Daily Archives

ବଲାଙ୍ଗିର ଜିଲ୍ଲାରେ ୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ ଆଜି : ବଲାଙ୍ଗିର ପୌରାଂଚଳରୁ ୮

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୨୮ ଜଣ କରୋନା ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରେ ୮ ଜଣ ଚିହ୍ନଟ ହୋଇଛନ୍ତି । ୱାର୍ଡ ନଂ.୧ ଓ ୯ରୁ ରୁ ୨ ଜଣ ଲେଖାଏଁ ଏବଂ ୱାର୍ଡ ନଂ.୨, ୧୫, ୧୮ ଓ ୨୧ରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା
Read More...

ପ୍ରତ୍ୟେକ ପଞ୍ଚାୟତ ସ୍ତରରେ କପା ମଣ୍ଡି ଖୋଲିବା ପାଇଁ ଦାବୀ କଲା ଜୟ କୋଶଲ କୃଷକ ସଙ୍ଗଠନ

ବେଲପଡ଼ା, (ଅଚ୍ୟୁତ ସିପୁନ ଖମାରୀ) : ବଲାଙ୍ଗିର ଜିଲ୍ଲାରେ ଧାନ ସହିତ ବ୍ୟାପକ ମାତ୍ରାରେ କପା ଚାଷ ମଧ୍ୟ ଫସଲ ହେଉଛି । କପା ଏକ ଆର୍ଥିକ ଓ ଲାଭ ଜନକ ଫସଲ ହେଇଥିବାରୁ ଏହା ବ୍ୟାପକ ମାତ୍ରାରେ ଚାଷ କରାଯାଏ । ତା ସହିତ ବଲାଙ୍ଗିର ଜିଲ୍ଲାର ଜଲବାୟୁ କପା ପାଇଁ ବେଶ ସହାୟକ ହେଉଥିବା ବିଶେଷଜ୍ଞ
Read More...

ଚଳିତ ବର୍ଷର ‘ବେଷ୍ଟ୍‌ ସବ୍‌ ପୋଷ୍ଟ୍‌ ମାଷ୍ଟର ଅଫ୍‌ ଓଡିଶା’ ପାଇଲେ ରଶ୍ମି ପଣ୍ଡା

ଟିଟିଲାଗଡ, (ଗୌରବ ଦର୍ଜୀ) : ଚଳିତ ବର୍ଷ ବେଷ୍ଟ୍‌ ସବ୍‌ ପୋଷ୍ଟ୍‌ ମାଷ୍ଟର ଅଫ୍‌ ଓଡିଶା ପାଇଛନ୍ତି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଅଚଂଳର ରଶ୍ମୀ ପଣ୍ଡା । ସେ ଟିଟାଲଗଡରେ ସବ୍‌ ପୋଷ୍ଟ୍‌ ମାଷ୍ଟର ଭାବେ କାର୍ୟ୍ୟରତ ଅଛନ୍ତି । ତାଙ୍କ କର୍ମନିଷ୍ଠତା ଯୋଗୁଁ ସେ ଆଜି ସାରା ଓଡିଶାରେ ବେଷ୍ଟ ସବ୍‌
Read More...

ଲାଞ୍ଚ ନେଇ ଡାକ୍ତର ଗିରଫ

ମାଲକାନଗିରି : ଜଣେ ଡାକ୍ତର ଲାଞ୍ଚ ନେବା ବେଳେ ଭାଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ମାଲକାନଗିରି ଜିଲା ପୋଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ୟ୍ୟରତ ପାନୁ ଚରଣ ମଣ୍ଡଳ ପୂର୍ବରୁ ଲାଞ୍ଚ ନେଇ ଥରେ ଭାଜିଲାନ୍ସ ‌ଦ୍ୱାରା ଗିରଫ ହୋଇଥିବା
Read More...

ପୃଥ୍ୱୀରାଜ ଗୋଶାଳା ଠାରେ ଗୋପାଷ୍ଟମୀ ପୂଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଠିକାଦାର ପଡ଼ାସ୍ଥିତ ପୃଥ୍ୱୀରାଜ ଗୋଶାଳା ଠାରେ ଗୋପାଷ୍ଟମୀ ପୂଜା ପାଳିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ଗୋପାଷ୍ଟମୀ ଉତ୍ସବ ପାଳନ କରାଯାଇଛି । କୋଭିଡ ନିୟମ ପାଳନ କରି ଉ‌ତ୍ସବ ପାଳନ ହୋଇଥିବା କୁହାଯାଇଛି । ଶ୍ରଦ୍ଧାଳୁ ମାନେ ଆସି
Read More...

