Daily Archives

ବାହାରିଲା ବିଙ୍ଗ୍‌ ହ୍ୟୁମେନ କପଡ଼ା ମାସ୍କ

ମୁମ୍ବାଇ, (କେପିଏନଏସ) : ବଳିଉଡ ଜଗତର ଜଣାଶୁଣା ଅଭିନେତା ସଲମନ ଖାନଙ୍କର ଦ୍ୱାରା ଗଢା ହୋଇଥିବା ବିଙ୍ଗ୍‌ ହ୍ୟୁମାନ୍‌ କପଡା ତରଫରୁ ଆଜି ମାସ୍କ ଲୋକାର୍ପିତ ହୋଇଛି । ବିଙ୍ଗ୍‌ ହ୍ୟୁମାନ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଲା ନିଜେ ମାସ୍କ୍‌ ପିନ୍ଧିବା ସହିତ ଅନ୍ୟଙ୍କୁ ମଧ୍ୟ ପିନ୍ଧାଇବା । ଆଉ ମଧ୍ୟ
Read More...

୭୪ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ…

ପ୍ରିୟ ଦେଶବାସୀ,ନମସ୍କାର !୭୪ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଦେଶ ଓ ବିଦେଶରେ ରହୁଥିବା ସବୁ ଭାରତୀୟଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଅଗଷ୍ଟ ୧୫ ଆମକୁ ତ୍ରିରଙ୍ଗା ପତାକା ଉତ୍ତୋଳନ ସହିତ ଏହି ଉତ୍ସବରେ ଅଂଶଗ୍ରହଣ ଏବଂ ଦେଶାତ୍ମବୋଧକ ସଂଗୀତ ଶୁଣିବାର ଉତ୍ସାହ ଦିଏ । ଏହି ଦିବସରେ
Read More...

ଗୋଟିଏ ଦିନରେ ଦେଶରେ ରେକର୍ଡ ସଂଖ୍ୟକ ୮.୫ ଲକ୍ଷ ନମୁନା ପରୀକ୍ଷା

• ଆରୋଗ୍ୟ ହାର ୭୧.୧୭ ପ୍ରତିଶତ• ମୃତ୍ୟୁହାର ୧.୯୫ ପ୍ରତିଶତକୁ ହ୍ରାସନୂଆଦିଲ୍ଲୀ, (ପିଆଇବି) : ନମୁନା ପରୀକ୍ଷଣ ସୁବିଧାକୁ ଅବ୍ୟାହତ ରଖି ଏବଂ ଦିନକୁ ୧୦ ଲକ୍ଷ ପରୀକ୍ଷଣ ଛୁଇଁବା ଲକ୍ଷ୍ୟରେ ଭାରତ ଏପର୍ୟ୍ୟନ୍ତ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ପରୀକ୍ଷଣର ଏକ ନୂତନ ଉଚ୍ଚତାକୁ ଛୁଇଁ ପାରିଛି
Read More...

ସ୍ୱାଧୀନତା ଦିବସ ଉପଲକ୍ଷେ ୯୨୬ ପୁଲିସ କର୍ମଚାରୀଙ୍କୁ ପଦକ ପ୍ରଦାନ : ଓଡ଼ିଶାରୁ ୧୪ ଜଣ ସମ୍ମାନିତ

ନୂଆଦିଲ୍ଲୀ, (ପିଆଇବି) : ୨୦୨୦ ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶର ମୋଟ ୯୨୬ ପୁଲିସ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ଓଡିଶାର ୧୪ ଜଣ ଅନ୍ତର୍ଭୁକ୍ତ । ଏହି କର୍ମଚାରