Daily Archives

କରୋନାରେ ଚାଲିଗଲେ ହୀରାପୁର ସରପଞ୍ଚଙ୍କ ସ୍ୱାମୀ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ହୀରାପୁର ପଂଚାୟତର ସରପଞ୍ଚ ରୀନା ବିଶିଙ୍କ ସ୍ୱାମୀ ଗୋପୀନାଥ ବିଶି(୫୦)ଙ୍କ ଶନିବାର ସକାଳେ ମୃତ୍ୟୁ ହୋଇଯାଇଛି । ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ । ଗତକାଲି ରାତିରେ ହଠାତ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଲୋଇସିଂହା
Read More...

ଭଞ୍ଜନଗର ଠାରେ ନକଲି ଘିଅ, ତେଲ ଶିଳ୍ପପ୍ରତିଷ୍ଠାନ ଉପରେ ଚଡ଼ାଉ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) ) : ଅସଲି ବ୍ରାଣ୍ଡରେ ନକଲି ତେଲ ଘିଅ କାରଖାନା କରିଥିବା ଏକ ବ୍ୟବସାୟୀ ପ୍ରତିଷ୍ଠାନ ବିଷୟରେ ଅଭିଯୋଗ ପାଇ ଭଞ୍ଜନଗର ଠାରେ ଏକନକଲି ଘିଅ, ତେଲ ଶିଳ୍ପପ୍ରତିଷ୍ଠାନ ଉପରେ ଆଞ୍ଚଳିକ ପୋଲିସ ଚଡ଼ାଉ କରିଥିବା ଖବର ମିଳିଛି । ପ୍ରକାଶଥାଉକି, ଭଞ୍ଜନଗର
Read More...

ଫାଣ୍ଡି ଅଧିକାରୀ ଦୀପ୍ତିରଞ୍ଜନଙ୍କ ପଦୋନ୍ନତି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସବଇନ୍ସପେକ୍ଟର ପଦବୀରୁ ପଦୋନ୍ନତି ହୋଇ ଇନ୍ସପେକ୍ଟର ହେଲେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତିରଞ୍ଜନ ବେହେରା । ୦୮.୦୨.୨୦୨୧ରେ ଅନୁଷ୍ଠିତ କେନ୍ଦ୍ରୀୟ ଚୟନ ବୋର୍ଡ ଏବଂ ପରବର୍ତ୍ତୀ ସବ୍ ଇନ୍ସପେକ୍ଟରଙ୍କୁ ପୋଲିସ୍ ଇନ୍ସପେକ୍ଟର ପଦବୀରେ
Read More...

କଲେଜ ଛକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଗଣିତ ଶିକ୍ଷକ ଯୋଗେନ୍ଦ୍ର ବିଶି ଚାଲିଗଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଲେଜ ଛକ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଗଣିତ ଶିକ୍ଷକ ଯୋଗେନ୍ଦ୍ର ବିଶି(୪୨)ଙ୍କ ଗତ ରାତି ୩ଟା ୪୫ମି.ରେ ଦେହାନ୍ତ ହୋଇଯାଇଥିବା ଜଣାପଡ଼ିଛି । ବଲାଙ୍ଗିର ଶାନ୍ତିପଡ଼ାରେ ରହୁଥିବା ଯୋଗେନ୍ଦ୍ର ଗୁରୁଜୀ ଅସୁସ୍ଥତା ଅନୁଭବ କରି ଗତ ୨୭ ତାରିଖ ଦିନ ନିଜ ଗାଁ
Read More...

ବିଜେଡି ଯୁବ ଜିଲ୍ଲା ସମ୍ପାଦକ ଶାନ୍ତନୁ ବିଭାରଙ୍କ ମାତୃ ବିୟୋଗ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ବିଜେଡି ଯୁବ ଜିଲ୍ଲା ସମ୍ପାଦକ ଶାନ୍ତନୁ ବିଭାରଙ୍କ ମା' ନୀଳକାନ୍ତି ବିଭାର(୬୫)ଙ୍କ ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ୫ ପୁଅ, ପୁତ୍ରବଧୁ ଓ ନାତି ନାତୁଣୀ ଉପସ୍ଥିତ ଥିଲେ । ଧର୍ମପରାୟଣ, ପରୋଉପକାରୀ ଭାବରେ ସେ ପରିଚିତ ଥିଲେ ।
Read More...

