Monthly Archives

January 2021

ହୋସ ଉଡିଯିବ ଉର୍ବଶୀଙ୍କ ଗାଉନ୍‌ ଦାମ୍‌ ଶୁଣିଲେ‌, ସେହି ଦାମରେ ଭୁବନେଶ୍ୱରରେ କିଣି ହୋଇଯିବ ଅନେକ ବଡ ବଡ ଫ୍ଲାଟ୍‌

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉଟେଲା ପୁଣି ତାଙ୍କ ଗାଉନ ପାଇଁ ଚର୍ଚ୍ଚାରେ । ଅର୍ଥାତ୍‌ ଉର୍ବଶୀ ନିଜ ଦାମୀ ଗାଉନ୍‌ ଯୋଗୁଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସବୁବେଲେ ନିଜ ହଟ୍‌ ଅନ୍ଦାଜରେ ଫଟୋସୁଟ୍‌, ନିଜ ଅଭିନୟ ଯୋଗୁଁ ଚର୍ଚ୍ଚାରେ ରହୁଥିବା ଉର୍ବଶୀ ନିଜ ଦାମୀ
Read More...

ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ଘଟଣାରେ ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି, ୨ ଅଧିକାରୀ ନିଲମ୍ବିତ

ରାଉରକେଲା : ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍‌ ଲିକ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ପହଂଚିଛି । ଆଜି ସକାଳୁ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ ହେବା ଯୋଗୁଁ ୧୦ ଜଣ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ କର୍ମଚାରୀ ଅସୁସ୍ଥ ହୋଇ ପଡିଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମେ
Read More...

ଆଦିବାସୀ ଯୁବକଙ୍କୁ ଆକ୍ରମଣ ଘଟଣା : ଘଟଣା ପଛରେ ବିଜେଡି ନେତା ରାଜେନ୍ଦ୍ର ହୋତା ଥିବା କହିଲେ ପୀଡ଼ିତ ଶ୍ରୀକର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାକଡଚୁଆଁ ଗ୍ରାମର ଶ୍ରୀକର ମିର୍ଦ୍ଧା ନାମକ ଆଦିବାସୀ ଯୁବକଙ୍କୁ ଗତ ୧ତାରିଖରେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା । ପୀଡିତ ଶ୍ରୀକର ମିର୍ଦ୍ଧା ଏହି ଘଟଣା ଉପରେ ଆଜି ମୁହଁ ଖୋଲିଛନ୍ତି । ଆକ୍ରମଣକାରୀ ମନୋରଞ୍ଜନ ତ୍ରିପାଠୀ, ରାଜେନ୍ଦ୍ର ହୋତାଙ୍କ
Read More...

ବରଗଡ଼ ମୁଣ୍ଡାପଡା ଡମ୍ପିଙ୍ଗ୍‌ ୟାଡ଼ ସ୍ଥାନାନ୍ତରଣ ଓ ସହରର ପରିମଳ ବ୍ୟବସ୍ଥା ସୁଦୃଢ଼ ଦାବୀରେ ଜିଲ୍ଲାପାଳ ଅଫିସ…

ବରଗଡ଼, (ସତ୍ୟନାରାୟଣ ପଧାନ) : ବରଗଡ଼ ସହରର ପରିମଳ ବ୍ୟବସ୍ଥା ଦିନକୁ ଦିନ ଶୋଚନୀୟ ହେଉଥିବା ବେଳେ ମୁଣ୍ଡାପଡା ଡମ୍ପିଙ୍ଗ୍‌ ୟାର୍ଡ ଏବେ କୁତ୍ରିମ ଆବର୍ଜନା ପାହାଡ଼ ହୋଇଛି । ଏହାକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ବୁଧବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୧୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୧୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ତେବେ ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୨ରୁ ୫ ଜଣ ସଂକ୍ରମିତ ହୋଇଛନ୍ତି । ଆଗଲପୁର ବ୍ଳକ ଡୁଡ଼ୁକା ଗ୍ରା.ପ.ରୁ ଜଣେ, ବଲାଙ୍ଗିର ବ୍ଲକ ମାଧିଆପାଲିରୁ
Read More...

