ଶିକ୍ଷକଙ୍କୁ ତୁରନ୍ତ ଖୋଜିବା ପାଇଁ ଶିକ୍ଷକ ସଂଘର ଦାବୀ
ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଉଡେର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବାସୁଦେବ ଭୋଇ ଗତ ତା ୧୨ ଫେବୃଆରୀରୁ ଘରୁ କୁଆଡେ ଗଲା ପରେ ନିଖୋଜ ଅଛନ୍ତି । ଏନେଇ ତାଙ୍କ ଘର ଲୋକ କଣ୍ଟାମାଲ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ତେବେ ଆଜି ମିଳିତ ଶିକ୍ଷକ ସଂଘ କଣ୍ଟାମାଲ!-->…
Read More...
Read More...