Daily Archives

ଡିସେମ୍ବର ୩୧ ଯାଏଁ ବଢ଼ିଲା ମଟର ଯାନ କାଗଜପତ୍ରର ବୈଧତା

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣ ପରିସ୍ଥିତି ଯୋଗୁଁ ମଟର ଯାନ କାଗଜପତ୍ର ତଥା ଲାଇସନ୍ସର ବୈଧତା ଡିସେମ୍ବର ୩୧ ତାରିଖ ଯାଏ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ବଢ଼ାଇ ଦେଇଛନ୍ତି । ମଟର ଯାନ ଆଇନ ୧୯୮୮ ଏବଂ କେନ୍ଦ୍ରୀୟ ମଟର ଯାନ ନିୟମ ୧୯୮୯ ଅନ୍ତର୍ଗତ ଫିଟ୍‌ନେସ୍‌,
Read More...

“କୋଶଲ ଭାରତୀ ସାଂସ୍କୃତିକ ଅନୁଷ୍ଠାନ’ ତରଫରୁ ଅନଲାଇନ ନୂଆଁଖାଇ ଭେଟଘାଟ୍‌ ଓ କବିତା ଆସର

ଗାଇସିଲାଟ, (ଦିଲିପ କୁମାର ସରାପ) : କୋଶଲ ଭାରତୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଅନ୍‌ଲାଇନ୍‌ ନୂଆଁଖାଇ ଭେଟ୍‌ଘାଟ୍‌ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଫିରୋଜ କୁମାର ପଟେଲ । ଦିଲିପ କୁମାର ସରାପଙ୍କ ସଂପାଦନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
Read More...

ଶିଶୁ ସାହିତ୍ୟ ପତ୍ରିକା “ଟିକି କାଇଁଚ” ପକ୍ଷରୁ କବିତା ଓ ଗଳ୍ପ ଆସର

ବଲାଙ୍ଗିର,(କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ପ୍ରକାଶିତ ଶିଶୁ କିଶୋର ସାହିତ୍ୟ ପତ୍ରିକା “ଟିକି କାଇଁଚ” ପକ୍ଷରୁ ଅନଲାଇନ୍ ମାଧ୍ୟମରେ ସୋମବାର ଶିଶୁ କବିତା ଓ ଗଳ୍ପ ଆସର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପତ୍ରିକାର ପ୍ରତିଷ୍ଠାତା ସଂପାଦକ ଗୋପୀନାଥ ଦଣ୍ତସେନାଙ୍କ ସଂଯୋଜନାରେ
Read More...

ରାଜ୍ୟରେ ସୁସ୍ଥ ହେଲେ ୨୫୧୯ ଆକ୍ରାନ୍ତ : ସୁସ୍ଥତା ସଂଖ୍ୟା ୫୬,୯୨୫କୁ ଛୁଇଁଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ପୁଣି ସୁସ୍ଥ ହୋଇଛନ୍ତି ୨୫୧୯ ଜଣ ଆକ୍ରାନ୍ତ । ଏହି ସଂଖ୍ୟାକୁ ମିଶାଇ ଏବେ ୫୬,୯୨୫ ଜଣ ସୁସ୍ଥ ହୋଇଛନ୍ତି । ତେବେ ଜିଲ୍ଲା ଆଧାରରେ ଖୋର୍ଦ୍ଧାରୁ ୪୨୮, ବାଲେଶ୍ୱରରୁ ୨୭୬, ଗଂଜାମରୁ ୨୩୭, କଟକରୁ ୧୫୨, ରାୟଗଡ଼ାରୁ ୧୪୪, ଭଦ୍ରକରୁ ୧୪୦, ସୁନ୍ଦରଗଡ଼ରୁ
Read More...

ତରୁଣ କବି ସୁଜିତ ସତପଥୀଙ୍କର କବିତା ସଙ୍କଳନ ‘ଶବ୍ଦରେ ଶବ୍ଦରେ’ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ନିବାସୀ ତରୁଣ କବି ସୁଜିତ କୁମାର ସତପଥୀଙ୍କର ତୃତୀୟ କବିତା ସଙ୍କଳନ ‘ଶବ୍ଦରେ ଶବ୍ଦରେ’ ଆଦ୍ୟାଂଶ ପ୍ରକାଶନ ଦ୍ୱାରା ପ୍ରକାଶିତ ହୋଇ ଉନ୍ମୋଚିତ ହୋଇଯାଇଛି । ଯେହେତୁ ସଙ୍କଳିତ କବିତା ସବୁ କବିଙ୍କର
Read More...

