Daily Archives

ମଶା ବଂଶ ନାଶକ ମଶାରୀ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅଂଚଳଟି ସଦା ସର୍ବଦା ମେଲେରିଆ ପ୍ରବଣ ଅଂଚଳ ଭାବେ ଜିଲ୍ଲା ସ୍‌ସ୍ତରରେ ବିବେଚିତ ହୋଇ ସାରିଛି । ପାଇକମାଲ ଅଂଚଳକୁ ଘେରି ରହିଛି ଗନ୍ଧମାର୍ଦ୍ଦନ ପାହାଡ । ପାହାଡରୁ ଝରି ଆସିଛି ଏକ ଝରଣା । ନିଘଂଚ ଜଙ୍ଗଲର ସମସ୍ତ ପ୍ରକାରର ଡାଳପତ୍ର ପାଣିରେ
Read More...

ପୋଲିସ୍‌ ଜବତ କଲା ଗୋରୁ ବୋଝେଇ ଭ୍ୟାନ୍‌

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିିତ ପଲାଶୁଣୀ ଛକରେ ଗୁରୁବାର ୧୮ଟି ଗୋରୁ ବୋଝେଇ ଭ୍ୟାନ୍‌କୁ ଜବତ କରିଛି ପୋଲିସ୍‌ । ସୁଚନା ଅନୁସାରେ ବଜରଙ୍ଗ ଦଳ କୌଣସି ସୂତ୍ରରୁ ଖବର ପାଇ ନିକଟସ୍ଥ ମଂଚେଶ୍ୱର ଥାନାକୁ ଖବର ଦେବା ପରେ ପୋଲିସ ସହାୟତାରେ ୧୮ଗୋଟି ଗୋରୁ ବୋଝେଇ ଭ୍ୟାନ୍‌ ଜବତ ସହ ୨ ଜଣ
Read More...

ଭୁଷୁଡି ପଡିଲା ହୋଟେଲ : ୨ ଗୁରତର, ବହୁ ସମ୍ପତ୍ତି ନଷ୍ଟ

ରାୟଗଡା : ରାୟଗଡା ଟାଉନ୍‌ ରେ ଥିବା ନିକଟସ୍ଥ ମହାଲକ୍ଷ୍ମୀ ହୋଟେଲ ଭୁଷୁଡି ପଡି ହୋଟେଲ ମାଲିକ ଏବଂ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡ଼ିଛି । ସୁଚନା ଅନୁସାରେ ଗତକାଲି ଠୁ ଲାଗି ରହିଥିବା ବର୍ଷା ଯୋଗୁଁ ବିଳମ୍ବିତ ରାତିରେ ହୋଟେଲର କାନ୍ଥ ଭୁଷୁଡି ଯାଇଥିଲା । ଫଳରେ ଗୁଡାଏ ସାମଗ୍ରୀ ନଷ୍ଟ
Read More...

ଶୋଇଥିବା ବେଳେ ନୃଶଂସ ହତ୍ୟା : ନାବଳକ ଅଟକ

ବଣାଇ : ଗତକାଲି ରାତିରେ ସୁନ୍ଦରଗଡ ଜିଲ୍ଲା ବଣାଇ ଥାନାର ଶିଶୁଡିହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଗାଁର ସୁଦର୍ଶନ ମୁଣ୍ଡା(୪୧)ଙ୍କୁ କେହି ଜଣେ ପଥରରେ ଛେଚି ହତ୍ୟା କରି ଦେଇଥିବା ସୁଚନା ମିଳିଛି । ସୂଚନା ଅନୁୁସାରେ ଗତକାଲିରେ ରାତିରେ ସୁଦର୍ଶନ ଶୋଇଥିବା ସମୟରେ କେହି ଦୁର୍ବୃତ୍ତ
Read More...

ଚନ୍ଦନ ଗଛ ଚୋର ପୁଣି ସକ୍ରିୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଅଞ୍ଚଳରେ ଦିନ ଦିନକୁ ଚୋରମାନଙ୍କ ପ୍ରାଦୁର୍ଭାବ ବଢି ଚାଲିଛି । ଗତକାଲି ରାତିରେ ସର୍ଗିବାହାଲ ଆଦିବାସୀ ନୋଡାଲ ବିଦ୍ୟାଳୟ ପରିସରରୁ କେହି ଦୁର୍ବୁତ୍ତ ଚନ୍ଦନ ଗଛ କାଟି ନେଇଯାଇଛି । ଚନ୍ଦନ କାଠର ଚାହିଦା, ଚୋରା ବଜାରରେ ବଢ଼ିବାରେ
Read More...

