Daily Archives

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର ‘ମୁଁ ବି ସେବା’ କାର୍ଯ୍ୟକ୍ରମ

ବଲାଙ୍ଗିର, କେପିଏନ୍‌ଏସ୍‌) : ଦିନକୁ ଦିନ ସମାଜରେ ମାନବିକତା ମରିବାକୁ ଲାଗିଲାଣି । ନିଜର ଆତ୍ମୀୟମାନେ ମଧ୍ୟ ପଚାରୁ ନାହାନ୍ତି । ବର୍ତ୍ତମାନ ସମୟରେ ବି ଜାତିପ୍ରଥା ଯୋଗୁଁ ଶବ ପଡିରହୁଛି । ଅସଆୟ ରୋଗୀ ନିରଶ ହୋଇ ଘରେ ପଡି ରହିଛନ୍ତି । ଏହି ସବୁ ସ୍ଥାନରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତାର
Read More...

ରେଲୱେ ପ୍ରୋଟେକ୍ସନ୍ ସ୍ପେସିଆଲ୍ ଫୋର୍ସ କୃପା ଷାଣ୍ଢଙ୍କ ଦିଲ୍ଲୀ ବେସରକାରୀ ଡ଼ାକ୍ତରଖାନାରେ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ରାମଚଦ୍ରପୁର ଗାଁର କୃପା ଷାଣ୍ଢ (୩୨), ପିତା- ଭୀମ ଷାଣ୍ଢଙ୍କ ଗତ ଶୁକ୍ରବାର ଦିନ କ୍ୟାନସର‌ ରୋଗରେ ଦିଲ୍ଲୀର ଏକ ବେସରକାରୀ ଡ଼ାକ୍ତରଖାନାରେ ପରଲୋକ ହୋଇଯାଇଛି । ସେ ରେଲୱେ ପ୍ରୋଟେକ୍ସନ ସ୍ପେସିଆଲ ଫୋର୍ସରେ ୨୦୧୪ରେ ନିଯୁକ୍ତି ପାଇ
Read More...

ଯୋଗ୍ୟ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବାସହୀନ ବ୍ୟକ୍ତିମାନଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି । ହେଲେ ପ୍ରକୃତ ହିତାଧିକାରୀମାନେ ଏହି ଯୋଜନାରେ ସାମିଲ ହୋଇ ପାରୁନାହାନ୍‌ନ୍ତି । ପାଇକମାଲ ବ୍ଲକ କେର୍ମେଲାବାହାଲ
Read More...

ଭାରତ ସରକାରଙ୍କ ସଦ୍ୟ ଶ୍ରମିକ ନୀତିକୁ ବିରୋଧ ଜଣାଇଲା ଭାରତୀୟ ମଜଦୁର ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଭାରତୀୟ ମଜଦୁର ସଂଘ ବଲାଙ୍ଗିର ଶାଖା ତରଫରୁ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ସମବେତ ହୋଇ ଭାରତ ସରକାରଙ୍କ ସଦ୍ୟ ଶ୍ରମିକ ନୀତିକୁ ବିରୋଧ କରିଛି । ଏହା ସହିତ ଭାରତ ସରକାରଙ୍କ ଶ୍ରମିକ ମାରଣ ନୀତି ଅତିଶୀଘ୍ର ପ୍ରତ୍ୟାହାର କରିବା ପାଇଁ
Read More...

ଫସଲ ବୀମା ରାଶି ଦାବୀରେ ଚାଷୀଙ୍କ ଆମରଣ ଅନଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଫସଲ ବୀମା ରାଶି ହେକ୍ଟର ପିଛା ୫୦ ହଜାର ଟଙ୍କା ଦାବୀରେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବେଲପଡା ଓ ଯୁରାବନ୍ଧ ଗ୍ରାମ ପଞ୍ଚାୟତର ଚାଷୀମାନେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନରେ ବସିଛନ୍ତି ।
Read More...

