Daily Archives

୯୨ ବର୍ଷର ଗରିବ ବୃଦ୍ଧଙ୍କୁ ଭତ୍ତା ମିଳୁନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅସହାୟ ଅବହେଳିତ ବୃଦ୍ଧବୃଦ୍ଧାଙ୍କୁ ସରକାରୀ ସାହାଯ୍ୟ କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାନ ଲାଗୁ କରୁଛନ୍ତି । କିନ୍ତୁ ପ୍ରକୃତ ଭତ୍ତା ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପ୍ରଶାସନର ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ପଦ୍ମପୁର ବ୍ଲକ
Read More...

ଅବହେଳିତ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର : ବିଶେଷଜ୍ଞ ଡାକ୍ତର ପଦବୀ ଖାଲି

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବର୍ଷ ବର୍ଷ ହେଲା ଅବହେଳାର ଶିକାର ହୋଇ ଆସୁଛି । ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ପଡିଛି । ଫଳରେ ରୋଗୀମାନେ ଉପଯୁକ୍ତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ
Read More...

ମନରେଗା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ନାଁରେ ଘୋଟାଲା ଅଭିଯୋଗ

ପାଟଣାଗଡ଼, (ଅଜିତ ପୁରୋହିତ) : ସରକାରଙ୍କ ସବୁ ଯୋଜନା ଗରିବଙ୍କ ପାଇଁ, ହେଲେ ଏଠି ଗରିବଙ୍କୁ ହିଁ ଲୁଟ ପାଇଁ ଅସାଧୁ ଅଧିକାରୀମାନେ ପ୍ରସ୍ତୁତ କରନ୍ତି ବ୍ଲୁ ପ୍ରି ବୋଲି ସାଧାରଣରେ ଆଲୋଚନା ହେଉଛି । ଆବାସ ଯୋଜନା ହେଉ ଅବା ପକ୍କା ଘର, ଭତ୍ତା ଟଙ୍କା ଠୁ ମନରେଗା କାମ, ସବୁଠି ଚାଲେ ଗାଁ
Read More...

ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଉଠା ପନିପରିବା ଦୋକାନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳୁ ସମଲେଶ୍ୱରୀ ମନ୍ଦିର ଛକ ଠାରୁ ବିକ୍ରମ ଛକ ପର୍ଯ୍ୟନ୍ତ ବସୁଥିବା ଉଠା ପନିପରିବା ଦୋକାନୀଙ୍କୁ ପ୍ରଶାସନ ତରଫରୁ ଉଠାଯାଇ ସ୍ଥାନୀୟ କଳାମଣ୍ଡଳ ପଡିଆରେ ବସିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦ୍ୱାରା ଉଭୟେ ପନିପରିବା ଦୋକାନୀ ଓ ଗ୍ରାହକ ସାମାଜିକ
Read More...

ନଗର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ସହରର ବିଭିନ୍ନ ସମସ୍ୟା ଓ ପୌର ପରିଷଦର ଜନ ବିରୋଧୀ କାର୍ୟ୍ୟକୁ ନେଇ ନଗର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଛି । ନଗର କଂଗ୍ରେସର ସଭାପତି ସୁଧୀର ପଣ୍ଡାଙ୍କ ନେତୃତ୍ବରେ ଯୁବ କଂଗ୍ରେସ କର୍ମୀମାନେ
Read More...

କୋଭିଡ ହସପିଟାଲ ରେ ଭେଷଜ ବିଶେଷଜ୍ଞ ଓ ପ୍ରଶିକ୍ଷିତ ନର୍ସ ନିଯୁକ୍ତି ସହ ୮ ଦଫା ଦାବୀ ଜଣାଇଲା କୋଭିଡ ନିୟନ୍ତ୍ରଣ କମିଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଭିଡ-୧୯ ନିୟନ୍ତ୍ରଣ କମିଟି ବଲାଙ୍ଗିର କିସ୍ କୋଭିଡ ହସପିଟାଲରେ ଭେଷଜ ବିଶେଷଜ୍ଞ ସହ ପ୍ରଶିକ୍ଷିତ ନର୍ସ ନିଯୁ‌କ୍ତି ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ୮ ଦଫା ଦାବୀପତ୍ର ପ୍ରଦାନ କରିଛି । ସୁଚନାଯୋଗ୍ୟ ଯେ, ବଲାଙ୍ଗିରରେ ବିଗତ ମାସେ ହେବ କୋରୋନା ତାଣ୍ଡବ
Read More...