ବୁଡ଼ି ଯିବ କି ବସ୍ ବ୍ୟବସାୟ : ୧୫୦ ବସ୍‌ରୁ ଚାଲିଛି ମାତ୍ର ୩୦, ବସ୍ ପିଛା ଦୈନିକ କ୍ଷତି ୨ ହଜାର, ୧ ହଜାର ଲୋକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ଗଲା ୫ ମାସ ହେବ ବସ୍‌ ଚଳାଚଳ ହେଲାଣି । କିନ୍ତୁ ବଲାଙ୍ଗର ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଆହୁରି ୧୨୦ ବସ୍ ଚାଲି ପାରିନାହିଁ । ମୋଟ ୧୫୦ରୁ ଏବେ ଯେଉଁ ୩୦-୩୫ ବସ ଚଳାଚଳ କରୁଛି, ଗାଡ଼ି ମାଲିକଙ୍କ ଦୈନିକ ତେଲ ଖର୍ଚ୍ଚ ବି ଉଠିପାରୁ ନାହିଁ । ମାସିକ
Read More...

ତେଲନଦୀକୁ ଡେଇଁ ଦୁଇ ଯୁବତୀଙ୍କ ଆତ୍ମହତ୍ୟା ସଂଦେହ : ବ୍ରିଜ୍‌ ଉପରେ ରଖାହୋଇଛି ସ୍କୁଟି ଓ ଦୁଇ ହଳ ଲେଡିଜ୍‌ ଚପଲ

ତୁଷୁରା, (ଅଜିତ କୁମାର ସାହୁ) : ସ୍ଥାନୀୟ ତେଲନଦୀ ବ୍ରିଜ୍‌ ଉପରୁ ଆଜି ମଧ୍ୟାହ୍ନରେ ନଈ ଗର୍ଭକୁ ଡେଇଁ ଦୁଇ ଜଣ ଯୁବତୀ ଆତ୍ମହତ୍ୟା କରିଥିବା ସଂଦେହ କରାଯାଉଛି । ବ୍ରିଜ୍‌ ଉପରେ ରଖାହୋଇଛି ସ୍କୁଟି ଓ ଦୁଇ ହଳ ଲେଡିଜ୍‌ ଚପଲ । ଏହାକୁ ନେଇ ସଂଦେହ ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ବହୁ ଲୋକ
Read More...

ବିଷାକ୍ତ ଖାଦ୍ୟ ଖାଇ ୩ ଭାଇଭଉଣୀ ମୃତ ଓ ୨ ଗରୁତ

ମାଲକାନଗିରି : ବିଷାକ୍ତ ଖାଦ୍ୟ ଖାଇ ୩ ଭାଇଭଉଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଥିବା ଜଣାପଡ଼ିଛି । ଏହି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କଚେଲି ଗ୍ରାମର । ସୂଚନା ଅନୁସାରେ ବିଷାକ୍ତ ଖାଦ୍ୟ ଖାଇ ଆଜି ୨ ଜଣ ଭଉଣୀ ଓ ଜଣେ ଭାଇର ମୃତ ହୋଇଥିବା ବେଳେ ଗୁରୁତର ମାଆ ଓ
Read More...

ମାର୍କେଟ କଂପ୍ଲେକ୍ସରେ ନିଆଁ : କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ

ରାଇରଙ୍ଗପୁର : ନିଆଁ ଲାଗିଲା ରାଇରଙ୍ଗପୁର ସହରର ଗୋଲାଇ ଛକ ପାଖରେ ଥିବା ଫ୍ରେଣ୍ଡସ୍‌ କର୍ଣ୍ଣର ଦୋକାନ ଗୁଡିକରେ ଏବଂ ଗୋଦାମ ଘରରେ ନିଆଁ ଲାଗି କୋଟି କୋଟି ଟଙ୍କାର ସମ୍ପିତ୍ତି ଜଳି ଯାଇ ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି । ନିଆଁ ଲିଭାଇବା ପାଇଁ ସାତୋଟି ଗାଡି ପହଂଚି ଥିବା ବେଳେ ଘଟଣା
Read More...

ଲଦ୍ଦାଖରେ ଚୀନ୍‌କୁ ଝଟ୍‌କା : ଭୀଷଣ ଥଣ୍ଡାରେ ଚୀନ୍‌ ସୈନିକମାନଙ୍କ ମୃତ୍ୟୁ

ପେଇଚିଂ : ପୂର୍ବ ଲଦ୍ଦାଖରେ ଭୀଷଣ ଥଣ୍ଡା ଏବେ ଆରମ୍ଭ ହୋଇନି । କିନ୍ତୁ ଏବେଠାରୁ ଚୀନ୍‌ ସୈନିକମାନଙ୍କୁ ଝଟ୍‌କା ଲାଗିବାର ଆରମ୍ଭ ହେଲାଣି । ପେଙ୍ଗୋଗ ସାଗରର ଉତ୍ତରୀ କୂଳରେ ଚୀନ ସେନା ପିଏଲ୍‌ଏକୁ ଜନହାନୀ କ୍ଷତି ସହିବାକୁ ପଡ଼ିଛି । ଗତ ସପ୍ତାହରେ ଜଣେ ଚୀନ୍‌ ସେନାକୁ ବାହାର କରାଯାଉଥିବା
Read More...