Daily Archives

କଂସାରୀପଡ଼ା ଜନବସତି ଭିତରେ ମକୁଳା ହୋଇ ପଡିଛି ଟ୍ରାନ୍ସଫର୍ମର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରପାଲିକା ଅନ୍ତ୍ରର୍ଗତ କଂସାରୀପଡାରେ ଥିବା ଟ୍ରାନ୍ସଫର୍ମର ମୁକୁଳା ହୋଇ ପଡିଛି । ଏହାଦ୍ୱାରା ଭବିଷ୍ୟତରେ ଅଘଟଣ ଘଟିବାର ସମ୍ଭାବନା ରହିଛି । ଟାନ୍ସଫର୍ମର ପାଖକୁ ଲାଗି ଜନବସତି ଥିବାରୁ ଲୋକଙ୍କ ମନରେ ଭୟ ସୃଷ୍ଟି ହେଲାଣି । କିଛି ଅଘଟଣ ନ ଘଟିବା
Read More...

ଓଡିଶା ପୋଲିସ ପକ୍ଷରୁ ସାଇବର୍‌ କମ୍‌ପ୍ଲେକ୍ସ ଉଦଘାଟିତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଆଜି ଭୁବନେଶ୍ୱର ଠାରେ ଓଡିଶା ପୋଲିସ ପକ୍ଷରୁ ସାଇବର ଅପରାଧକୁ ରୋକ୍‌ ଲଗାଇବା ପାଇଁ ସାଇବର କମ୍‌ପ୍ଲେକ୍ସ ଉଦଘାଟନ କରିଛନ୍ତି ପୁଲିସ ଡିଜି ଅଭୟ । ତେବେ ଏହି ଉଦ୍‌ଘାଟନ ଅବସରରେ ବିଶେଷ କିଛି ସୂଚନା ଦେଇଛନ୍ତି ଡିଜି । ସାଇବର୍‌ ଅପରାଧ ମୁକାବିଲା ବର୍ତ୍ତମାନ
Read More...

ବଦଳିଲେ ଏବିଭିପିର ସଂଗଠନ ସମ୍ପାଦକ : ବଲାଙ୍ଗିର ଜିଲ୍ଲା ପାଇଁ ଲଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଂଗଠକ ସମ୍ପାଦକ ନିକୁଂଜ ବିହାରୀ ପଣ୍ଡାଙ୍କ ଦାୟିତ୍ୱ ପରିବର୍ତ୍ତନ ହୋଇ ସେ ବର୍ତ୍ତମାନ ସମ୍ବଲପୁର ବିଭାଗ(ବରଗଡ, ସମ୍ବଲପୁର ଓ ଦେବଗଡ଼)ର ସଂଗଠନ ସମ୍ପାଦକ ଭାବେ କାର୍ୟ୍ୟ କରିିବେ । ସେହିପରି ବଲାଙ୍ଗିର ଜିଲ୍ଲାର ନୂଆ ସମ୍ପାଦକ ଭାବେ ଲଳିତ
Read More...

ବିଷ ପିଇଲେ ସ୍ୱାମୀ ସ୍ତ୍ରୀ : ଘଟଣା ସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ

ଯାଜପୁର : ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ବିରିପଟା ଗ୍ରାମରେ ସ୍ୱାମୀ ସ୍ତ୍ରୀ ପାରିବାରିକ କଳହ ଯୋଗୁଁ ବିଷ ପିଇଥିବା ବେଳେ ଘଟଣା ସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ସ୍ୱାମୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ବୋଲି ଖବର ମିଳିଛି । ସୂଜନାଯୋଗ୍ୟ ଯେ,
Read More...

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କରୋନା ଆକ୍ରାନ୍ତ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କରୋନା ସଂକ୍ରମିତ ହୋଇଛନ୍ତି । ରାଜ୍ୟପାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରାଯାଇଥିବା ସୂଚନା ଅନୁସାରେ ରାଜ୍ୟପାଲଙ୍କ ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଖବର ମିଳିଛି ଯେ, ତାଙ୍କ ପରିବାରର ୪ ଜଣ ସଦସ୍ୟ
Read More...

