Daily Archives

ସୁଚିସ୍ମିତା ପ୍ରଧାନ ଡିଗ୍ରୀ ଓଡ଼ିଆ ସମ୍ମାନରେ ଟପ୍‌ପର୍‌

ଜଳେଶ୍ୱର : ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଚଳିତ ବର୍ଷ ଡିଗ୍ରୀ ଓଡ଼ିଆ ସମ୍ମାନ ପରୀକ୍ଷାରେ ସୁଶ୍ରୀ ସୁଚିସ୍ମିତା ପ୍ରଧାନ ୧୪୬୫ ମାର୍କ ରଖି ଟପ୍‌ପର୍ ହୋଇଛନ୍ତି । ସେ ଖୁଲୁଡ଼ା ସ୍ଥିତ ଶୀତଳା ଠାକୁରାଣୀ + ୩ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ଜଣେ ମେଧାବୀ ଛାତ୍ରୀ
Read More...

ରୁଷ୍‌ର କରୋନା ଭାଇରସ୍‌ ଟୀକା ସ୍ପୁଟନିକ୍ ଭି : ୮୫ ପ୍ରତିଶତ ଲୋକଙ୍କଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ

ମସ୍କୋ : ରୁଷ୍‌ରେ ନିର୍ମିତ କରୋନା ଭୂତାଣୁର ଏକ ଟୀକା ସ୍ପୁଟନିକ୍ ଭି ୮୫ ପ୍ରତିଶତ ଲୋକଙ୍କଠାରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଇ ନାହିଁ । ଏହି ଟୀକା ସୃଷ୍ଟି କରିଥିବା ଗମ୍‌ଲେୟା ଗବେଷଣା କେନ୍ଦ୍ରର ମୁଖ୍ୟ ଆଲେକ୍ସଜାଣ୍ଡାର୍ ଗିଣ୍ଟବର୍ଗ ସୋମବାର ଏହି ସୂଚନା ଦେଇଛନ୍ତି । ସେ
Read More...

କଥା ଦେଇ ଭୁଲିଗଲା ଜଙ୍ଗଲ ଏବଂ ପରିବେଶ ବିଭାଗ : ଆତଙ୍କିତ ଅବସ୍ଥାରେ କାଳାତିପାତ କରୁଛନ୍ତି ଘନାମାଲ ଏବଂ ସାରଙ୍ଗପୁର…

ପ୍ରହସନ ପାଲଟିଛି ସୋଲାର ଷ୍ଟ୍ରିଟ ଲାଇଟ ଏବଂ ହାତୀଚଲା ପଥ ସୂଚନା ଫଳକପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସବଡିଭିଜନ ଅନ୍ତର୍ଗତ ଘେଁସ ରେଞ୍ଜ ଅଧୀନସ୍ଥ ସାରଙ୍ଗପୁର ଓ ଘନାମାଲଠାରେ ପ୍ରତେକ ବର୍ଷ ଲୋକେ ହାତୀ ଆକ୍ରମଣର ଶିକାର ହୁଅନ୍ତି । ଗତ ଜାନୁଆରୀ ୨୦୧୯ ରେ ଶୌଚ ପାଇଁ ଯାଇଥିବା
Read More...

ବିଧି ରକ୍ଷା ପାଇଁ ହେଲା ଜରାସିଂହା ପାଟଖଣ୍ଡା ଯାତ୍ରା : ମଧ୍ୟରାତ୍ର ପରେ ଦେବୀଙ୍କ ଦେଝାରକୁ ବିଦାୟ ସମ୍ବର୍ଦ୍ଧନା ପରେ…

ଦେଓଗାଁ, (ମନୀଷ କୁମାର ସାହୁ): ଶହ ଶହ ବର୍ଷ ଧରି ଲୋକଙ୍କ ଗହଳୀରେ ଆଧ୍ୟତ୍ମିକ ଭାବାବେଗରେ ହୋଇ ଆସୁଥିବା ପାଟଖଣ୍ଡା ଯାତ୍ରା ସୋମବାର ଦିନ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଆରମ୍ଭ ହୋଇଥିଲା । ସୋମବାର ଅପରାହ୍ନରେ ଗୁଡ଼ଭେଲା ବ୍ଳକ ନଅଗାଁ ମୌଜାରେ ଥିବା ଦେଝାରରୁ ପାଟଖଣ୍ଡା ଦେବୀ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୬୭ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ମ୍ୟୁନିସିପାଲିଟିରୁ ୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରେ ୭ ଜଣ ସଂକ୍ରମିତ ହୋଇଥିବା ସରକାରୀ ସୂଚନାରୁ ଜଣାପଡ଼ିଛି । ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳର ୱାର୍ଡ ନଂ.୨ରୁ ୩ ଓ ୱାର୍ଡ ନଂ.୭, ୧୦,
Read More...