ବଲାଙ୍ଗିର ଜିଲ୍ଲାରେ ୭୦ ଆକ୍ରାନ୍ତ ଆଜି ଚିହ୍ନଟ : ସଇଁନ୍ତଲା ବ୍ଲକ୍‌ ଅଂଚଳରେ ୧୪

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୭୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସଇଁନ୍ତଲା ବ୍ଲକ୍‌ ଅଂଚଳରେ ସର୍ବାଧିକ ୧୪ ଜଣ ସଂକ୍ରମିତ ହୋଇଥିବା ସରକାରୀ ରିପୋର୍ଟରେ ସୂଚୀତ କରାଯାଇଛି । ସଇଁନ୍ତଲା ବ୍ଲକ୍‌ର ବୁଢ଼ାବାହାଲ ଗ୍ରା.ପ.ରୁ ୮, ଡେଙ୍ଗ ଗ୍ରା.ପ.ରୁ ୧,
Read More...

ଆଗଲପୁର ବ୍ଲକ ରିନବଚନ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଅତି ଶୋଚନୀୟ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ରିନବଚନ ଗ୍ରାମରେ ଥିବା ୧୯୪୯ ମସିହାରେ ସ୍ଥାପିତ ପ୍ରାଥମିକ ବିଦ୍ୟାଳୟ ଏବେ ଅତି ଦୟନୀୟ ଅବସ୍ଥାରେ ଅଛି । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ଏହି ବିଦ୍ୟାଳୟରେ ପିଲା‌ଙ୍କୁ ପାଠ ପଢ଼ା ଯାଉଛି । କିନ୍ତୁ ଏହି
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ : କମ୍ପୁଟର ସାଇନ୍ସ ସମ୍ମାନରେ ଟପ୍ପର ଆଦ୍ୟାଶା ମିଶ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ସମ୍ମାନରେ ଟପ୍ପର ହୋଇଛନ୍ତି ଆଦ୍ୟାଶା ମିଶ୍ର । ସମୁଦାୟ ୮.୬୩ ସିଜିପିଏ ପ୍ରାପ୍ତ କରି ସେ ଏହି ସଫଳତା ପାଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ତରଭା ସହର ହାଟପଦାପଡା ନିବାସୀ ତପସ୍ୱିନୀ ମିଶ୍ର ଏବଂ ବଳଦେବ
Read More...

ବିଜେଡି ପକ୍ଷରୁ ଜନ ସଚେତନତା ଅଭିଯାନ : ଅର୍କେଶଙ୍କ ଦ୍ୱାରା ମାସ୍କ ଓ ସେନିଟାଇଜର୍‌ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଜୁ ଜନତା ଦଳ କୋଭିଡ ମହାମାରୀ ସଂପର୍କରେ ରାଜ୍ୟବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨ ପର୍ୟ୍ୟନ୍ତ ରାଜ୍ୟବ୍ୟାପୀ ଜନ ସଚେତନତା ଅଭିଯାନ ଅୟୋଜନ କରୁଛି । ସେହିକ୍ରମରେ ପୁର୍ବତନ ସାଂସଦ କଳିକେଶ ସିଂଦେଓଙ୍କ
Read More...

ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିମାନେ ନିଜ ପିଲାଙ୍କୁ ସରକାରୀ ସ୍କୁଲରେ ପାଠ ପଢ଼ାନ୍ତୁ : ପଶ୍ଚିମ ଓଡିଶା ଯୁବସେନା

ପଦ୍ମପୁର, (ନିରୋଜ କୁମାର ପାଣୀ) : "ପଶ୍ଚିମ ଓଡିଶା ଯୁବ ସେନା" ତରଫରୁ ଆଜି ପ୍ରଥମ ଥର ପାଇଁ ଗାଇସିଲେଟ ବ୍ଲକରୁ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିମାନଙ୍କ ଶିଶୁମାନଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ ସ୍କୁଲରେ ପାଠ ପଢ଼େଇବା ନିମନ୍ତେ ଏବଂ କମ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡ଼ିକୁ ବନ୍ଦ
Read More...