ଅଚିକିତ୍ସିତ ଅବସାଦ ଭୟଙ୍କର ରୂପ ନେଇ ପାରେ : ଡା. ଆଶୀର୍ବାଦ ଶତପଥୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାନସିକ ଅବସାଦ ରୋଗରେ ପ୍ରତି ଦଶ ଜଣଙ୍କ ମଧ୍ୟରେ ଜଣେ ଗ୍ରସିତ । ଏହାକୁ ରୋଗ କହିବା ଅପେକ୍ଷା ମାନସିକ ଅବସ୍ଥା କୁହାଯିବା ଅଧିକ ଠିକ ହେବ । ଦୀର୍ଘ ଦିନ ପର୍ଯ୍ୟନ୍ତ ଅବସାଦ ଅଚିକିତ୍ସିତ ରହିଲେ ଏହା ଅଧିକ ଜଟିଳ ହେବା ସହ ରୋଗରେ ପରିଣତ ହୁଏ । ରୋଗୀ ଅବସାଦ!-->…
Read More...
Read More...