ମର୍ମନ୍ତୁଦ ଦୁର୍ଘଟଣା : ୨ ଶିଶୁ ମୃତ, ୪ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଜିଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକ ଝରାବାହାଲ ଗାଁରେ ସେମାବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରାସ୍ତା କଡରେ ରହିଥିବା ଏକ ଘର ଭିତରକୁ ଭ୍ୟାନ ପଶି ଯିବାରୁ ୨ ଶିଶୁଙ୍କ ଅମୂଲ୍ୟ ଜୀବନ ଚାଲିଯାଇଥିବା ଖବର ମିଳିଛି । ଏହି ଘଟଣାରେ ଆଉ ୪ ଶିଶୁ ଗୁରୁତର ହୋଇଥିବା
Read More...

ଏକାକୀ ଆସ, ପୋଲିସର ପାଉଣା ଦିଅ : ବିଧବା ମହିଳା‌ଙ୍କୁ କହିଲେ ନୁଆପଡା ପୋଲିସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୨ ବର୍ଷର ଜଣେ ଦଳିତ ବିଧବା ମହିଳା‌ଙ୍କୁ ନୁଆପଡାର ଜଣେ ପୋଲିସ ସବ୍ ଇନିସପେକ୍ଟର ଏକାକୀ ଆସ ଓ ପୋଲିସର ପାଉଣା ଦେଇ ତୁମ ମୋଟର ସାଇକେଲ ନିଅ ବୋଲି କହିବା ଉକ୍ତିକୁ ନେଇ ପରିବାର ଲୋକେ ନୂଆପଡା ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଘଟଣାର ବିବରଣୀ ପ୍ରକାଶ ଯେ,
Read More...

ପଞ୍ଜାବରେ ରେଳ ସେବା ଆଜି ଠୁ ପୁଣି ଆରମ୍ଭ : ପୀୟୁଷ ଗୋୟଲ

ନୂଆଦିଲ୍ଲୀ : ରେଳମନ୍ତ୍ରୀ ପୀୟୁଷ ଗୋୟଲ ସୋମବାର କହିଛନ୍ତି ଯେ କୃଷକ ସଂଗଠନ ପାଇଁ ଆନ୍ଦୋଳନ ଶେଷ ହେବା ପରେ ଭାରତୀୟ ରେଳ ପଞ୍ଜାବରେ ଟ୍ରେନ୍ ସେବା ଆରମ୍ଭ କରିବାକୁ ଯାଉଛି । ଶ୍ରୀ ଗୋୟଲ ଟ୍ୱିଟ କରି କହିଛନ୍ତି ଯେ, ପଞ୍ଜାବର ରେଳ ଟ୍ରାକ୍ ଏବଂ ଷ୍ଟେସନରେ କୃଷକ ଆନ୍ଦୋଳନକୁ ନଭେମ୍ବର ୨୩ ରୁ
Read More...

ଆବାସ ଯୋଜନା ଘୋଟାଲା : ପଡ଼ିଛି ଫାଉଣ୍ଡେସନ୍‌, ଉଠିଛି ଛାତ ଲେବଲ୍‌ର ବିଲ୍

କଳାହାଣ୍ଡି, (ପି.କେ.ସାହୁ) : ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ଆସୁଥିବା ଆବାସ ଯୋଜନାକୁ ସରକାରୀ କର୍ମଚାରୀ ମାନେ ସ୍ପଷ୍ଟ ଦିବାଲୋକରେ ହରିଲୁଟ୍‌ କରୁଥିବା ପରି ଏକ ସଂଗୀନ ଅଭିଯୋଗ ଆସିଛି କଳାହାଣ୍ଡି ଜ଼ିଲ୍ଲା କୋକସରା ବ୍ଲକରୁ । ଏହି ବ୍ଲକ ଆମପାଣି ପଞ୍ଚାୟତ କୁଟ୍ରୁ ଗାଁର ଲେଖାଆମପଡାର
Read More...

ଯୋଗାଣ କାର୍ୟ୍ୟାଳୟର ଏକାଉଣ୍ଟାଣ୍ଟ କମ୍ବୁପାଣି ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବରଗଡ ଜିଲ୍ଲା ଯୋଗାଣ କାର୍ୟ୍ୟାଳୟର ଏକାଉଣ୍ଟାଣ୍ଟ କମ୍ବୁପାଣି ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ସମ୍ବଲପୁର ଭିଜିଲାନ୍ସ ଡିଏସପି ଦାଶରଥି ସେଠୀଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ ଏହି ଚଢ଼ାଉରେ ସାମିଲ ରହିଛନ୍ତି
Read More...