ବନ ବିଭାଗ ହାବୁଡ଼ରେ ୬ ମାଙ୍କଡ ଶିକାରୀ : ମାଙ୍କଡଙ୍କର ୧୦ଟି ପାପୁଲି ଓ ୨୦ଟି ଗୋଡ ଜବତ

ବୌଦ୍ଧ, (ବଂଶୀଧର ମାଝୀ) : ଶିଆଳିପଟ୍ଟ ସଂଗ୍ରହ କରିବା ବାହାନାରେ ଶିବିର ପକାଇ ଜଙ୍ଗଲରୁ ମାଙ୍କଡ ଶିକାର କରୁଥିବା ୬ ଜଣ ମାଙ୍କଡଙ୍କର ଶିକାରୀ ବୌଦ୍ଧ ବନବିଭାଗ ହାବୁଡ଼ରେ ପଡି ଗିରଫ ହୋଇଛନ୍ତି । ଏହାସହିତ ସେମାନଙ୍କ ନିକଟରୁ ମାଙ୍କଡର ୧୦ କିଲୋ କଞ୍ଚାମାଂସ, ୨ କିଲୋ ଶୁଖାମାଂସ, ୨୦ ଗୋଟି
Read More...

ମହାନଦୀ ପୋଲ ଉପରେ ବାଇକ ଓ ଭ୍ୟାନ ମୁହାଁମୁହିଁ ଦୁର୍ଘଟଣା : ବାଇକ ଚାଳକର ଶୋଚନୀୟ ମୃତ

ବୌଦ୍ଧ, (ବଂଶୀଧର ମାଝୀ) : ଶୁକ୍ରବାର ରାତ୍ର ପ୍ରାୟ ୭. ଘଣ୍ଟା ୩୦ ମିନିଟ ସମୟରେ ବୌଦ୍ଧ – କିଆକଟା ମହାନଦୀ ପୋଲ ଉପରେ ଗୋଟିଏ ବାଇକ ଓ ଭେନ ମଧ୍ୟରେ ଧକ୍କାହେବା ଫଳରେ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ସମୟରେ କୌଣସି
Read More...

ବାଙ୍ଗାଲୋରକୁ ହରାଇ ବିଜୟ ଧାରାକୁ ଫେରିଲା ପଞ୍ଜାବ କିଙ୍ଗସ୍

ଅହମଦାବାଦ : ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯ଼ାଇଥିବା ଆଇପିଏଲର ୨୬ତମ ମ୍ୟାଚରେ ପଂଜାବ ବାଙ୍ଗାଲୋରକୁ ୩୪ ରନରେ ପରାସ୍ତ କରିଛି । ଆଜି ବାଙ୍ଗାଲୋର ଦଳ ଟସ ଜିତି ପଂଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପଂଜାବ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଅଧିନାୟକ କେଏଲ ରାହୁଲଙ୍କ
Read More...

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷରୁ ଅଧିକ ନୂତନ ରୋଗୀ, ୩୫୨୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ବିପର୍ୟ୍ୟୟ ବର୍ତ୍ତମାନ ଥମିବା ପରି ମନେ ହେଉନାହିଁ । ଶୁକ୍ରବାର ଦିନ କରୋନା ଭାଇରସ୍‌ ମାମଲା ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ -୧୯ର ଚାରି ଲକ୍ଷରୁ ଅଧିକ ମାମଲା ଆସିଛି । ଏହାପୂର୍ବରୁ କେବଳ ଆମେରିକାରେ ଗୋଟିଏ ଦିନରେ ଚାରି
Read More...

କୋରନା ମହାମାରୀରୁ ତ୍ରାହି ନିମନ୍ତେ ଗଞ୍ଜାମ ଜିଲ୍ଲାର ପଲ୍ଲୀବହୁଳ ସମାଜରେ ଚାଲିଛି ଭକ୍ତିବାଦର ସୂତ୍ର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ କୋଉଠି ନା କୋଉଠି ଚାଲିଛି ଭକ୍ତିବାଦର ବହୁଳ ପ୍ରଚଳନ । ଦେଶରେ ଶାନ୍ତିର ବାର୍ତ୍ତା ବହନ ଓ କୋରନା ମହାମାରୀରୁ ମାନବ ସମାଜ ମୁକୁଳିବା ଉଦ୍ଦେଶ୍ୟରେ ଚାଲିଛି ମନ୍ଦିର ପ୍ରକୋଷ୍ଠରେ ହୋମ, ଷୋଡଶ ପୂଜାର୍ଚ୍ଚନା ଏବଂ ଭକ୍ତିବାଦର ସୂତ୍ର
Read More...