Daily Archives

ମିସାଇଲ୍‌ରୁ ନେଇ ଟ୍ୟାଙ୍କ୍‌ ପର୍ଯ୍ୟନ୍ତ : ଉତ୍ତର କୋରିଆ ବିଶ୍ୱକୁ ଦେଖାଇଲା ମହାବିନାଶକାରୀ ଅସ୍ତ୍ରଶସ୍ତ୍ରର ଝଲକ୍‌

ପ୍ୟୋଙ୍ଗ୍‌ୟାଙ୍ଗ : ଉତ୍ତର କୋରିଆର ସୁପ୍ରିମୋ କିମ୍‌ ଜୋଙ୍ଗ୍‌ ବିଶ୍ୱକୁ ସବୁଠୁ ଅଧିକ ମହାବିନାଶକାରୀ ଅସ୍ତ୍ରଶସ୍ତ୍ରର ଝଲକ୍‌ ଦେଖାଇଛନ୍ତି । ଏହି ଅବସରରେ ଉତ୍ତର କୋରିଆର ଏଲିଟି କମାଣ୍ଡୋ ଫୋର୍ସର ପ୍ୟାରେଡ଼୍‌ ସହ ଆଧୁନିକ ଏବଂ ସିକ୍ରେଟ୍‌ ଇଣ୍ଟର୍‌କାଣ୍ଟିନେଣ୍ଟଲ୍‌ ବେଲିଷ୍ଟିକ୍‌
Read More...

ଭୂତ କୋଠାରେ ପରିଣତ ହେଲାଣି କନ୍ଧକେଲଗାଁ ସ୍ୱାସ୍ଥ୍ୟ ଉପକେନ୍ଦ୍ର

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଜନସାଧାରଣଙ୍କ ସୁବିଧା ସୁଯୋଗକୁ ଦୃଷ୍ଟିରେ ରଖି ସରକାର ବହୁ ଗୁଡିଏ ଯୋଜନା କରିଛନ୍ତି । କିନ୍ତୁ ତାହା କେତେ କାର୍ଯ୍ୟକାରୀ ହେଉଛି ଏଠି ପ୍ରଶ୍ନ ଉଠୁଛି । କିଛି ମାସ ହେବ କରୋନା ମହାମାରୀ ରୂପ ଧାରଣ କରିଥିବା ବେଳେ ଜନସାଧାରଣ ନାହିଁ ନଥିବା
Read More...

କୋଟି କୋଟି ଟଙ୍କାର ସମ୍ପତ୍ତି ମାଲିକ ଦୁଇ ନିଲମ୍ବିତ ଶିକ୍ଷକ : ସାଧାରଣରେ ଅଭିଯୋଗ, ଏତେ ଟଙ୍କା ଆସିଲା କେଉଁଠୁ :…

ତୁଷୁରା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ତୁଷୁରା ସହରର ଏକ ଘରୋଇ ସ୍କୁଲର ପରିଚାଳନା କରୁଥିବା ଅନୁଦାନପ୍ରାପ୍ତ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ ଅନ୍ତର୍ଗତ ବଗଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ ପ୍ରଧାନ ଓ ବଳଦେବ ସାହୁଙ୍କୁ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି । ଲୋକ‌ଙ୍କ
Read More...

ସଲଡିହ ଡଙ୍ଗରପଡାରେ ବିଜୁଳି ସଂଯୋଗ ହୋଇ ପାରିଲା ନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ସଲଡିହ ଗ୍ରାମ ଡଙ୍ଗରପଡା ଠାରେ ଆଜି ପର୍ୟ୍ୟନ୍ତ ବିଜୁଳି ସଂଯୋଗ ହୋଇ ପାରିଲା ନାହିଁ । ସୂଚନା ଯୋଗ୍ୟ ଯେ ସଲଡିହ ଡଙ୍ଗରପଡା ଏକ ଉପାନ୍ତ ଅଞ୍ଚଳ । ଡଙ୍ଗରପଡାରେ ୩ଟି ପରିବାର ବସବାସ କରନ୍ତି, ସଲଡିହ ଗ୍ରାମର କିଛି ଦୂରରେ
Read More...

କମୁଛି ରାଜ୍ୟରେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା, ଏବେ ୨୬,୮୯୧ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ : ଗତ ୨୪ ଘଂଟାରେ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୨୫୪୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୫୦୪ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୦୪୨
Read More...