ଅମାନବୀୟ ଅପରାଧ : ଗ୍ୟାଙ୍ଗ ବଳାତ୍କାର ପରେ ପ୍ରାଇଭେଟ୍‌ ପାର୍ଟରେ ଲୁହା ରଡ଼୍‌ ଗେଂଜି ନୃଶଂସ ହତ୍ୟା : ମୃତ ଦେହ ୧୭…

ବଦାୟୁଂ : ଉତ୍ତରପ୍ରଦେଶର ବଦାୟୁଂ ଜିଲ୍ଲାରେ ଜଣେ ମହିଳା ମନ୍ଦିରକୁ ପୂଜା କରିବାକୁ ଯାଇଥିବା ବେଳେ ମନ୍ଦିରର ମହନ୍ତ ସମେତ ତିନି ଜଣ ବ୍ୟକ୍ତି କେବଳ ତାଙ୍କୁ ବଳାତ୍କାର କରିନଥିଲେ, ବରଂ ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ଲୁହା ରଡ ଗେଂଜି ତାଙ୍କୁ ହତ୍ୟା କରିଥିବା ଭଳି ଏକ ନୃଶଂସ ଖବର ଆସିଛି ।
Read More...

ସୂର୍ଯ୍ୟରେ ବିସ୍ଫୋରଣ ଯୋଗୁଁ ମହାକାଶରେ ହଲ୍‌ଚଲ୍‌ : ପୃଥିବୀରୁ ରଙ୍ଗୀନ ଦେଖାଯିବ ଆକାଶ ?

ୱାଶିଂଟନ୍‌ : ନୂଆ ବର୍ଷର ସୂର୍ୟ୍ୟ ଉପରେ ପ୍ରାରମ୍ଭିକ ବିସ୍ଫୋରଣ ଆସିଛି । ଜାନୁୟାରୀ ୨ ରେ ନକ୍ଷତ୍ରଙ୍କ ଶକ୍ତିର ଶକ୍ତିଶାଳୀ ବିସ୍ଫୋରଣ ଘଟିଛି ଏବଂ ବୁଧବାର ଦିନ ଏହାର ପ୍ରଭାବ ପୃଥିବୀରେ ଦେଖାଯିବାର ସମ୍ଭାବନା ହକ୍ଟଶଛି । ଆମେରିକାର ସ୍ପେସ୍ ଏଜେନ୍ସି ନାସାର ସୋଲାର ଡାଇନାମିକ୍ସ
Read More...

ମହାମାରୀ କରୋନା ଯୋଗୁଁ ଲକ୍‌ଡାଉନ୍‌ ବଢିଲା ଜାନୁୟାରୀ ୩୧ ପର୍ଯ୍ୟନ୍ତ ଏହି ସ୍ଥାନମାନଙ୍କରେ

ବର୍ଲିନ୍‌ : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜର୍ମାନୀରେ ଜାନୁଆରୀ ୩୧ ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି । ଜର୍ମାନ୍‌ ଚାନ୍‌ ସେଲର୍‌ ଆଞ୍ଜେଲା ମର୍କେଲ କହିଛନ୍ତି ଯେ, ସାମାଜିକ ଦୂରତା ରକ୍ଷା କରିବା, ଜନଗହଳିକୁ ଏଡ଼ାଇବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି ।
Read More...

ପାକିସ୍ତାନ ଜେଲରେ ୧୧ ବର୍ଷ କାରାଦଣ୍ଡ ପରେ ଯୁବକ ମିର୍ଜାପୁରକୁ ଫେରିଲେ

ନୂଆଦି‌ଲ୍ଲୀ : ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାର ଜଣେ ଯୁବକ ଭୁଲରେ ସୀମା ପାର ହୋଇ ପ୍ରାୟ ୧୧ ବର୍ଷ ପୂର୍ବେ ପାକିସ୍ତାନକୁ ଚାଲି ଯାଇଥିଲେ । ଏଥିପାଇଁ ପାକିସ୍ତାନ ଜେଲରେ ଏକ ଦଶନ୍ଧିରୁ ଅଧିକ ସମୟ ବିତାଇବା ପରେ ଏବଂ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ମଙ୍ଗଳବାର ରାତିରେ ଯୁବକ ତାଙ୍କ
Read More...

ଲଦାଖରେ ଅମିତାଭ ମାଇନସ୍ ୩୩ ଡିଗ୍ରୀ ଶୀତର ସମ୍ମୁଖୀନ ହେଲେ : ସେୟାର କଲେ ଫଟୋ

ନୂଆଦି‌ଲ୍ଲୀ : ଏବେ ସାରା ଦେଶରେ ଶୀତ ଋତୁ ଚାଲିଛି ଏବଂ ଅନେକ ସ୍ଥାନରେ ବର୍ଷା ହେତୁ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି । ଆହୁରି ମଧ୍ୟ, ନୂତନ ବର୍ଷର ଆଗମନ ଅର୍ଥାତ୍ ୨୦୨୧ ମଧ୍ୟ ପହଞ୍ଚିଛି । ନିକଟରେ ମହାନ ଅଭିନେତା ଅମିତାଭ ବଚ୍ଚନ ଲଦାଖ ଟ୍ରିପରୁ ଫେରିଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ
Read More...