Daily Archives

ପରୀ ହତ୍ୟା ଘଟଣାକୁ ନେଇ ବିଜେପି ବିଧାୟକଙ୍କ ଧାରଣା

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ): ପରୀ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ହୋ ହା‌ଲ୍ଲା ଚାଲିଥିବା ବେଳେ ବିଧାନସଭାରେ ବି ଜୋର୍‌ସୋର୍‌ ତାତି ଜଣାପଡ଼ିଛି । ବିଜେପି ବିଧାୟକମାନେ ପୁଣି ଆଜି ପାଟିତୁ‌ଣ୍ଡ କରିଛ‌ନ୍ତି । ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ସହ ପରୀ ହତ୍ୟା ଘଟଣାର ସିବିଆଇ ତଦନ୍ତ
Read More...

ଖସିଲା କରୋନା ମୃତ୍ୟୁ ସଂଖ୍ୟା : ଆଜି ୪ ଜଣଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ୱର : ସଂକ୍ରମଣ କମି କମି ଆସୁଥିବା ବେଳେ ରାଜ୍ୟରେ କରୋନା ମୃତ୍ୟୁହାର କମିବାର ମଧ୍ୟ ଆଜି ଦେଖିବାକୁ ମିଳିଛି । ଆଜି ରାଜ୍ୟରେ ମାତ୍ର ୪ ଜଣଙ୍କ ଜୀବନ ହାନୀ ହୋଇଛି କରୋନାରେ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକମାନେ ଖୋର୍ଦ୍ଧା
Read More...

୬ ହଜାର ତଳକୁ ଖସିଲା ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ରାଜ୍ୟରେ ଆଜି ୫୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ହଜାର ତଳକୁ ଖସିଛି ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସମୁଦାୟ ୩୧୮୩୦୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୧୦୫୪୯ ଜଣ ସୁସ୍ଥ ହୋଇ ସାରିଛନ୍ତି ଏବଂ ୫୯୭୧ ଜଣ ଏକ୍‌ଟିଭ୍‌ ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି । ଆଜି
Read More...

ବିଜେଡ଼ିରୁ ବହିଷ୍କୃତ ହେଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହୋଇଛ‌ନ୍ତି ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ । ଜନ ବିରୋଧୀ କାର୍ୟ୍ୟ ପାଇଁ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ତା‌ଙ୍କୁ ରବିବାର ବହିଷ୍କୃତ କରାଯାଇଥିବା ସୂଚନା ମିଳିଛି । ଏ ନେଇ ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରେସ
Read More...

ଡକାୟତି ଉଦ୍ୟମ ସମୟରେ ତୁମୁଳକା‌ଣ୍ଡ : ୪ ଗୁରୁତର

ବାଲେଶ୍ୱର : ଡକାୟତି ଉଦ୍ୟମ ସମୟରେ ତୁମୁଳକା‌ଣ୍ଡ ଘଟିଥିବା ଜଣାପଡ଼ିଛି । ବାଲେଶ୍ୱର ଜିଲା ସୋର-କୁପାରୀ ରାସ୍ତାର ପିତାକାଳିଆ ନିକଟରେ ଡକାୟତି ଉଦ୍ୟମ ସମୟରେ ହଣାକଟା ହେବା ସହ ୪ ଜଣ ଗୁରୁତର ହୋଇଥିବା ଖବରରେ କୁହାଯାଇଛି । ସୂଚନା ଅନୁସାରେ ହରିଡାପଦା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ କିଛି
Read More...

କୃଷକ ଆନ୍ଦୋଳନ : କୃଷକମାନେ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି, ବୁରାରୀ ମଇଦାନକୁ କାହିଁକି ଯିବେ, ରାମଲୀଲା ମଇଦାନ…

ନୂଆଦିଲ୍ଲୀ : ସାରା ଦେଶରେ ନୂଆ କୃଷି ବିଲ୍‌କୁ ନେଇ କୃଷକ ଆନ୍ଦୋଳନ ଜୋର୍‌ ଧରିଥିବା ବେଳେ କୃଷକମାନେ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି, ବୁରାରୀ ମଇଦାନକୁ କାହିଁକି ଯିବେ, ରାମଲୀଲା ମଇଦାନ କାହିଁକି ନୁହଁ ? ଅନ୍ୟପଟେ ବିଜେପିର ପୂର୍ବତନ ସହଯୋଗୀ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ
Read More...

