Daily Archives

ଯେଭଳି ଭଗବାନ ରାମ ଏବଂ ସୀତା ରାବଣକୁ ପରାସ୍ତ କରିଛନ୍ତି, ବ୍ରିଟେନ ସେଭଳି କରୋନାକୁ ପରାସ୍ତ କରିବ : ବୋରିସ୍ ଜନସନ

ଲଣ୍ଡନ : ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଦେଶରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟକୁ ଦିୱାଲୀରେ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ପ୍ରଭୁ ରାମ ଏବଂ ସୀତା ଯେପରି ରାବଣକୁ ପରାସ୍ତ କରିଛନ୍ତି, ଆମେ କରୋନାକୁ ସେପରି ପରାସ୍ତ କରିବୁ । ସେ କହିଛନ୍ତି ଯେ ନିଃସନ୍ଦେହରେ ଆଗାମୀ ସମୟରେ ଏକ ବଡ
Read More...

ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇର ତଲୋଜା ଜେଲକୁ ପଠାଇଲା ମହାରାଷ୍ଟ୍ର ପୋଲିସ

ମୁମ୍ବାଇ : ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇର ତଲୋଜା ଜେଲକୁ ପଠାଇଛି ମହାରାଷ୍ଟ୍ର ପୋଲିସ । କୁହାଯାଇଛି ଯେ, ନ୍ୟାୟିକ ହେପାଜତରେ ଥିବା ବେଳେ ମୋବାଇଲ ଫୋନ ବ୍ୟବହାର କରିବା ଅଭିଯୋଗ ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି । ଏହା ପୂର୍ବରୁ ତାଙ୍କୁ ଆଲିବାଗ
Read More...

ଲୋଇସିଂହା ବିଧାୟକଙ୍କ ଆଗଲପୁର ବ୍ଲକ ଅଂଚଳ ଗସ୍ତ : ବାଇକ୍‌ରେ ବୁଲିଲେ, ସମସ୍ୟା ବୁଝିଲେ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଜନସାଧାରଣଙ୍କ ଆସ୍ଥାକୁ ଠିକ ଭାବରେ ବୁଝିବା ପାଇଁ ବିନା ଗସ୍ତ ସୂଚୀରେ ସ୍କୁଲ ପରିଦର୍ଶନ କରି ପିଲାଙ୍କୁ ପାଠ ପଢାଇ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଥିବା ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଆଜି ବାଇକ୍‌ ଯୋଗେ ଆଗଲପୁର ବ୍ଲକ ଅଂଚଳ ଗସ୍ତ କରି
Read More...

ଆଦିବାସୀ ନେତାଙ୍କୁ ଆକ୍ରମଣ ଘଟଣା : ୨ ଗିରଫ

ଟିଟିଲାଗଡ଼, (ଦେବାଶିଷ ମିଶ୍ର) : ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ଉପଦେଷ୍ଟା ଦେବସିଂ ମାଝିଙ୍କୁ ହତ୍ୟା ଉଦ୍ୟମ କରି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ଦୁଇ ଜଣ ଅପରାଧୀଙ୍କୁ ଗତକାଲି ଟିଟିଲାଗଡ଼ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପାଞ୍ଚ ଜଣ ଅଭିଯୁକ୍ତଙ୍କ
Read More...

ଜମରତଲା ଗ୍ରାମରେ ମୋବାଇଲ ଟାୱାର ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଜମରତଲା ଗ୍ରାମରେ ମୋବାଇଲ୍ ନେଟୱାର୍କ ପାଉନଥିବାରୁ ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼ାରେ ଅସୁବିଧା ସୃଷ୍ଟି ହେଉଛି । ଏଠାରେ ମୋବାଇଲ୍ ଟାୱାର ନ ଥିବାରୁ କୌଣସି ଅନଲାଇନ କିମ୍ବା ଦରକାରୀ ସମୟରେ ମୋବାଇଲ୍ ମାଧ୍ୟମରେ କାହାକୁ ସୂଚନା ଦିଆ ଯାଇ
Read More...

ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିପତ ବୟସରେ ଗରିବ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ପାଇଁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ପରିତ୍ୟକ୍ତ ଭତ୍ତା ଇତ୍ୟାଦି ଯୋଜନା ମାନ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି । ହେଲେ ପ୍ରଶାସନର ଅବହେଳା
Read More...

ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଦ୍ୱାରା ଯୁବ ଅନୁଷ୍ଠାନ ବିକାଶ କାର୍ୟ୍ୟକ୍ରମ

କଳାହାଣ୍ଡି, ( ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ଯୁବ ସଂଯୋଜକ ପ୍ରସନ୍ନ ମେହେର ଓ ଲେଖାପାଳ ଦ୍ଵିତୀୟା ବନଛୋରଙ୍କ ନେତୃତ୍ୱରେ ମଦନପୁର ରାମପୁରର ବିଭିନ୍ନ ଯୁବକ ସଙ୍ଘରେ ୦୩ ରୁ ୦୭ ତାରିଖ ମଧ୍ୟରେ ଯୁବ ଅନୁଷ୍ଠାନ ବିକାଶ
Read More...

ସଇଁନ୍ତଲାରେ ୧ କୋଟି ପରେ ଦେଓଗାଁରେ ୨ କୋଟି ଜିଏସଟି ଠକେଇ : ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି ପୁଲିସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘଣ୍ଟମାଲ ଗ୍ରାମର ରବୀନ୍ଦ୍ର ଭୋଇ ନାମକ ଜଣେ ଚାଷୀଙ୍କ ନାଁରେ ମିଛ କମ୍ପାନୀ ଖୋଲି ୧କୋଟି ଟଙ୍କାର କାରବାର ପରେ ଜିଏସଟି ଠକେଇ କରାଯାଇଥିବା ଅଭିଯୋଗ ହୋଇଥିଲା । ତେବେ ଉକ୍ତ ବ୍ୟକ୍ତିଙ୍କ ଘରକୁ ଯାଇ ଜିଏସଟି ବିଭାଗୀୟ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ : ଟିଟିଲାଗଡ଼ ପୌରାଂଚଳର ୧୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୬୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧୫ ଓ ୧୯ରୁ ୨ ଜଣ ଲେଖାଏଁ ଓ ୱାର୍ଡ ନଂ.୨୧ରୁ ଜଣେ ସଂକ୍ରମିତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ରୋତ୍‌ ଗ୍ରା.ପ.ରୁ
Read More...

କୁନ୍ଦୁରୁ କୁଶଲଙ୍କ ୧୩ତମ ବାର୍ଷିକ ଦିବସ ପାଳିତ

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ଆଜି ସୁବର୍ଣ୍ଣପୁର ଜିଲ୍ଲାର ଟାଣୁଆ ନେତା ତଥା ସୋନପୁର ନିର୍ବାଚନମଣ୍ଡଳୀରେ ୩ଥର ବିଜୟୀ ବିଧାୟକ ବିଜେଡି ନେତା ସ୍ଵର୍ଗତ କୁନ୍ଦୁରୁ କୁଶଲଙ୍କ ୧୩ତମ ବାର୍ଷିକୀ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ସୋନପୁର ସହରର କୁଞ୍ଜ ହୋଟେଲ ଛକ ନିକଟରେ ଥିବା ତାଙ୍କର
Read More...