Daily Archives

ବ୍ରହ୍ମପୁରରେ ସବୁଦିନିଆ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଡେଭଲପ୍‌ମେଣ୍ଟ ଫୋରମ୍‌ର ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରରେ ସବୁଦିନିଆ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଓଡ଼ିଶା ଡେଭଲପ୍‌ମେଣ୍ଟ ଫୋରମ୍ ନେତୃତ୍ୱରେ ହରିଡ଼ାଖଣ୍ଡି ଛକରେ ଆଜି ଜନସଚେନତା ଓ ପଥପ୍ରାନ୍ତ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଗ୍ରୀନ୍‌ ଫିଲ୍‌ଡ ସିଭିଲିଏନ୍‌ ଏଣ୍ଡ
Read More...

ରାଜଲକ୍ଷ୍ମୀ ଜ୍ୱେଲର୍ସ ତରଫରୁ ଗ୍ରାହକଙ୍କ ପାଇଁ ଲଟେରୀ ସ୍କିମ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ବିଘ୍ନ ବିନାଶକ ଗଣେଶଙ୍କର ପୂଜା ସହ ପର୍ବ ପର୍ବାଣୀର ଆରମ୍ଭ ହୋଇ ଯାଇଥିବା ବେଳେ ଆଗକୁ ପାର୍ବଣ ଏବଂ ତା' ପରେ ଦୀପାବଳିକୁ ନେଇ ଖୁବ ଚଳଚଞ୍ଚଳ ବ୍ୟାପାରି ଠାରୁ ନେଇ ଗ୍ରାହକ । ବିଭିନ୍ନ ସମୟରେ ଲୋକେ ବିଭିନ୍ନ ପ୍ରକାରର ଜିନିଷ ପତ୍ର କିଣା କିଣି
Read More...

ନୂଆଁଖାଇ ଜୁହାର୍‌ ଭେଟ୍‌ ଉତ୍ସବ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ । ଗାଁ ଠୁ ସହର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ନୂଆଁଚୂଡ଼ାରେ ନୂଆଁଖାଇବା ବେଶ୍‌ ନିଆଁରା । ଏହି ଗଣପର୍ବ ନୂଆଁଖାଇକୁ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ଲୋକେ ବେଶ୍‌ ଧୁମ୍‌ଧାମ୍‌ରେ ନୂଆଁଖାଇବା
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ସଇଁନ୍ତଲା ବ୍ଲକ ବଡମାଲ ବ୍ଲକରୁ ଜଣେ, ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ. ୨ରୁ ୨ ଜଣ, ୱାର୍ଡ ନଂ. ୧୬ରୁ ଜଣେ ଏବଂ ଲୋଇସିଂହା ବ୍ଲକ କୁଟେନପାଲି ଗ୍ରା.ପ.ରୁ
Read More...

ଡ୍ରେନଜ୍‌ ବ୍ୟବସ୍ଥା ନଥିବାରୁ ବର୍ଷା ଜଳରେ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜଲ୍ଲା ଡେଲାଙ୍ଗ ବ୍ଲକର ସର୍ବ ବୃହତମ ଗ୍ରାମ ଘୋରଡିଆର ମୁଖ୍ୟ ରାସ୍ତା ଜଳାର୍ଣ୍ଣବ ହୋଇ ପଡିଛି । ଅସରାଏ ବର୍ଷା ହେଲେ ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚରେ ପାଣି ଲହଡି ମାରେ, ଯାହାଫଳରେ ଅଞ୍ଚଳବାସୀ ଯାତାୟତରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ
Read More...

ପ୍ରଶାସନ ଶୁଣିଲାନି : ଗ୍ରାମବାସୀ ରାସ୍ତା ନିର୍ମାଣ କଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ ଗ୍ରାମ ପଚାଂୟତର କୁଆପଦା ଗାଁ ଠାରୁ ଶ୍ରୀଶ୍ରୀ ବାବା ବଣିକ୍ରେଶ୍ୱର ଦେବ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୧କିମି. ରାସ୍ତା ବହୁବର୍ଷ ଧରି ଖାଲଢିପ, ଆବଡା ଖବଡା ହୋଇ ପଡିଥିଲା । ଲୋକେମାନେ ଯାତାୟତରେ ନାହିଁନଥିବା
Read More...

ବାରହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ ତାର : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶିକାରୀ ମୃତ

ସୋନପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ଜଙ୍ଗଲରେ ବାରହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ ତାର । କିନ୍ତୁ ନିଜେ ଶିକାର ହୋଇଗଲେ ଶିକାରୀ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶିକାରୀଙ୍କ ଜୀବନ ଯାଇଛି । ମୃତକ ଜଣକ ହେଲେ ବୀରମହାରାଜପୁର
Read More...

ସୋହେଲାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସୋହେଲା ଠାରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ପୂର୍ବତନ ବିଧାୟକ ମହମ୍ମଦ ରଫିକ, ସୋହେଲା ଗୌନ୍ତିଆ ଗୋପାଳ ନାଏକ ଏବଂ
Read More...

ନିଖୋଜ ନାବାଳିକା ମହାରାଷ୍ଟ୍ରରୁ ଉଦ୍ଧାର

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ପୋଲିସ ନିଖୋଜ ନାବାଳିକା (୧୬)ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ନାବାଳିକା ଜଣକ କୋଡ଼ିଙ୍ଗା ଥାନା ଅଧୀନ ଫାର୍ଶାଗୁଡ଼ା ଗ୍ରାମର । ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨ ରାତିରେ ନାବାଳିକା ଜଣକ କୌଣସି କଥାକୁ ନେଇ ଘରେ
Read More...

ଗଣେଶ ପୂଜା ଏବଂ ନୂଆଁଖାଇ ଉପଲକ୍ଷେ ଜରାସିଂହା ବାବୁପଡ଼ାରେ ବିଭିନ୍ନ ଖେଳ ପ୍ରତିଯୋଗିତା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଶାନ୍ତିନିବାସ ବାବୁପଡାରେ ଗଣେଶ ପୂଜା କମିଟି ତରଫରୁ ଦୁଇଦିନ ଧରି କ୍ରୀଡା ପ୍ରତିଯୋଗିତା ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମ୍ୟୁଜିକ ଚେୟାର (ଝିଅ ଓ ପୁଅ), ଚାମଚ ଦୌଡ (ଝିଅ), ବାଇଗଣ ଦୌଡ (ପୁଅ), ବୁକେଟ ବଲଳ ବଲାଂସି (ଝିଅ,
Read More...