Yearly Archives

2021

ତାମିଲନାଡୁର କୁନ୍ନୁରଠାରେ ବିମାନ ଦୁର୍ଘଟଣାରେ ଶହୀଦ ସିଡିଏସ୍‌ ବିପିନ ରାୱତ ଏବଂ ଅନ୍ୟମାନଙ୍କ ଉଦ୍ଦେଶ୍ୟରେ…

ପାଟଣାଗଡ, (ଗୋରେଖନାଥ ବରିହା) : ତାମିଲନାଡୁର କୁନ୍ନୁରଠାରେ ହୋଇଥିବା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶହୀଦ ସିଆଇଡି ବିପିନ ରାୱତ ଜବାନ ଅନ୍ୟ ଶହୀଦ ହୋଇଥିବା ଜବାନଙ୍କ ଉଦେଶ୍ୟରେ ଆଜି ଖପ୍ରାଖୋଲରେ କେଣ୍ଡଲ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରାଯାଇଥିଲା । ପରେ ଆୟୋଜିତ
Read More...

ତଥାପି ଥମୁନି ଅପରାଧ : ସଂଘବଦ୍ଧ ଆକ୍ରମଣର ଶିକାର ହେଲେ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପୋଲିସ ପକ୍ଷରୁ ଅପରେସନ୍‌ କ୍ରାଇମ୍‌ କଣ୍ଟ୍ରୋଲ୍‌ ଜାରି ରହିଥିବା ବେଳେ ସାରା ସହରରେ ଘାଇଁ ଘାଇଁ ଚାଲିଛି ପୋଲିସ ପେଟ୍ରୋଲିଂ । ତଥାପି ଥମୁନି ଅପରାଧ । ଗତକାଲି ରାତି ୮ଟା ସମୟରେ ସ୍ଥାନୀୟ କଲେଜ ଛକ ଅଂଚଳରେ ଜଣେ ଯୁବକ ସଂଘବଦ୍ଧ ଆକ୍ରମଣର ଶିକାର
Read More...

ଦୁଇ ଦୁନିଆ ଦକ୍ଷତା ନିର୍ମାଣ କର୍ମଶାଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଚାଁଇପୁର ଗ୍ରାମ ପଞ୍ଚାୟତ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ପଞ୍ଚାୟତର ସମସ୍ତ ଆଶା ଓ ଅଙ୍ଗନବାଡି କର୍ମୀ ତଥା ଗାଁ କଲ୍ୟାଣ ସମିତି କର୍ମକର୍ତ୍ତା, ମହିଳା ସ୍ବୟଂ
Read More...

ବୌଦ୍ଧ ବ୍ଲକରେ ବ୍ଲକସ୍ତରୀୟ ମେଗା ଲୋନ୍‌ ସମନ୍ୱୟ ମେଳା

ବୌଦ୍ଧ, (ବଂଶୀଧର ମାଝୀ) : ମିଶନ ଶକ୍ତି ଜରିଆରେ ଏସ୍‌ଏଚ୍‌ଜି ମହିଳାମାନଙ୍କ ଆର୍ଥିକ ଅଭିବୃଦ୍ଧି ପାଇଁ ବୌଦ୍ଧ ବ୍ଲକରେ ବ୍ଲକ ସ୍ତରୀୟ ମେଗା ଲୋନ ସମନ୍ୱୟ ମେଳା ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ ଯୋଗ ଦେଇ ଉଦ୍‌ବୋଧନ ଦେଇଥିଲେ ।
Read More...

ବଡ଼ଭଇଁରୋ ପେକ୍ସର ଅବସରପ୍ରାପ୍ତ ସହକାରୀ ସଂପାଦକ ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ : ୨ ବର୍ଷ କାରାଦଣ୍ଡ ସହ ୧୦ ହଜାର…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ତରଭା ନିକଟସ୍ଥ ବଡ଼ଭଇଁରୋ ଏସ୍‌ସିଏସ୍‌ ପେକ୍ସର ଅବସରପ୍ରାପ୍ତ ସହକାରୀ ସଂପାଦକ ଦିଜବର ଦଳବେହେରା ଭିଜିଲାନ୍ସ କୋର୍ଟ ଦ୍ୱାରା ଦଣ୍ଡିତ ହୋଇଥିବା ବେଳେ ମାନ୍ୟବର କୋର୍ଟ ତାଙ୍କୁ ୨ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ପାଇଁ ଗତକାଲି ଶୁଣାଣି
Read More...