ଯୋଗଦେଲେ ଗ୍ରୀନ ଇଣ୍ଡିଆ ଚ୍ୟାଲେଂଜରେ ସୋନୁ

ହାଇଦ୍ରାବାଦ : ପ୍ରବାସୀ ଶ୍ରମିକଙ୍କ ଭଗବାନ ଭାବେ ବେଶ୍‌ ଜଣାଶୁଣା ତଥା ବଲିଉଡ୍‌ ଜଗତର ଅଭିନେତା ସୋନୁ ସୁଦ୍‌ ଗ୍ରୀନ୍‌ ଇଣ୍ଡିଆ ଚ୍ୟାଲେଂଜରେ ଯୋଗ ଦେଇଛନ୍ତି । ଫିଲ୍ମ ର୍ନିର୍ଦ୍ଦେଶକ ଶ୍ରୀନୁଙ୍କ ପ୍ରେରଣା କ୍ରମେ ସୋନୁ ଏହି ଗ୍ରୀନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏଠାରେ ସେ
Read More...

ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ : ଡରାଉଛି କରୋନା

ଭୁବନେଶ୍ୱର : ବିଶ୍ୱ ମହାମାରୀ କରୋନା ମଧ୍ୟରେ ବିଧାନସଭାର ପ୍ରଥମ ଅଧିବେଶନ ଆଜି । କରୋନା ପରିଚାଳନା ନିୟମ ସହ ଅନେକ ଗୁଡିଏ ଆପତ୍ତି ନେଇ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ ପ୍ରସ୍ତୁତ । ବିରୋଧୀ ଦଳଙ୍କ ମୁକାବିଲା ପାଇଁ ଏବଂ ୧୬ଟି ବିଲ୍‌ ପାଲିତ ଲକ୍ଷ୍ୟରେ ସରକାର ମଧ୍ୟ ପ୍ରସ୍ତୁତ ।
Read More...

କମିଲା ସୁନା ଦର : ଜାଣନ୍ତୁ, କେତେ ରହିଛି ବର୍ତ୍ତମାନର ସୁନାଦର

ଭୁବନେଶ୍ୱର: ସୁନାଦର ଗତକାଲି ଠାରୁ ସମାନ୍ୟ କମିଛି । ଭାରତୀୟ ବଜାରରେ ୨୪ କ୍ୟାରେଟ୍‌ ସୁନା ଦର ଦଶ ଗ୍ରାମ ପ୍ରତି ୪୯,୨୫୦ ଟଙ୍କାରେ ପହଚିଂ ଥିବାବେଳେ ୨୨ କ୍ୟାରେଟ୍‌ ସୁନାର ଦାମ୍‌ ୪୮,୨୫୦ ଟଙ୍କାରେ ପହଚିଂଥିବା ସୂଜନା ମିଳିଛି । ଦେଶର ମୁମ୍ବାଇ ସହରରେ ୨୪ କ୍ୟାରେଟ୍‌ ଏବଂ ୨୨ କ୍ୟାରେଟ୍‌
Read More...

ଗଳିକନ୍ଦିରେ ମଦ ବିକ୍ରୀ ଚାଲିଛି : ଦୃ‌ଷ୍ଟି ଦିଆଯାଉ

ସମ୍ବଲପୁର, (ଦାମୋଦର ପଣ୍ଡା) ବୁର୍ଲା ସହର ଏକ ଶିକ୍ଷା ନଗରୀର ଭାବେ ଗଢି ଉଠିଥିବାରୁ ଏଠାରେ ସ୍ଵୀକୃତିପ୍ରାପ୍ତ ମଦ ଦୋକାନ ନାହିଁ । ମାତ୍ର ଗଳିକନ୍ଦିରେ ମଦ ବିକ୍ରୀ ଚାଲିଛି, ଏପରିକି ଫୋନ୍ ଅର୍ଡରରେ ମଧ୍ୟ ମଦ ଦିଆଯାଉଛି। ଏବେ ସାଧାରଣରେ ଏକ ଗୁରୁତର ଅଭିଯୋଗ ଆସୁଛି, ଭୀମସାର୍ ପରିସରକୁ
Read More...