ବର୍ଷର ଜଣେ ଯୁବତୀ ସ୍ଥାନୀୟ ବିଜେପି ନେତା ଏବଂ ତାଙ୍କ ସଂପର୍କୀୟଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦର୍ଜ କରିଛନ୍ତି । ପୋଲିସ ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ମାମଲା ରୁଜ୍ଜୁ କରିଥିବା ବେଳେ ତଦନ୍ତ ଜାରି ରଖିଛି । ପୀଡ଼ିତା ଅଭିଯୋଗ
Read More...

ବେଲଗାଁ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର, ସ୍ୱାମୀଙ୍କ ପାଇଁ ମଙ୍ଗ ଧରିଲେ ପୂର୍ବତନ ଜିଲ୍ଲା…

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ପ୍ରଚାର ଜୋର ଧରି ଧରିଛି । ଏହି ପଞ୍ଚାୟତରେ ପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟରଙ୍କ ପାଖକୁ ଯାଇ ନିଜ ସପକ୍ଷରେ ଭୋଟ ଆଣିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି । ପଞ୍ଚାୟତରେ
Read More...

ସୋନିଆ କହିଲେ, ମୋଦୀ-ଯୋଗୀ ଦାୟିତ୍ୱହୀନ ସରକାରର ପରିଚୟ ଦେଲେ

ନୂଆଦିଲ୍ଲୀ : ସୋନିଆ ଗାନ୍ଧୀ ଆଜି କଂଗ୍ରେସ କର୍ମୀଙ୍କ ନାମରେ ଏକ ସନ୍ଦେଶ ଜାରି କରିଛନ୍ତି । ଏଥିରେ ସେ କେନ୍ଦ୍ରର ମୋଦୀ ସରକାର ଉପରେ କଡ଼ା ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, ଦେଶର କୃଷକ ଓ ଯୁବକମାନେ ନିରାଶ ହୋଇଛନ୍ତି । ସେ ଆହୁରି କହିଛନ୍ତି ଯେ, କରୋନା କାଳରେ ପିଏମ୍‌ ନରେନ୍ଦ୍ର
Read More...

ଭାରତ ବିରୁଦ୍ଧରେ ଟି-୨୦ ସିରିଜ୍‌ ପାଇଁ ଶ୍ରୀଲଙ୍କା ଟିମ୍‌ ଘୋଷଣା କଲା, ଦଳରୁ ବାହାରିଲେ ୩ ଜଣ ବଡ଼ ଖେଳାଳୀ

ନୂଆଦିଲ୍ଲୀ : ଭାରତ ବିରୁଦ୍ଧରେ ହେବାକୁ ଥିବା ଟି-୨୦ ସିରିଜ୍‌ ପାଇଁ ଶ୍ରୀଲଙ୍କା ନିଜ ଟିମ୍‌ ଘୋଷଣା କରିଦେଇଛି । ଆହତ ହୋଇଥିବା କାରଣରୁ ଅବିଷ୍କା ଫର୍ଣ୍ଣାଣ୍ଡେଙ୍କ ସହ ୩ ଜଣ ଖେଳାଳୀଙ୍କୁ ଟିମ୍‌ରେ ସାମିଲ କରାଯାଇନାହିଁ । ଏମିତିରେ ବି ଟି-୨୦ ସିରିଜ୍‌ର ପ୍ରଥମରୁ ଶ୍ରୀଲଙ୍କାକୁ ଝଟ୍‌କା
Read More...