ଗ୍ରାମ ପଞ୍ଚାୟତ ଉନ୍ନୟନ ମୂଳକ ଖସଡା ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟ ପରିସରରେ ସଭାଗୃହ ଠାରେ ସମସ୍ତ ସଭ୍ୟସଭ୍ୟା ତଥା ଅଂଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ନେଇ ଗ୍ରାମ ପଞ୍ଚାୟତ ଉନ୍ନୟନ ମୂଳକ ଖସଡା ପ୍ରସ୍ତୁତି ପାଇଁ ପ୍ରଥମ ପର୍ୟ୍ୟାୟ ଗ୍ରାମପଞ୍ଚାୟତ ଉନ୍ନୟନର
Read More...

ପଲିଥିନ୍‌ ‌ତଳେ କଟୁଛି ଦିନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଜ୍ଞାନ ଗ୍ରାମ ପଞ୍ଚାୟତର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସରକାରଙ୍କ ପକ୍ଷରୁ ରାଜ୍ୟର ପ୍ରତ୍ୟେକ ଗରିବ ହିତାଧିକାରୀ ମାନଙ୍କର ଘରକୁ ପକ୍କା କରି ଦେବା ପାଇଁ ଘୋଷଣା ଉପରେ ଘୋଷଣା କରି ଚାଲିଛନ୍ତି । ହେଲେ କିଏ କୋଠା ଘରେ
Read More...

ସାପ କାମୁଡ଼ାରେ ଦୁଇ ଭଉଣୀଙ୍କ ମୃତ୍ୟୁ

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ସାପ କାମୁଡ଼ାରେ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଥିବା ଭଳି ଏକ ଦୁଃଖଦ ଖବର ଆସିଛି । ସୂଚନା ଅନୁସାରେ ଉଲୁଣ୍ଡା ଥାନା ଅନ୍ତର୍ଗତ ପଞ୍ଚମହଲା ଗାଁରେ ବିଷଧର ସାପ କାମୁଡ଼ି ଦେବାରୁ ଦୁଇ ଭଉଣୀଙ୍କ ପ୍ରାଣହାନୀ ଘଟିଛି । ଗତ ବିଳମ୍ବିତ ରାତିରେ ଗାଁର ଗୋପାଳ
Read More...

ଅଫାମରା ସୋନଗଡ ନଦୀ ବ୍ରିଜ ତଳୁ ଜେସିବି ଦ୍ଵାରା ବାଲି ଚୋରା ଚାଲାଣ ବେଳେ ଚଢ଼ାଉ : ୫୦ ହଜାର ଟଙ୍କା ରାଜସ୍ୱ ଆଦାୟ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ତହସିଲ ଅନ୍ତର୍ଗତ ବଡବନ୍ଧ ଆରଆଇ ସର୍କଲରେ ଭୁତିଆରବାହାଲ -ଅଫାମରା ରାସ୍ତାରେ ଥିବା ସୋନଗଡ଼ ନଦୀ ବ୍ରିଜ ତଳୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଦେଓଗାଁ ତହସିଲଦାର ନାରାୟଣ ସାହୁ ଚଢ଼ାଉ କରି ୫୦ ହଜାର ଫାଇନ ଆଦାୟ କରିଛନ୍ତି ।
Read More...

ଅଭାବନୀୟ ଘଟଣା : ମାସକର ଶିଶୁକୁ ବିକ୍ରି, ଉଦ୍ଧାର କଲା ପୁଲିସ

ରେଢ଼ାଖୋଲ : ଚାରମାଲ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୧୫ ହଜାର ଟଙ୍କାରେ ଶିଶୁକନ୍ୟାକୁ ବିକ୍ରି କରାଯାଇଥିବା ଚାରମାଲ ଚାଇଲ୍ଡ ଲାଇନ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ଥାନା ପକ୍ଷରୁ ଉକ୍ତ ଶିଶୁଟିକୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । କୁହାଯାଇଛି ଯେ,
Read More...