ବଲାଙ୍ଗିର ଜେଏସ୍ଏମ୍ କଲେଜରେ ଆସନ୍ତା କାଲିଠାରୁ ସି.ଏ. ପରୀକ୍ଷା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ(ସିଏ) ପରୀକ୍ଷା ଏବେ ବଲାଙ୍ଗିର ଜିଲ୍ଲାରେ ହେବାକୁ ଯାଉଛି । ଜିଲ୍ଲାରେ ଏହା ପ୍ରଥମ ଥର ବୋଲି ଜଣାପଡିଛି । ଏହି ପରୀକ୍ଷା ୨୧ ନଭେମ୍ବର ଠୁ ୧୪ ଡିସେମ୍ବର ଯାଏଁ ଅପରାହ୍ନ ୨ଟାରୁ ୫ଟା ପର୍ୟ୍ୟନ୍ତ ଚାଲିବ ବୋଲି ଜେଏସ୍ଏମ୍!-->…
Read More...
Read More...