Daily Archives

ବଲାଙ୍ଗିରରେ ଯୁବ ସମାଜର ପ୍ରିୟ ନେତା ବୈଜୟନ୍ତ ପଣ୍ଡାଙ୍କ ଜନ୍ମ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ହାଟପଦାପଡ଼ା ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସସ୍ମିତା ବେହେରା ଓ ଅନିତା ମିଶ୍ରଙ୍କ ନେତୃତ୍ୱରେ ଯୁବ ସମାଜର ପ୍ରିୟ ନେତା ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଜନ୍ମ ଦିବସ ତାଙ୍କ ଶୁଭ ଚିନ୍ତକ ମାନଙ୍କ ତରଫରୁ ପାଳନ କରାଯାଇଛି ।
Read More...

ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବଲାଙ୍ଗିର ଏଲ୍‌ଏନ୍‌ଏସ୍‌ କ୍ଲବ ପାଇଁ ୨ କୋଟି ୨୬ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର ଲିଟେରାରୀ ଆଣ୍ଡ ସୋସିଆଲ କ୍ଲବରେ ଥିବା ଜର୍ଜ ଲାଇବ୍ରେରୀର ପୁନଃରୁଦ୍ଧାର ଏବଂ ସଂରକ୍ଷଣ ସକାଶେ ୨ କୋଟି ୨୬ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିବା ନେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ
Read More...

କଂସାରୀପଡା ମୋଟର ସାଇକେଲ ପୋଡ଼ି ଘଟଣାର ସିସି ଟିଭି ଫୁଟେଜ୍‌ ଲାଗିଲା ପୋଲିସ ହାତରେ : ଜଣେ ଅଟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଂସାରୀପଡାର ମୋଟର ସାଇକେଲ ପୋଡ଼ି ଘଟଣାର ସିସି ଟିଭି ଫୁଟେଜ୍‌ ପୋଲିସ ହାତରେ ଲାଗିିଥିବା ସୂଚନା ମିଳିଛି । ଏହି ଘଟଣାରେ ଜଣକୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି ବଲାଙ୍ଗିର ଟାଉନ୍‌ ଥାନା ପୋଲିସ । ସୂଚନାଯୋଗ୍ୟ ଯେ, ଆଜି ସ୍ଥାନୀୟ କଂସାରୀପଡ଼ା
Read More...

ଗଞ୍ଜାମ ବ୍ଳକ୍ ପ୍ରୟାଗୀ ଅଞ୍ଚଳରେ ଗରୀବଙ୍କୁ ଶୀତବସ୍ତ୍ର ପ୍ରଦାନ କଲେ ସମାଜ ସେବିକା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଳକ୍ ଅନ୍ତର୍ଗତ ପୁରୀ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ପ୍ରୟାଗୀ ଅଞ୍ଚଳରେ ଗରୀବ ଓ ଅସହାୟ ବ୍ୟକ୍ତିଙ୍କୁ ଶୀତବସ୍ତ୍ର କମ୍ବଳ ବୁଧବାର ବଣ୍ଟନ କରାଯାଇଛି । ସେହି ଗ୍ରାମର ଜଣାଶୁଣା ସମାଜସେବିକା ଶ୍ରୀମତୀ ମିନତୀ ପାତ୍ର,
Read More...

କେନ୍ଦ୍ରର ଚେତାବନୀ : ଓମିକ୍ରନ୍ ସାଧାରଣ ଥଣ୍ଡା ନୁହେଁ, କୋଭିଡ୍ ପଜିଟିଭିଟି ହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି

ନୂଆଦିଲ୍ଲୀ : ବୁଧବାର ଦିନ ଦେଶରେ କରୋନା ଭାଇରସ ସଂକ୍ରମଣର ସ୍ଥିତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଦେଶରେ କରୋନା ମାମଲାରେ ତୀବ୍ରତା ଦେଖାଦେଇଛି । ଏଥିସହ ମନ୍ତ୍ରଣାଳୟ କହିଛି ଯେ, ୟୁରୋପରେ ମଧ୍ୟ ଗତ ୨ ସପ୍ତାହ ମଧ୍ୟରେ ମାମଲା ଦ୍ୱିଗୁଣିତ ହୋଇଛି ।
Read More...

ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ବିଜୟ ଜେନାଙ୍କ ପରଲୋକ

ପାରଳାଖେମୁଣ୍ଡ : ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ବିଜୟ ଜେନାଙ୍କ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି ରାତିରେ ତାଙ୍କର ପୈତୃକ ଘର ପାରଳାଖେମୁଣ୍ଡିର ନିକଟବର୍ତ୍ତୀ ଗୁରାଣ୍ଡିରେ ହୃତଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି । ସେ ଜଣେ ମିଷ୍ଟଭାଷୀ, ପରୋପକାରୀ
Read More...

ସିଏମ୍ ଯୋଗୀ ଅଯୋଧ୍ୟା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ କି : ଦିଲ୍ଲୀର ବଡ ବିଜେପି ନେତାଙ୍କ ମଧ୍ୟରେ ଆଲୋଚନା

ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଉପରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଦ୍ୱିତୀୟ ଦିନ ପାଇଁ ମନ୍ଥନ ଜାରି ରହିଛି । ସୂଚନାନୁସାରେ, ୧୦ ରୁ ୧୫ ଜଣ ବିଧାୟକଙ୍କ ସିଟ୍ ବଦଳି ପାରେ ଏବଂ କେତେକଙ୍କ ଟିକେଟ୍ ମଧ୍ୟ କଟା ଯାଇପାରେ । ଏହି ସମୟରେ, ଅଯୋଧ୍ୟାରୁ
Read More...

ମହାନ ବିପ୍ଳବୀ ଚକରା ବିଷୋୟୀଙ୍କୁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ମହାନ ବିପ୍ଳବୀ ଚକରା ବିଷୋୟୀଙ୍କ ୧୯୯ତମ ଜୟନ୍ତୀ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ବିଭାଗୀୟ ସମ୍ମିଳନୀ କକ୍ଷରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । କୋଭିଡ୍-୧୯ ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଥିବାରୁ କୋଭିଡ୍
Read More...

ଲୋଇସିଂହା ମହାବିଦ୍ୟାଳୟରେ ଆଲୋଚନା ଚକ୍ର

ଲୋଇସିଂହା, (କେପିଏନ୍‌ଏସ୍‌) : ବି ସ୍କୁଲ ଫୋରମ ଏବଂ "ଏଓକ" ଇଣ୍ଡିଆ ନଲେଜ ସେଣ୍ଟରର ମିଳିତ ସହଯୋଗରେ ଲୋଇସିଂହା ମହାବିଦ୍ୟାଳୟ ଅର୍ଥନୀତି ସ୍ନାତକ ବିଭାଗ ଦ୍ୱାରା ଅନୁଷ୍ଠାନ ପରିସରରେ "ଅର୍ଥନୈତିକ ପରିଚାଳନା ଓ କୋଭିଡ-୧୯" ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅର୍ଥନୀତି
Read More...

ମୁଖ୍ୟ ଡାକ୍ତରଖାନାର ଅକ୍ସିଜେନ ପ୍ଲାଣ୍ଟରୁ ଯନ୍ତ୍ରାଂଶ ଚୋରି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ି ଚାଲିଛି । ସଂକ୍ରମଣ ବୃଦ୍ଧି ଏବଂ ଅମ୍ଳଜାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗତବର୍ଷ ଦ୍ୱିତୀୟ ଲହର ଚାଲିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟ ସରକାରଙ୍କ ଦ୍ଵାରା ଏକ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯାଇଥିଲା ।
Read More...