ଇମ୍ରାନ ସରକାର ପରେ ପାକିସ୍ତାନୀ ହିନ୍ଦୁମାନେ କଟ୍ଟରପନ୍ଥୀଙ୍କ ଆକ୍ରୋଶର ଶିକାର

ଇସଲାମାବାଦ : ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଅବସ୍ଥା ଦିନକୁ ଦିନ ଦୁଃଖଦାୟକ ହେବାରେ ଲାଗିଛି । ସିନ୍ଧ ପ୍ରଦେଶର ହିନ୍ଦୁ ଭିଲ ଜାତିର ଅନେକ ଘର ସ୍ଥାନୀୟ ସରକାର ଭାଙ୍ଗି ଦେଇଥିବା ସୂଚନା ମିଳିଛି। ଯେତେବେଳେ ଏହି ଘଟଣାର ଭିଡିଓ ଭାଇରାଲ ହୋଇଥିଲା, ସେତେବେଳେ ସରକାର ଚାପରେ ଏହି
Read More...

ମାଓବାଦୀ ଆକ୍ରମଣ : ବିସ୍ଫୋରଣରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଶହୀଦ

ସୁକମା : ମାଓବାଦୀଙ୍କ ବିସ୍ଫୋରଣରେ ଜଣେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଶହୀଦ ହୋଇଥିବା ଖବର ଆସିଛି । ଛତିଶଗଡ଼ ସୁକମାରେ ବୁର୍କାପାଲ କ୍ୟାମ୍ପରୁ ପାଖାପାଖି ୬ କିଲୋମିଟର ଦୂରରେ ସର୍ଚ୍ଚ ଅପରେସନ ପାଇଁ ବାହାରିଥିବା ଯବାନ ମାଓବାଦୀଙ୍କ ଟାର୍ଗେଟ ଆସି ଯାଇଥିବା ବେଳେ ମାଓବାଦୀଙ୍କ ଦ୍ୱାରା
Read More...

ନଦୀକୂଳେ ଥାଇ ପିଉଛନ୍ତି ଫ୍ଲୋରାଇଡ଼ ଯୁକ୍ତ ପାଣି, ଯୁବକମାନେ ଦିଶୁଛନ୍ତି ବୁଢ଼ା ଭଳି : ୬୦ ବେଳକୁ ହେଉଛ‌ନ୍ତି…

ଷ୍ଟାଣ୍ଡ ପୋଷ୍ଟ ଦେଖି ମେଣ୍ଟୁଛି ୨୫୦ ଲୋକଙ୍କ‌ ଶୋଷ : ଜରାଜୀର୍ଣ୍ଣ ହୋଇ ପଡ଼ିଥିବା କୂଅକୁ ଉଦ୍ଧାର ଦାବୀ ଦେଓଗାଁ, (ମନୀଷ କୁମାର ସାହୁ) : ବହୁ ବର୍ଷ ପୂର୍ବରୁ ପିଇବା ପାଣିକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ଦେଓଗାଁବାସୀ । ଦାବୀ ମୁତାବକ ସରକାର ଗୋଟେ ପରେ‌ ଗୋଟେ ପ୍ରକଳ୍ପ କାମ
Read More...

ଅଗ୍ନିକାଣ୍ଡ ଯୋଗୁଁ ଜଳି ପୋଡ଼ି ଛାର୍‌ଖାର୍‌ ହୋଇଗଲା ଘର

ଆନନ୍ଦପୁର : ଆନନ୍ଦପୁର ପୌରାଞ୍ଚଳର ୪ ନମ୍ବର ଓ୍ଵାର୍ଡ ଅନ୍ତର୍ଗତ ନନ୍ଦିସାହିରେ ଅଗ୍ନିକାଣ୍ଡ ଯୋଗୁଁ ୪ ବଖରା ଘର ଜଳି ପୋଡ଼ି ଛାର୍‌ଖାର୍‌ ହୋଇଯାଇଥିବା ଖବର ମିଳିଛି । ରାତି ପ୍ରାୟ ୩ଟା ପରେ ଘଟିଥିବା ଏହି ଘଟଣାରେ ବାଇଧର ମୁଦୁଲି ଓ ଘନଶ୍ୟାମ ମୁଦୁଲିଙ୍କର ୪ ବଖରା ଘର ସମ୍ପୂର୍ଣ୍ଣ
Read More...