Daily Archives

ପୃଥିବୀର ସବୁଠୁ ବଡ ବ୍ଲାକ୍‌ହୋଲ୍‌ ସାଗିଟାରିଅସ୍‌-ଏ ୨୦୦୦ ଆଲୋକ ବର୍ଷ ନିକଟତର

ଟୋକିଓ : ଆମର ଗାଲାକ୍ସି ମଧ୍ୟରେ ସାଗିଟାରିଅସ୍‌-ଏ ନାମକ ଏକ ବିଶାଳ ବ୍ଲାକ୍‌ହୋଲ୍ ଅଛି, ଯାହାର ମାସ (ଦ୍ରବ୍ୟମାନ) ଆମ ସୂର୍ୟ୍ୟଙ୍କ ତୁଳନାରେ ୪ ମିଲିୟନ୍ ଗୁଣ ରହିଛି । ବର୍ତ୍ତମାନ ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେ, ପୂର୍ବ ଆକଳନ ଅପେକ୍ଷା ଆମେ ଏହି ବ୍ଲାକ୍‌ହୋଲ୍ ଠାରୁ ୨୦୦୦ ଆଲୋକ
Read More...

ପରମାଣୁ ବୈଜ୍ଞାନିକଙ୍କ ହତ୍ୟାକୁ ନେଇ ଇରାନର ରାଷ୍ଟ୍ରପତି କ୍ରୋଧିତ : ଇସ୍ରାଏଲ ଠୁ ପ୍ରତିଶୋଧ ନେବାକୁ କଲେ ପ୍ରତିଜ୍ଞା

ତେହେରାନ : ଇରାନର ସର୍ବୋଚ୍ଚ ପରମାଣୁ ବୈଜ୍ଞାନିକ ଡକ୍ଟର ମୋହସିନ୍ ଫଖ୍‌ରିଜାଦେଙ୍କ ହତ୍ୟା ଅନ୍ତର୍ଜାତୀୟ ରାଜନୀତିରେ ମଧ୍ୟ ଉତ୍ତେଜନା ସୃଷ୍ଟି କରିଛି । ବୈଜ୍ଞାନିକଙ୍କୁ ହତ୍ୟା କରାଯାଇଥିବା ଇରାନର ରାଷ୍ଟ୍ରପତି ହାସନ ରୋହାନି ସିଧାସଳଖ ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ, ତାଙ୍କ
Read More...

ଶୀତ ଋତୁରେ ତ୍ୱଚାର ଯତ୍ନ ଉପରେ ନଜର୍‌ ଦିଅ‌ନ୍ତୁ

ସାଧାରଣତଃ ଶୀତଦିନେ ତ୍ୱଚା ଶୁଖିଲା ଶୁଖିଲା ଲାଗେ। ଅତ୍ୟଧିକ ଶୀତ ହେଲେ ଆହୁରି ଶୁଖିଲା ଜଣାପଡେ଼ । ତେଣୁ ଶୀତଦିନରେ ତ୍ୱଚାର ଯତ୍ନ ନେବା ନିହାତି ଆବଶ୍ୟକ । ତ୍ୱଚା ଖାରୁଆ ଖାରୁଆ ଲାଗୁଥିବା କାରଣରୁ ମନ ମଧ୍ୟ ଚଂଚଳ ଲାଗେ ନାହିିଁ । ସାଧାରଣ ଘରୋଇ ଉପଚାର ଉପରେ ନଜର୍‌ ଦିଅ‌ନ୍ତୁ । ଥଣ୍ଡା
Read More...

କଥା ରଖିଲେ ଜିଲ୍ଲାପାଳ : ଇଂଜିନିୟର ଅନନ୍ତ ଡାଟା ଏଣ୍ଟ୍ରି ଅପରେଟର୍‍ ଭାବେ ନିଯୁକ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟରେ ଚାକିରି ମିଳିଲାନି । ରାଜ୍ୟ ବାହାରକୁ ଯାଇ ଏକ ଠିକା ସଂସ୍ଥାରେ ଇଂଜିନିୟର୍‍ ଭାବେ କାମ କରୁଥିଲେ । କରୋନା ମହାମାରୀ ପାଇଁ ଠିକା ସଂସ୍ଥା କାମ ବନ୍ଦ କରିଦେଲା । ବିନା ଦରମାରେ କେତେ ଦିନ ପଡି ରହିବେ । ତେଣୁ ଘରକୁ ଫେରି ଆସିଲେ । ହାତରେ କାମ
Read More...

