ବେନିଆବନ୍ଧ ଗାଁକୁ ସଫାକଲେ ଯୁବ ଗୋଷ୍ଠୀ
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବେନିଆବନ୍ଧ ଗାଁରେ ସ୍ୱଚ୍ଛତା ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ଯୁବ ଗୋଷ୍ଠୀ । ଦିନକୁ ଦିନ ଗାଁରେ କୁଢ଼ କୁଢ଼ ମଇଳା ଆବର୍ଜନା ଭରପୁର ରହି ଆସୁଥିଲା । ଶେଷରେ ବାଧ୍ୟ ହୋଇ ନିଜ ଗ୍ରାମକୁ ସଫା କରିଛନ୍ତି ଯୁବ ଗୋଷ୍ଠୀ ।!-->…
Read More...
Read More...