Daily Archives

ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ପଦ୍ମପୁର ଗସ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉତ୍ତରାଞ୍ଚଳ ରାଜସ୍ୱ କମିଶନର ନିରଞ୍ଜନ ସାହୁ ଆଜି ଦିନିକିଆ ପଦ୍ମପୁର ଉପଖଣ୍ତ ଗ୍ରସ୍ତରେ ଆସି ପାଇକମାଲ ଏବଂ ଝାରବନ୍ଦ ଗସ୍ତ କରି କ୍ଷେତ୍ର ପରିଦର୍ଶନ ସହିତ ବିଭିନ୍ନ କାର୍ୟ୍ୟକ୍ରମର ସମୀକ୍ଷା କରିଛନ୍ତି । ପାଇକମାଲ ଗ୍ରସ୍ତ ସମୟରେ ରାଜସ୍ୱ କମିଶନର
Read More...

ଦେଓଗାଁ ହାତୀ ମୃତ୍ୟୁ ଘଟଣାକୁ ୨ସପ୍ତାହ : ରହସ୍ୟ ଘେରରେ ରତାଖଣ୍ଡି ଓ ଉପରଝର ହାତୀ ମୃତ୍ୟୁ : ୧୦ ବର୍ଷରେ ମଲେଣି ୯…

ଦେଓଗାଁ, (ମନୀଷ କୁମାର ସାହୁ) : ମଠଖାଇ ସଂରକ୍ଷିତ ଜଙ୍ଗଲରେ ହୋଇଥିବା ହାତୀ ମୃତ୍ୟୁକୁ ୨ ସପ୍ତାହ ବିତିଛି, ହେଲେ ହାତୀ ମୃତ୍ୟୁକୁ ନେଇ ଅନେକେ ବାଦ ବିବାଦ ଦେଖାଦେଇଛି । ଗୋଟିଏ ରେଞ୍ଜରେ ଦୁଇ ବର୍ଷ ଭିତରେ ଦୁଇଟି ହାତୀ ମୃତ୍ୟୁବରଣ କରିଥିବାରୁ ସହଜେ ଗ୍ରହଣ କରି ପାରୁନାହାନ୍ତି ସ୍ଥାନୀୟ
Read More...

ସାଂଘାତିକ ଅଭିଯୋଗ : ଜାଲ ଦସ୍ତଖତ କରି ପେକ୍ସ ସଂପାଦକ ପ୍ରାୟ ୨ ଲକ୍ଷରୁ ଅଧିକ ଟଙ୍କା ହଡପ କରିଛ‌ନ୍ତି

ଗୁଡଭେଲା, (ଅଜିତ କୁମାର ସାହୁ) ବଲାଙ୍ଗିର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ଚିଂଚେଡ ଗ୍ରାମର କନ୍ଧେନବୁଢି ମହିଳା ସ୍ୱଂୟ ସହାୟକ ଦଳର ସଦସ୍ୟଙ୍କ ଅଜାଣତରେ ରୁଷୁଡା ପେକ୍ସ ସଂପାଦକ କାର୍ତ୍ତିକ ମଲ୍ଳିକ ଜାଲ ଦସ୍ତଖତ କରି ବ୍ୟାଙ୍କରୁ ୨ଲକ୍ଷ ୯ ହଜାର ୯୭ ଟଙ୍କା ହଡପ କରିଥିବା ଉକ୍ତ ସଂଘର
Read More...

ଅମିତାଭ ବଚ୍ଚନଙ୍କ ସହ ଏବେ ବାହୁବଳୀ ଆସିବେ ବଡ଼ ପରଦାରେ

ମୁମ୍ବାଇ : ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ ଏବେ ବାହୁବଳୀର ନାୟକ ପ୍ରଭାସ ଖୁବ୍‌ ଶୀଘ୍ର ଆସିବେ ବଡ଼ ପରଦାରେ ବୋଲି ଜଣାପଡ଼ିଛି । ଏଥିରେ ନାୟିକା ରହିବେ ଦୀପିକା ପାଦୁକୋନ । ତେବେ ଦୁଇ ଷ୍ଟାର୍‌ଙ୍କୁ ବଡ଼ ପରଦାରେ ଦେଖିବା ପାଇଁ ଦର୍ଶକମାନେ ଉତ୍ସୁକତା ପ୍ରକାଶ କରିଛନ୍ତି । ନିର୍ଦ୍ଦେଶକ
Read More...

