Yearly Archives

2021

ମୋତିପାଲି ଗ୍ରାମରେ ଲକ୍ଷ୍ମୀ ପୂଜା ସମାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ମୋତିପାଲି (ଧରୁଆ ପଡା) ଠାରେ ଦୁଇଦିନ ଧରି ମା' ଲକ୍ଷ୍ମୀଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମା' ଲକ୍ଷ୍ମୀଙ୍କ ପୂଜାକୁ ଧରୁଆପଡା ଓ
Read More...

ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲରେ ଅଷ୍ଟମରୁ ଦଶମ ଛାତ୍ରଙ୍କୁ ନେଇ ଗ୍ରାହକ ଜାଗରଣ ପକ୍ଷରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖାଉଟି ଜାଗରଣ ପକ୍ଷ ପାଳନ ଅବସରରେ ଆଜି ପୃଥ୍ୱୀରାଜ ହାଇସ୍କୁଲ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରମାନଙ୍କୁ ନେଇ ଖାଉଟି ସଚେତନତା ଉପରେ ତାଲିମ ଦିଆଯାଇଥିଲା । ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥିଙ୍କ ପୌରାହିତ୍ୟରେ
Read More...

ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ଦ୍ୱାରା ଗୀତା ଜୟନ୍ତୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ଦ୍ୱାରା ନରସିଂହ ମନ୍ଦିର ପରିସରରେ ଗୁରୁବାର ଦିନ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଜୟନ୍ତୀରେ ବ୍ରାହ୍ମଣ ମହାସଭାର ସଭାପତି ଗିରିଧାରୀ ଶତପଥୀଙ୍କ ଦ୍ୱାରା ପୂଜାକାର୍ଯ୍ୟ ସମାପନ ହୋଇଥିଲା । ଗୀତା ପଠନ ମହାସଭାର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡାପଦର ଗ୍ରା.ପ.ରୁ ୨ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଦେଓଗାଁ ପୁଲିସର ସଫଳତା : ୨ ବାଇକ, ୨ ମୋବାଇଲ ଫୋନ, ଟଙ୍କା ସହ ୩ ଲୁଟେରା ଗିରଫ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ମାସ ହେଲା ଦେଓଗାଁ ଓ ତୁଷୁରା ଥାନା ଅଞ୍ଚଳରେ ଡକାୟତି କରୁଥିବା ୩ ଲୁଟେରାକୁ ଦେଓଗାଁ ପୁଲିସ ଗିରଫ କରିବା ସହ ଲୁଟେରାମାନଙ୍କ ନିକଟରୁ ୨ବାଇକ, ୨ ମୋବାଇଲ ଫୋନ ସହ ୧୯ଶହ ଟଙ୍କା ଜବତ କରି ଦେଓଗାଁ ଥାନା କେସ ନମ୍ବର ୧୯୩/୧୭।୧୨।୨୧ରେ ଦଫା ୩୯୪ ରୁଜୁ
Read More...

ଦେଓଗାଁ ସପ୍ତର୍ଷି ସେବାଶ୍ରମରେ ବିଶ୍ୱ ଶାନ୍ତି ମହାଯଜ୍ଞ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡ଼ା ସ୍ଥିତ ଦେଓଗାଁ ସପ୍ତସି ସେବାଶ୍ରମ ଗୁରୁକୂଳ ଦୟାନନ୍ଦ ବିହାରଠାରେ ଆଜି ୨୧ ତମ ବାର୍ଷିକୋତ୍ସବ ଏକୋଇଶ କୁଣ୍ଡିୟ ବୈଦିକ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ସେବାଶ୍ରମର ଆଚାର୍ଯ୍ୟ ପଣ୍ଡିତ
Read More...

ଭିନ୍ନକ୍ଷମ ହେଲେ ବି ଡୋଳାମଣି ସକ୍ଷମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଯୋଖିପାଲି ପଞ୍ଚାୟତ ଲିଟିପାଲି ଗ୍ରାମର ଦୃଷ୍ଟିହୀନ ଡୋଳାମଣି ମହାନନ୍ଦ ଭିନ୍ନକ୍ଷମ ହେଲେ ବି ସକ୍ଷମ । ସୂଚନା ଅନୁସାରେ ଜନ୍ମରୁ ସେ ଦୃଷ୍ଟିହୀନ ନୁହନ୍ତି । ସେ ରାଜବୋଡାସମ୍ବର ବ୍ଲକ ବରିକେଲ
Read More...

ବୁର୍ଡା ସ୍କୁଲରେ ନିମ୍ନମାନର ଏମ୍‌ଡିଏମ୍‌ ଚାଉଳ ଯୋଗାଣ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣାରେ ଉତ୍ତମ ମାନର ଚାଉଳ ଯୋଗାଣ କରୁଥିବା କହୁଛନ୍ତି ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଡେଙ୍ଗ ପଞ୍ଚାୟତ ବୁର୍ଡା ସ୍କୁଲରେ ନିମ୍ନମାନର ଏମ୍‌ଡିଏମ୍‌ ଚାଉଳ ଯୋଗାଣ କରାଯାଇଥିବାର ଅଭିଯୋଗ ହୋଇଛି ।
Read More...

ଟିକ୍ରାପଡ଼ା ଅଞ୍ଚଳରେ ବଢୁଛି ଡ଼କାୟତି, ପୁଲିସ ଚୋରକୁ ଧରିବାରେ ବିଫଳ ଅଭିଯୋଗ : ମା’ ମୋବାଇଲ ଦୋକାନରୁ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଦିନକୁ ଦିନ ଚୋରି, ଡକାୟତି ଭଳି ଅନେକ ଅପରାଧିକ ଘଟଣା ଘଟି ଚାଲିଥିବା ବେଳେ କେତେବେଳେ ଡକାୟତଙ୍କୁ ଧରିବାରେ ପୁଲିସ ସଫଳ ହେଉଛି ତ ଆଉ କେତେ ବେଳେ ବିଫଳ ହେଉଥିବା ଦେଖିବାକୁ ମିଳିଛି । ତେବେ ଟ୍ରିକାପଡ଼ା ଫାଣ୍ଡି
Read More...

ଦରହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲାର ଉପାନ୍ତ ବନଭୂମି ଅଞ୍ଚଳରେ ଥିବା ବେଗା, ଲାଉଲେଇ, ଖଂକୀରାଗ୍ରାମ ପଞ୍ଚାୟତରେ କୃଷିର ଉନ୍ନତି ପାଇଁ ର୍ଦୀଘ ବର୍ଷରୁ ଅଭିଳାଷ ଥିବା ଦରହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ ଆଜି ବିଧାୟକ ଢେଙ୍କାନାଳ ସୁଧୀର ସାମଲଙ୍କ ଦ୍ୱାରା
Read More...