Yearly Archives

2021

ତୁର୍ଲାମାଲରେ ବୈଦିକ ବିଶ୍ୱ ଶାନ୍ତି ପଞ୍ଚ କୁଣ୍ଡିୟ ମହାଯଜ୍ଞ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ସାଲେପାଲି ଗ୍ରା.ପ. ଅନ୍ତର୍ଗତ ତୁର୍ଲାମାଲ ଗ୍ରାମରେ ପଞ୍ଚ କୁଣ୍ଡିୟ ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ କୀର୍ତ୍ତନ ତାଳ ଖୋଲ ଓ ଭଜନର ସ୍ୱରରେ ହରିପୁର ଗୁରୁକୂଳ ଆଶ୍ରମର ପରିଚାଳକ ଆଚାର୍ଯ୍ୟ ଗୁରୁଦେବ ସୁଦର୍ଶନ
Read More...

ମନାଇପାଦ ହାଇସ୍କୁଲରେ ୨ୟ ତମ ବେଟାଲିଆଏନ୍‌ ମାରାଥନ୍ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ

ଜୟ ପରାଜୟ ହିଁ ଆଗକୁ ବଢ଼ିବାରେ ସହଯୋଗ କରିଥାଏ : ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ମଣ୍ଡୋମହୁଲ ପଞ୍ଚାୟତ ଅନ୍ତର୍ଗତ ମନାଇପାଦ ହାଇସ୍କୁଲ ପଡ଼ିଆଠାରେ ବେଟାଲିଆଏନ୍‌ ଗୃପ ଆନୁକୂଲ୍ୟରେ ମାରଥନ ଦୌଡ
Read More...

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଦାବୀପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ପ୍ରାଥମିକ ଶିକ୍ଷକମାନେ ସର୍ବ ଭାରତୀୟ ପ୍ରାଥମିକ ଶିକ୍ଷକ ସଂଘ ଏବଂ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଆହ୍ୱାନ କ୍ରମେ ପୁରୁଣା ପେନସନ ସ୍କିମ୍‌ ଲାଗୁ କରିବା ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ
Read More...

ବଡଦେଓଙ୍କ ପୌଷଯାତ୍ରା ପାଳନ ପାଇଁ ଗୋଣ୍ଡ ସମାଜ ପକ୍ଷରୁ ପ୍ରସ୍ତୁତି ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବଲାଙ୍ଗିର ବ୍ଲକ ଡଙ୍ଗାଘାଟଠାରେ ମଲ୍ଲିକ ବଂଶ ଗୋଣ୍ଡ ସମାଜ ପକ୍ଷରୁ ଇଷ୍ଟ ଦେବତା ବୁଢାଦେଓଙ୍କ ପୌଷଯାତ୍ରା ପାଳନ କରିବା ପାଇଁ ଡଙ୍ଗାଘାଟ ବଡଦେଓଙ୍କ ମନ୍ଦିର ପରିସରରେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁରଲି ମଲ୍ଲିକଙ୍କ
Read More...

ଜନସେବା ପାଇଁ ଲୋକାର୍ପିତ ହେଲା କପିଳେଶ୍ୱର ଚାରିଟେବଲ୍ ହସପିଟାଲ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସମେତ ପଶ୍ଚିମ ଓଡିଶା ଲୋକଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବା ଲକ୍ଷ୍ୟରେ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ମହାନଦୀ କୂଳରେ ନିର୍ମିତ କପିଳେଶ୍ୱର ଚାରିଟେବୁଲ୍ ହସପିଟାଲ ଆଜି ରାଜ୍ୟ ବାଣିଜ୍ୟ ଓ ପରିବହନମନ୍ତ୍ରୀ ପଦ୍ମନାଭ
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ମାଧବ ସିଂ ଠାକୁର ଓ ତାଙ୍କର ସହଯୋଗୀ ରମେଶ ସାହୁଙ୍କ ସହିଦ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡିସେମ୍ବର ତା.୨୭/୧୨/୨୦୧୦ ରିଖ ଦିନ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ କର୍ମୀ ମାଧବ ସିଂ ଠାକୁର ଓ ତାଙ୍କର ସହଯୋଗୀ ରମେଶ ସାହୁଙ୍କ ପୋଲିସ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଥିବା ଦୁଇ କର୍ମୀଙ୍କୁ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ସହିଦ ଘୋଷଣା
Read More...

ଅସହାୟଙ୍କ ଶବ ସତ୍କାର କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳୁ ବଲାଙ୍ଗିର ସ୍ଥିତ ସାଗରପଡାରେ କୁନି ନାମକ ଜଣେ ମହିଳାଙ୍କ ଦେହାନ୍ତ ହୋଇଛି ବୋଲି ଖବର ମିଳିଥିଲା ବଲାଙ୍ଗିରର ବିଙ୍ଗ ହ୍ୟୁମାନ ଫାଉଣ୍ଡେସନକୁ । ପରେ ଜଣାପଡିଲା ଯେ ସେହି ମହିଳା ଜଣଙ୍କର ୨ ତିନି ଦିନ ହେବ ମୃତ୍ୟ ହୋଇ ସାରିଥିଲା ଏବଂ ତାଙ୍କ ଛୋଟ ୫
Read More...

ରାଜବୋଡାସମ୍ବର ଖେଳପଡିଆରେ ନିଯୁକ୍ତି ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ବରଗଡ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଆଜି ପଦ୍ମପୁର ରାଜବୋରାସମ୍ବର ହାଇସ୍କୁଲ ପଡିଆରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ମେଳାକୁ ପଦ୍ମପୁର ରାଜ ବୋଡସେମ୍ବର ବିଡିଓ ଶଙ୍କର୍ଷଣ ବେହେରା
Read More...

କବି ସୁଜାଣ ମେହେର ସ୍ମୃତି ସମାରୋହ ଅନୁଷ୍ଠିତ

ଅଧ୍ୟାପକ ଟେକଚାନ୍ଦ ଦୁଆନଙ୍କୁ କବି ସୁଜାଣ ମେହେର ସ୍ମୃତି ସମ୍ମାନ ପ୍ରଦାନ ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ବ୍ଲକ ସାହାଜବାହାଲଠାରେ କବି ସୁଜାଣ ମେହେରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ମୃତି କମିଟି ତରଫରୁ ଏକ ସାରସ୍ବତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଦୀନମଣୀ ଭୋଇଙ୍କ
Read More...

୧୭ତମ ସୁପର ହଲଚଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : କମସରା ଚାମ୍ପିଆନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେସିସି ଚାରଭଟା ପକ୍ଷରୁ ୧୭ତମ ସୁପର ହଲଚଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ କିରଣଦେଇ ଷ୍ଟାଡିୟମ ଚାରଭଟାଠାରେ ଉଦ୍‌ଯାପିତ ହୋଇଯାଇଛି । ସୂଚନା ଯୋଗ୍ୟ ୫ ଦିନ ଧରି ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଭୁରଂଜନ ପାତ୍ରଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଉଦ୍‌ଯାପିତ
Read More...