ସୃଜନ ସଳିତା ନବନୀତା ତରଫରୁ ନୂଆଁଖାଇ ଭେଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାହିତ୍ୟ ପତ୍ରିକା ସୃଜନ ସଳିତା ନବନୀତା ତରଫରୁ ନୂଆଁଖାଇ ଅବସରରେ ଅନ୍‌ଲାଇନ ମାଧ୍ୟମରେ ଏକ ସାରସ୍ୱତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି କବି ଭାବରେ ଆସାମର ଯୁବ କବି ଓ ଗବେଷକ ଡକ୍ଟର ବିଜୟ ଶଙ୍କର ବର୍ମନ ଏବଂ ବଙ୍ଗଳା
Read More...

ବୟୋଜ୍ୟେଷ୍ଠ ଶିକ୍ଷାବିତ୍‌ ତଥା ଲୀଳା କଳାକାର ଈଶ୍ୱର ଚନ୍ଦ୍ର ପାଣ୍ଡିଆଙ୍କ ଦେହାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଲୀଳା କଳାକାର ନିର୍ଦ୍ଦେଶକ ଈଶ୍ୱର ଚନ୍ଦ୍ର ପାଣ୍ଡିଆଙ୍କ ୮୩ ବର୍ଷ ବୟସରେ ନିଜ ଗ୍ରାମ ବଲାଙ୍ଗିର ସଦର ବ୍ଲକ ଦୁଆନପାଲି ଠାରେ ଦେହାନ୍ତ ହୋଇଯାଇଛି । ଗୁରୁ ଶ୍ରୀ ପାଣ୍ଡିଆ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଦୀର୍ଘ ଚାଳିଷ
Read More...

ବଲାଙ୍ଗିର ଏସ୍‌ବିଆଇ ମୁଖ୍ୟ ଶାଖା ସହାୟତା କ୍ରମେ ପିସ ୟୁନିସନ୍‌ ତରଫରୁ ନୂଆଁଖାଇ ପାଇଁ ବିଭିନ୍ନ ଅଂଚଳରେ ଖାଦ୍ୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୨୨ ତାରିଖ ଦିନ ବଲାଙ୍ଗିର ଏସ୍‌ବିଆଇ ମୁଖ୍ୟ ଶାଖା(ଏସ୍‌ବିଆଇ ଫାଉଣ୍ଡେସନ) ଅନୁକୂଲ୍ୟରେ "ସ୍ତ୍ରୀ-ଧନ"ର ଏକ ସ୍ୱତନ୍ତ୍ର ସାମାଜିକ ସେବା ମାଧ୍ୟମରେ ତଥା ସହରର ଅନ୍ୟତମ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନେସନାଲ ପିସ ୟୁନିସନ୍‌ (ଭାରତ)ବଲାଙ୍ଗିର ତରଫରୁ
Read More...

ଆଗଲପୁର ଅଞ୍ଚଳରେ ମକା ଚାଷୀଙ୍କ ଦୁର୍ଦଶା ବଢ଼ୁଛି

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅଞ୍ଚଳରେ ଅନେକ ଚାଷୀ ନିଜ ନିଜ ଜମିରେ ମକା ଚାଷ କରିଥିଲେି । କିନ୍ତୁ ଲଘୁଚାପ ଜନିତ ବର୍ଷା ଓ ପବନ ବୃଦ୍ଧି ପାଉଥିବାରୁ ମକା ଗଛଗୁଡିକ ଭାଙ୍ଗି ତଳେ ପଡିଯାଉଛି ଏବଂ ନଷ୍ଟ ହେଉଥିବାର ଦେଖାଯାଉଛିି । ବାହାରେ ଗଛଗୁଡିକ ଭଲ
Read More...

ଆଜି ବଲାଙ୍ଗିର ଜିଲ୍ଲାରୁ ୫୭ : ବଲାଙ୍ଗିର ସହରରୁ ୨୭ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରୁ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ବଲାଙ୍ଗିର ସହରର ୨୮ ଜଣ ରହିଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବଲାଙ୍ଗିର ସହରର ପିଏଣ୍ଡଟି କଲୋନୀରୁ ୧, ଡୁଙ୍ଗୁରିପଡ଼ାରୁ
Read More...