ମହାରାଷ୍ଟ୍ରରେ ଆଉ ୨ ଚିହ୍ନଟ, ଏବେ ସାରା ଦେଶରେ ସଂକ୍ରମିତ ସଂଖ୍ୟା ୪୧

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଓମିକ୍ରନର ଆଉ ଦୁଇଟି ମାମଲା ଚିହ୍‌ହ୍ନଟ ହେବା ସହିତ ଦେଶରେ କୋଭିଡର ଏହି ପ୍ରକାରରେ ସଂକ୍ରମିତଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ରିପୋର୍ଟ ହୋଇଥିବା ଦୁଇ ଜଣ ନୂତନ ଚିହ୍ନଟ ସଂକ୍ରମିତ ଦୁବାଇ ଗସ୍ତରେ ଯାଇଥିଲେ । ଏଥି ସହିତ ଦକ୍ଷିଣ ଆଫ୍ରିକାରୁ
Read More...

ପଶୁ ପକ୍ଷୀ ପ୍ରେମରେ କୁନି ଛାତ୍ରୀ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ସହର ବ୍ରହ୍ମପୁରାରେ ରୁହନ୍ତି ବ୍ୟବସାୟୀ ନେପାଳ ପାଣିଗ୍ରାହୀ ଓ ତାଙ୍କ ସ୍ତ୍ରୀ ସୃତି ପାଣିଗ୍ରାହୀ । ତାଙ୍କର ଗୋଟେ ଝିଅ ଓ ଗୋଟେ ପୁଅ । ସାଙ୍ଗରେ ମା ବାପା ମଧ୍ୟ ରୁହନ୍ତି । ବଡ଼ ଝିଅ ଆକାଂକ୍ଷା ପାଣିଗ୍ରାହୀ ଅଷ୍ଟମ ଶ୍ରେଣୀରେ
Read More...

ପାଟଣାଗଡରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ଠାରେ ଆଗାମୀ ଦିନରେ ସ୍ଥାପନ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ ଆଜି ପାଟଣାଗଡ଼ ପହଞ୍ଚି ସ୍ଥାନ ନିରୂପଣ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡିଛି । କେନ୍ଦ୍ରୀୟ ଅନୁଧ୍ୟାନକାରୀ ଦଳ କେନ୍ଦ୍ରୀୟ
Read More...

ରାହୁଲ ଗାନ୍ଧୀ ଟ୍ୱିଟ୍ କରି ସମାଲୋଚନା କଲେ : କହିଲେ – ମୋଦୀ ସରକାରଙ୍କୁ ଟ୍ୟୁସନ ଆବଶ୍ୟକ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣି ଥରେ ଟ୍ୱିଟ୍ କରି ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏଥର ରାହୁଲ ଗାନ୍ଧୀ ଗଣତନ୍ତ୍ରରେ ବିତର୍କ ଏବଂ ଅସନ୍ତୋଷର ଗୁରୁତ୍ୱ ଉପରେ ମୋଦୀ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି । ଏହି ପ୍ରୟାସରେ ସେ ଟ୍ୱିଟ୍ କରିଛନ୍ତି
Read More...

ମାଟିଲଗ୍ନା ସାହିତ୍ୟ ସଂସଦ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଛାତ୍ର ମେଧା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି, (ପି. କେ. ସାହୁ) : ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଶୁର୍ଲାଠାରେ ମାଟିଲଗ୍ନା ସାହିତ୍ୟ ସଂସଦ, ଓଡ଼ିଶା ଆନୁକୂଲ୍ୟରେ 'ରାଜ୍ୟ ସ୍ତରୀୟ ଛାତ୍ର ମେଧା ସମ୍ମାନ' କାର୍ୟ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି
Read More...