Daily Archives

ବେଆଇନ ବାଲି ଚୋରା ଚାଲାଣ : ୪ ଟ୍ରାକ୍ଟରରୁ ୪୦ ହଜାର ଟଙ୍କା ଜରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ସକାଳ ୭ଟା ସମୟରେ ସୋନଗଡ଼ ନଦୀର ଚନ୍ଦ୍ରପୁର ବାଲି ଘାଟରୁ ବେଆଇନ ଭାବେ ଚେରା ଚାଲାଣ ହେଉଥିବା ବିରେନ ଦଲାଇଙ୍କ ନୂତନ ଟ୍ରାକ୍ଟର ନମ୍ବର ବିହୀନ, ବିକାଶ ଦଲାଇଙ୍କ ଟ୍ରାକ୍ଟର ନମ୍ବର ଓଡି ୦୩ ବି ୭୭୮୦, ରାବିନ୍ଦ୍ର ସାଙ୍କ ଟ୍ରାକ୍ଟର ନମ୍ବର ଓଡି ୦୩ଏମ
Read More...

ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ସ୍ବତନ୍ତ୍ର ବୈଠକ

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ସ୍ବତନ୍ତ୍ର ବୈଠକ ପରିଷଦର ଅଧ୍ୟକ୍ଷା ଉଷାକୁମାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମାଧ୍ୟମରେ ଜିଲ୍ଲାର ୬ଟି ବ୍ଲକ ଅଂଚଳରେ
Read More...

ନରସିଂହଙ୍କ ନିର୍ବାଚନ ମଣ୍ଡଳି ସ୍ତରୀୟ ସମୀକ୍ଷା

ବଲାଙ୍ଗିର,(ଦେବାଶିଷ ମିଶ୍ର) : ବଲାଙ୍ଗିର, ଦେଓଗାଁ ବ୍ଲକ ତଥା ପୌରାଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ଧାର୍ୟ୍ୟ ସମୟ ଭିତରେ ସମ୍ପୁର୍ଣ୍ଣ କରିପାରିଲେ ଲୋକେ ପ୍ରକଳ୍ପରୁ ଫାଇଦା ପାଇବେ । ସହର ମଧ୍ୟରେ ଥିବା ବିଭିନ୍ନ ଖାଲି ଜାଗାରେ ବେକାର ଯୁବକମାନଙ୍କ ପାଇଁ ଭେଡିଂ ଜୋନ
Read More...

ବଲାଙ୍ଗିର ଜିଲ୍ଲାରେ ଅଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬ ରହିଛି । ଆଗଲପୁର ବ୍ଲକ୍‌ ନଅଗାଁ-ଏ ଗ୍ରା.ପ.ରୁ ୧, ବଲାଂଗିର ବ୍ଲକ୍‌ ମାଧିଆପାଲି ଗ୍ରା.ପ.ରୁ ୨ ଓ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧୭ରୁ ଜଣେ ସଂକ୍ରମିତ ହୋଇଛନ୍ତି । ବଙ୍ଗୋମୁଣ୍ଡା
Read More...

ପୁଲିସ ହାତରେ ଲାଗିଲେ ଲୁଟେରା ଦଳ: ଡକାୟତି ଘଟଣାରେ ଜଡ଼ିତ ଥିବା ୭ଜଣ କୋର୍ଟ ଚାଲାଣ : ୧୧ଟି ବାଇକ, ୭ଟି ମୋବାଇଲ ସହ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଞ୍ଚଳରେ ଗତ ଦୁଇ ମାସ ଭିତରେ ବିଭିନ୍ନ ସ୍ଥାନରୁ ହୋଇଥିବା ଚୋରୀ, ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ୭ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସିଡିପିଓ ଶ୍ରୀମନ୍ତ ବାରିକ
Read More...