ବିଜେଡି ଜନସଚେତନତା କାର୍ଯ୍ୟକ୍ରମ ଉଦଯାପିତ

କଣ୍ଟାବାଞ୍ଜି, (ମନୀଷ ହଂସ) : ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କଣ୍ଟାବାଞ୍ଜି ବିଜେଡି ପକ୍ଷରୁ ଚାଲିଥିବା ଅକ୍ଟୋବର ୨ ତାରିଖ ଠାରୁ ନଭେମ୍ବର ୨ ପର୍ୟ୍ୟନ୍ତ ବିଜେଡି ଜନସଚେତନତା କାର୍ୟ୍ୟକ୍ରମ ଉଦଯାପିତ ହୋଇଯାଇଛି । ପ୍ରଥମେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ
Read More...

ବିରିପାଲିରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ପଦ୍ମପୁର ବ୍ଲକ ଅନ୍ତର୍ଗତ ଜମରତଲା ଗ୍ରାମ ପଞ୍ଚାୟତ ବିରିପାଲି ଶିବ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି ଦ୍ବାରା କରୋନା ଯୋଦ୍ଧା ଅଙ୍ଗନୱାଡ଼ି ଦିଦି ଓ ଆଶା କର୍ମୀମାନଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
Read More...

ଓଡିଆ ଫିଲ୍ମଜଗତର ରାଜୁ ମିଶ୍ର ଆଉ ନାହା‌ନ୍ତି

ଭୁବନେ‌ଶ୍ୱର, (ସୁଶା‌ନ୍ତ ସାହୁ) : ଜଣାଶୁଣା ବିଶିଷ୍ଟ ଓଡ଼ିଆ ସିନେମା ନିର୍ଦ୍ଦେଶକ ରାଜୁ ମିଶ୍ର ଆଉ ନାହା‌ନ୍ତି । ତାଙ୍କ ବିୟୋଗରେ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି । ଓଡିଆ ଫିଲ୍ମ ଜଗତରେ ଅନେକ ସୁପରହିଟ ଫିଲ୍ମର ନିର୍ଦ୍ଦେଶନ ଦେଇଛନ୍ତି ରାଜୁ ମିଶ୍ର । କେବଳ ଓଡିଆ ନୁହେଁ ଅନେକ
Read More...

ହର୍‌ଡାଟାଲ ଗ୍ରାମବାସୀ ଆତଙ୍କିତ : ରାଜ୍ୟ ସରକାରଙ୍କ ଚରମ ଅବହେଳାର ଅଭିଯୋଗ ଆଣିଲେ ପୂର୍ବତନ ବିଧାୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଗୋଟିଏ ୱାର୍ଡର ଆଦିବାସୀ ବହୁଳ ଗ୍ରାମ ହରିଡାଟାଲ ଗ୍ରାମକୁ ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦେବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ବୋଲି ପଦ୍ମପୁର
Read More...

ସିଟି ଓ ବିଇଡି ପ୍ରବେଶିକା ପରୀକ୍ଷା କେନ୍ଦ୍ର ଦୂର ସ୍ଥାନକୁ ହୋଇଥିବା ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟର ଅସନ୍ତୋଷ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅଞ୍ଚଳର ଅନେକ ମେଧାବୀ ଛାତ୍ରଛାତ୍ରୀମାନେ ସିଟି ଓ ବିଇଡି ପାଇଁ ଚଳିତ ବର୍ଷ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିଥିଲେ । କିନ୍ତୁ ମହାମାରୀ କୋରନା ପାଇଁ ସ୍କୁଲ କଲେଜ ଅନେକ ମାସ ହେଲା ବନ୍ଦ ହୋଇ ରହିଥିବା ବେଳେ ଆଂଶିକ ଭାବରେ ଗାଡି
Read More...