ନବ ନିର୍ମିତ ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଶକ୍ତି ଗ୍ରାମରେ ନୂତନ ଅଙ୍ଗନବାଡି କେନ୍ଦ୍ରକୁ ସରପଞ୍ଚ ଶ୍ରୀମତୀ ଧନମତି ପାଣ୍ତେ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଉଦଘାଟନୀ କାର୍ୟ୍ୟକ୍ରମରେ ସାମାଜିକ ଦୂରତା ଅବଲମ୍‌ମ୍ବନ ସହ
Read More...

ବଲାଙ୍ଗିର ସହରର ଠିକାଦାରପଡ଼ାକୁ ଯାଇଥିବା ରାସ୍ତା ଉପରେ ଭାସୁଛି କଦର୍ଯ୍ୟ ଡ୍ରେନ୍‌ ପାଣି : ପ୍ରଶାସନ ନୀରବ ଦ୍ରଷ୍ଟା

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣ ଯୋଗୁଁ ସବୁଆଡେ଼ ସ୍ୱଚ୍ଛତାକୁ ବିଶେଷ ଦୃଷ୍ଟି ଦିଆଯାଉଥିବା ବେଳେ ବଲାଙ୍ଗିର ସହରର ଠିକାଦାରପଡ଼ାକୁ ଯାଇଥିବା ରାସ୍ତା ଉପରେ ଭାସୁଛି କଦର୍ଯ୍ୟ ଡ୍ରେନ୍‌ ପାଣି । ସୂଚନା ଅନୁସାରେ ମୁଖ୍ୟରାସ୍ତାରୁ ଠିକାଦାରପଡ଼ାକୁ ଯିବା ବେଳେ ରହିଥିବା
Read More...

ଭେଉଁରିଆ ମୁଖ୍ୟ ଛକରେ ଟ୍ରାଫିକ ସମସ୍ୟା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସହରର ମୁଖ୍ୟ ଭେଉଁରିଆ ଛକ ପାଲଟିଛି ମରଣ ଯନ୍ତା । ପ୍ରତ୍ୟେକ ଦିନ ଭେଉଁରିଆ ଛକରେ ହଜାର ହଜାର ଜନ ସାଧାରଣ ଓ ଛୋଟରୁ ଆରମ୍ଭ କରି ଭାରିଯାନ ଚଳାଚଳ କରୁଛି । ଉତ୍ତର ଦିଗ, ଦକ୍ଷିଣ ଦିଗ, ପୂର୍ବ ଦିଗ, ପଶ୍ଚିମ ଦିଗରୁ ଚାରିଦିଗରୁ
Read More...

ବଲାଙ୍ଗିର ଜିଲ୍ଲାରେ ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ମ୍ୟୁନିସିପାଲିଟିରୁ ୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧୩୦ରେ ପହଂଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୨୭୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୩୪ ଜଣ ଏକ୍‌ଟିଭ୍‌ ରହିଛନ୍ତି । ବଲାଙ୍ଗିର ଜିଲ୍ଲାରେ ଆଜି ୬୨ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ
Read More...

ମନରେଗା ପାଉଣା ନ ମିଳିବାରୁ ଟେମରୀ ସରପଞ୍ଚଙ୍କ କାର୍ଯ୍ୟାଳୟରେ ଗଣ ଧାରଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମର ଶ୍ରମିକମାନେ ଆଜିକୁ ଛଅ ମାସ ପୂର୍ବେ ମନରେଗା ଯୋଜନାରେ ମାଟିକାମ କରିଥିଲେ । ଏକ ସପ୍ତାହର ପାଉଣା ପାଇଥିବା ବେଳେ ଆହୁରି ଦୁଇ ସପ୍ତାହର ଉଚିତ ପ୍ରାପ୍ୟ ଏ ପର୍ୟ୍ୟନ୍ତ ମିଳି ନାହିଁ । ବାରମ୍ବାର
Read More...

ସରକାରୀ ସହାୟତା ପାଇଁ ଉପଜିଲ୍ଲାପାଳଙ୍କ ଠାରେ ଦାବୀପତ୍ର ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ଏକ ଚିର ମରୁଡିଗ୍ରସ୍ତ ଅଞ୍ଚଳ ଅଟେ । ଏ ଅଞ୍ଚଳରେ ଜଳସେଚନର କୌଣସି ସୁବିଧା ନାହିଁ । ଏହି ଅଞ୍ଚଳର ଚାଷୀମାନେ କେବଳ ଖରିଫ ଋତୁର ଫସଲ ଉପରେ ନିର୍ଭର କରିଥାନ୍ତି । ଚଳିତ ବର୍ଷ ଲଘୁଚାପ ଜନିତ ବର୍ଷାରେ ଧାନକେଣ୍ତା ଗୁଡିକରେ ଅଜଣା ରୋଗ ପୋକ
Read More...