Monthly Archives

May 2021

କୋଭିଡ ପରବର୍ତ୍ତୀ ସ୍ୱାସ୍ଥ୍ୟର ଯତ୍ନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡରୁ ସୁସ୍ଥ ହେବା ପରେ ମଧ୍ୟ ସୁରକ୍ଷା ନିୟମର କଡ଼ାକଡ଼ି ପାଳନ କରନ୍ତୁ । ନିମ୍ନରେ ପ୍ରଦତ୍ତ ସୁରକ୍ଷା ଉପାୟର ଅନୁପାଳନ ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ସୁରକ୍ଷିତ କରିବ । ଏଥିପ୍ରତି ସଚେତନ ହୋଇ ଆସନ୍ତୁ, ଦୃଢତାର ସହ କରୋନାର ମୁକାବିଲା କରିବା ।
Read More...

ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଅକ୍ଷୟ ତୃତୀୟା ଓଡିଶା ପାଇଁ ବିଶେଷ ଗୁରୁତ୍ୱ ବହନ କରେ । ଚାଷୀ ଭାଇଙ୍କ ପାଇଁ ଏକ ବଡ଼ ଦିନ । ଆଜି ଚାଷୀଟିଏ ନିଜର କ୍ଷେତ ବା ଚାଷଜମିକୁ ପୂଜା କରିବା ସହ ସେଠାରେ ବିହନ ବୁଣି ପୂଜା କରି ଆଜିଠୁ ଚାଷ କାମ ଆରମ୍ଭ କରିଥାଏ
Read More...

ସିମେଣ୍ଟ ବ୍ୟବସାୟୀ ବୁଢ଼ା ପଟ୍ଟନାୟକଙ୍କ କରୋନାରେ ଦେହାନ୍ତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରର ଜଣେ ନାମୀ ଦାମୀ ବିଶିଷ୍ଟ ସିମେଣ୍ଟ ବ୍ୟବସାୟୀ ବୁଢ଼ା ପଟ୍ଟନାୟକଙ୍କ କରୋନାରେ ଅଶ୍ଵିନୀ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ କରୋନାରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ଧରି ଆଶ୍ୱିନୀ ହସ୍ପିଟାଲ୍ ଭେଣ୍ଟିଲେଟରରେ ଥାଇ
Read More...

ପବିତ୍ର ଅକ୍ଷୟ ତୃତୀୟା

କେ.ସତ୍ୟନାରାୟଣ ରେଡ୍ଡୀ ପୁଣ୍ୟମାସ ବୈଶାଖ ଶୁକ୍ଳ ତୃତୀୟା 'ଅକ୍ଷୟ ତୃତୀୟା' ଭାବରେ ପ୍ରସିଦ୍ଧ । ଏହି ପବିତ୍ର ତିଥିରେ ଯେଉଁ ଧର୍ମ କାର୍ଯ୍ୟ କରାଯାଏ ତାହାର ଫଳ (ଅସରନ୍ତି) ହୁଏ ବୋଲି ବିଶ୍ୱାସ । ଏହିଦିନ ଅଳ୍ପେ ବହୁତେ ଦାନକଲେ ଫଳ ଅକ୍ଷୟ ହୁଏ । ପୁରାଣ ଅନୁସାରେ ଏହିଦିନରେ ସତ୍ୟଯୁଗର
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ପୋଲ ତଳକୁ ଖସିଲା କାର, ୩ ମୃତ, ୨ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି ବୋଲି ଖବର ମଳିଛି । ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଶିଳ୍ପାଞ୍ଚଳ ଥାନା ବିର୍ଲା ଟାୟାର ନିକଟରେ ଏକ କାର୍ ପୋଲ ତଳକୁଖସି ପଡ଼ିଥିଲା । ଫଳରେ ଘଟଣା
Read More...

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଲେ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୯୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪ଜଣ, ଅନୁଗୁଳ ଜିଲ୍ଲାରୁ ୩ଜଣ ରହିଥିବା ବେଳେ
Read More...

ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୨୬,୦୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ : ୩,୮୯୦ ମୃତ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୨୬,୦୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩,୮୯୦ଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୪୩,୭୨,୯୦୭ ଓ ମୃତ୍ୟୁସଂଖ୍ୟା ୨,୬୬,୨୦୭ରେ ପହଞ୍ଚିଛି । ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ୩,୫୩,୨୯୯
Read More...

ଜାତୀୟ ରାଜପଥରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

ଦେଓଗାଁ, (ମନୀଷ କୁମାର ସାହୁ) : କରୋନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ଲକଡାଉନ୍ ଜାରି ହୋଇଛି । ସବୁଆଡେ ରାସ୍ତାଘାଟ ଠାରୁ ଆରମ୍ଭ କରି ଦୋକାନ ବଜାର ବନ୍ଦ ରହିଛି । ଏହି ସମୟରେ ଜରୁରୀ କାମରେ ଯାଉଥିବା ଲୋକଙ୍କ ସହ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଦୁଇ ଓ ଚାରି ଚାକିଆ
Read More...

ଗାଜା ଏବଂ ୱେଷ୍ଟ ବ୍ୟାଙ୍କରେ ଭୟଙ୍କର ଆକ୍ରମଣ, ଇସ୍ରାଏଲରେ ଗୃହଯୁଦ୍ଧର ଆଶଂକା

ଇସ୍ରାଏଲ୍‌ : ଇସ୍ରାଏଲ୍ ସୈନିକ ଏବଂ ପାଲେଷ୍ଟାଇନୀୟମାନଙ୍କ ମଧ୍ୟରେ ଚାଲିଥିବା ହିଂସାତ୍ମକ ବିବାଦ ବର୍ତ୍ତମାନ ଗାଜା ୱେଷ୍ଟ ବ୍ୟାଙ୍କର ଅଧିକୃତ ଅଞ୍ଚଳରେ ବ୍ୟାପିଛି । ୱେଷ୍ଟ ବ୍ୟାଙ୍କର ବିଭିନ୍ନ ସ୍ଥାନରେ ହିଂସା ଘଟଣାରେ ଅତି କମରେ ୧୦ ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି ଏବଂ ଶହ ଶହ ଲୋକ
Read More...

ବେଆଇନ୍ ବାଲି ଚାଲାଣ : ୩୦ ହଜାର ଜରିମାନା ଆଦାୟ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଳା ଖଜୁରିପଡ଼ା ସଦରମହକୁମା ଠାରେ ପୁଲିସ୍ ଜନଗହଳି ରୋକିବା ସହିତ ଅମାନିଆ ବାଇକ୍ ଚାଳକମାନଙ୍କୁ ଅଟକାଇ ମାକ୍ସ ଓ ହେଲମେଟ୍ ବ୍ୟବହାର କରିନଥିବା ଲୋକଙ୍କଠାରୁ ଫାଇନ୍ ଆଦାୟ କରିିଥିଲେ । ଏହି ସମୟରେ ବୌଦ୍ଧ ଜିଲ୍ଳାରୁ ବାଲିନେଇ
Read More...