ଡ.ସଲିମ ଅଲିଙ୍କ ୧୨୪ତମ ଜନ୍ମଦିନ ସୁବର୍ଣ୍ଣପୁରଠାରେ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ପ୍ରଖ୍ୟାତ ପକ୍ଷୀପ୍ରେମୀ ଡ.ସଲିମ ଅଲିଙ୍କ ୧୨୪ତମ ଜନ୍ମଦିନ ସୁବର୍ଣ୍ଣପୁରଠାରେ ପାଳିତ ହୋଇଯାଇଛି । ସୁବର୍ଣ୍ଣପୁର ପକ୍ଷୀ ସଂଗଠନ ପକ୍ଷରୁ ମହାନଦୀ ଶଯ୍ୟାରେ ଆୟୋଜିତ କାର୍ୟ୍ୟକ୍ରମରେ ବାର୍ଡମ୍ୟାନ ଭାବେ ପରିଚିତ ସଲିମ ଅଲିଙ୍କୁ ଶ୍ରଦ୍ଧାଞଳି ଦିଆଯିବା ସହ
Read More...

ଆସନ୍ତା ୧୫ ତାରିଖରୁ ସମ୍ବଲପୁର ରାୟଗଡା ସ୍ପେଶାଲ ଟ୍ରେନ ପୂର୍ବ ପରି ପ୍ରତିଦିନ ଚଳାଚଳ କରିବ

ସମ୍ବଲପୁର, (ଦାମୋଦର ପଣ୍ଡା) : ଆସନ୍ତା ୧୫ ତାରିଖରୁ ସମ୍ବଲପୁର ରାୟଗଡା ସ୍ପେଶାଲ ଟ୍ରେନ ପୂର୍ବ ପରି ପ୍ରତିଦିନ ଚଳାଚଳ କରିବ ବୋଲି ରେଳବାଇ ସୂତ୍ରରୁ ଜଣାପଡ଼ିଛି । ଏହି ଟ୍ରେନ ସମ୍ବଲପୁରରୁ ସକାଳ ୬ ଘଣ୍ଟାରେ ଛାଡି ରାୟଗଡାରେ ମଧ୍ୟାହ୍ନ୧୨-୪୦ ରେ ପହଂଚିବ । ଫେରିବା ବେଳେ ଅପରାହ୍ନ ୨-୦୫ ରେ
Read More...

ପତ୍ରାପାଲି ପଞ୍ଚାୟତ ସହକାରୀ ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ଆକ୍ରମଣ : ମଧ୍ୟରାତ୍ରୀରେ ଘରେ ନିଆଁ ଲଗାଇ ଦେଲେ…

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ପତ୍ରାପାଳି ପଞ୍ଚାୟତର ସହକାରୀ ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସହକାରୀ ଖାଦ୍ୟ ଯୋଗାଣ ଅଧିକାରୀ ଖେରଟ ଗ୍ରାମର ହେମନ୍ତ ପୋ୍ଥଢ଼। ସେ ଗତକାଲି ଦିନ ବେଳା ପତ୍ରାପାଲି ପଞ୍ଚାୟତରେ
Read More...

ଆଜିି ଓଡ଼ିଶାରୁ ୯୮୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ଓଡ଼ିଶାରୁ ୯୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୭୨ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୪୧୪ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ
Read More...

ବଲାଙ୍ଗିର ମାଟି ପାଇଁ ଗୌରବ ଆଣିଦେଲା ପଥରଚେପା ଆଦର୍ଶ ବିଦ୍ୟାଳୟ : ଜାତୀୟ ସ୍ତରରେ ୫ ବିଦ୍ୟାଳୟ ମଧ୍ୟରେ ଜାହିର୍‌ କଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶରେ ସୁନାମ ଅର୍ଜନ କରୁଛନ୍ତି ଆଦର୍ଶ ବିଦ୍ୟାଳୟ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଦ୍ୱାରା ପରିଚାଳିତ ହେଉଥିବା ଏହି ବିଦ୍ୟାଳୟଗୁଡ଼ିକ ଶିକ୍ଷାର ଆଦର୍ଶକୁ ଅନୁପାଳନ କରିବା ପୂର୍ବକ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି । ସୂଚନା ଅନୁସାରେ ବଲାଙ୍ଗିର ମାଟି
Read More...