୧୬ ବର୍ଷ ହେଲା ଅନ୍ଧାରରେ ଦିନ କାଟୁଛନ୍ତି ଆଦିବାସୀ ମହିଳା ଗୀତା

ବରଗଡ଼, (ସତ୍ୟନାରାୟଣ ପଧାନ) : କେହି ଅନ୍ଧାରରେ ରହିବେ ନାହିଁ ବୋଲି ସରକାର ସ୍ଲୋଗାନ ଦେଇ ଦୀନଦୟାଲ ବିଦ୍ୟୁତିକରଣ ଯୋଜନା ଓ ଗରିବ ଲୋକଙ୍କ ପାଇଁ ସୌଭାଗ୍ୟ ଯୋଜନା ମାଧ୍ୟମରେ ଲାଇନ ସଂଯୋଗ କରୁଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଜିଲ୍ଳାପାଳଙ୍କ ଦଫ୍ତରରୁ ଅଧା କିଲୋମିଟର ଦୂରରେ ଥିବା ଜଣେ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ ରହିଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧ ଓ ୨୦ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ବଙ୍ଗୋମୁଣ୍ଡା ବ୍ଲକ୍‌ କୁରସୁଡ଼, ଖଇରା ଓ ଅର୍ସାତୁଲା ଗ୍ରା.ପ.ରୁ ଜଣେ ଲେଖାଏଁ, ବେଲପଡ଼ା ବ୍ଲକ୍‌
Read More...

ସ୍କୁଲ ବନ୍ଦ ପରେ ଉପାନ୍ତ ଅଞ୍ଚଳର କରୁଣ ଚିତ୍ର : ଜଙ୍ଗଲରୁ କାଠ ସଂଗ୍ରହ କରୁଛନ୍ତି ପିଲା

ସଇଁନ୍ତଲା, (ଅଜିତ କୁମାର ସାହୁ) : ଦୀର୍ଘ ୮ ମାସରୁ ଅଧିକ ସମୟ ହେବ କରୋନା ଯୋଗୁଁ ସ୍କୁଲରେ ପଡ଼ିଛି ତାଲା । ତେବେ ସ୍କୁଲ ବନ୍ଦ ପରେ ବଦଳି ଯାଇଛି ଗ୍ରାମାଞ୍ଚଳର ଦୃଶ୍ୟ । ନା ପିଲା ମାନେ ଘରେ ବସି ପାଠ ପଢୁଛନ୍ତି ନା ପଢିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । କିନ୍ତୁ ଏବେ ବହି ପଢିବା
Read More...

ବାମରାରେ ନକଲି ନୋଟ କାରଖାନା ଠାବ : ୩ ଗିରଫ, ୯୬ ହଜାର ୩ ଶହ ନକଲି ଟଙ୍କା ଜବତ

ଝାରସୁଗୁଡା : ବାମରାରେ ନକଲି ନୋଟ କାରଖାନା ଠାବ ହୋଇଥିବା ବେଳେ ୯୬ ହଜାର ୩ ଶହ ନକଲି ଟଙ୍କା ଜବତ କରିଛି ଝାରସୁଗୁଡା ଜିଲ୍ଲା ବନହରପାଲି ପୋଲିସ ବୋଲି ସୂଚନା ମିଳିଛି । ସମ୍ବଲପୁର ବାମରାରେ ଏକ ନକଲି ନୋଟ କାରଖାନା ଠାବ ହୋଇଥିବା ବେଳେ ଏହି ମାମଲାରେ ୩ ଜଣ ଗିରଫ ହୋଇଛ‌ନ୍ତି । ଗିରଫ
Read More...

ତିନୋଟି ଦେଶ ସହିତ ବିବାଦ ଭିତରେ ଚୀନ୍ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ? ସି ଜିନପିଙ୍ଗ ସୈନିକମାନଙ୍କୁ ବିଶେଷ…

ନୂଆଦିଲ୍ଲୀ : ଭାରତ, ଆମେରିକା ଏବଂ ତାଇୱାନ ସହିତ ବିବାଦ ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ସୈନିକମାନଙ୍କୁ ଉତ୍ସାହିତ କରିବା ଆରମ୍ଭ କରିଛନ୍ତି । ସେ ତାଙ୍କ ସୈନିକମାନଙ୍କୁ କହିଛନ୍ତି ଯେ, ସେମାନେ ମୃତ୍ୟୁକୁ ଭୟ କରିବା ଉଚିତ୍ ନୁହେଁ ଏବଂ ଯୁଦ୍ଧରେ ଜିତିବାକୁ ପ୍ରସ୍ତୁତ
Read More...

ଦିଲ୍ଲୀ ସୀମାରେ ଅସମ୍ଭାଳ କୃଷକ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକଙ୍କ ବିରୋଧ ଜାରି ରହିଛି । ଚାଷୀମାନେ ସି‌ନ୍ଧୁ ସୀମାରେ ରାତି କଟାଇଥିଲେ । ବର୍ତ୍ତମାନ ସମୟରେ କୃଷକଙ୍କ ବୈଠକରେ ନିଷ୍ପତ୍ତି ନିଆଯିବ ଯେ, କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ କି ସେଠାରେ ରହି
Read More...