ମିଳିଲାନି ଆମ୍ବୁଲାନ୍ସ : ଗର୍ଭବତୀ ସ୍ତ୍ରୀଙ୍କୁ ପୁରୀରୁ କଟକ ଟ୍ରଲିରେ ବୋହିଲେ ସ୍ୱାମୀ

ପୁରୀ : ସତ୍ୟବାଦୀ ବ୍ଲକ ଅର୍ନ୍ତଗତ ଦାସବିଦ୍ୟାଧପୁର ଗ୍ରାମର କବୀର ଭୋଇଙ୍କ ଗର୍ଭବତୀ ଧମପତ୍ନୀ ସୁକାନ୍ତିଙ୍କ ଚିକତ୍ସା ପାଇଁ ପୁରୀରୁ କଟକ ପ୍ରାୟ ୯୦ କିଲୋ ମିଟର ଟ୍ରଲିରେ ବୋହିଥିବା ଭଳି ଏକ ଅଭାବନୀୟ ଖବର ମିଳିଛି । ପ୍ରାୟ ୮ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ କଟକର ଶ୍ରୀରାମ ଚନ୍ଦ୍ର ଭଂଜ
Read More...

ନବଜାତ ଶିଶୁ ମୃତ୍ୟୁକୁ ନେଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ବାଲେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ ନବଜାତ ଶିଶୁ ମୃତ୍ୟୁକୁ ନେଇ ଚିକିତ୍ସା ଅବହେଳା ଅଭିଯୋଗରେ ଉତ୍ତେଜନା ସୃଷ୍ଟି ହୋଇଛି । ସୂଚନା ଅନୁସାରେ ଅଲନ୍ଦାସାର ଗାଁର ଜୟଶ୍ରୀ ବାରିକଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଲୟରେ
Read More...

ବଘଲା ଗ୍ରାମର ଦୂର୍ଗାପୂଜା ପାଇଁ ମୂର୍ତ୍ତି କାମ ଆରମ୍ଭ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ବଘଲା ଗ୍ରାମରେ ବହୁ ବର୍ଷରୁ ଦୁର୍ଗାପୂଜା ହୋଇ ଆସୁଥିବା ବେଳେ ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଛି ଏହି ଗାଁର ଦଶହରା ପର୍ବ । ଏବର୍ଷ କରୋନା ମହାମାରୀ ପାଇଁ ସବୁ ପର୍ବପର୍ବାଣୀ ଖାଁ ଖାଁ ଲାଗୁଛି ସତ, ହେଲେ ବହୁଦିନରୁ
Read More...

ଅସହାୟ ବିଧବା ମହିଳାଙ୍କୁ ମିଳୁନି ଭତ୍ତା

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ୍‌ ବଡ଼ବାଙ୍କି ଗାଁରେ ରୁହନ୍ତି ଅସହାୟ ବିଧବା ମହିଳା ପଙ୍କଜ ଧରୁଆ । ଗତ ଜୁଲାଇ ୨୭ ତାରିଖରେ ସ୍ୱାମୀ ପେଟ ରୋଗରେ ପଡ଼ି ଆରପାରିକୁ ଚାଲିଗଲେ । ସେ ଚାଲିଯିବା ପରେ ଗରିବ ବିଧବା ପଙ୍କଜଙ୍କ ପାଇଁ ନିଜ ପିଲାଙ୍କ ମୁହଁରେ ମୁଠେ ଆହାର ଦେବା ବଡ଼
Read More...

ଟ୍ୟୁରିଷ୍ଟ ପ୍ଲେନ୍‌ ଓ ମାଇକ୍ରୋଲାଇଟ୍‌ ଏୟାର୍‌କ୍ରାଫ୍ଟ ଧକ୍କା : ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ

ପେରିସ୍‌ : ପଶ୍ଚିମୀ ଫ୍ରାନ୍ସରେ ଏକ ପର୍ଯ୍ୟଟକ ବିମାନ ଏବଂ ମାଇକ୍ରୋଲାଇଟ୍‌ ଏୟାର୍‌କ୍ରାଫ୍ଟ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ସରକାର ଏ ସଂପର୍କରେ ଗତକାଲି ସୂଚନା ଦେଇଛନ୍ତି । ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ମାଇକ୍ରୋଲାଇଟ୍‌ରେ ଦୁଇ ଜଣ ଥିଲେ ।
Read More...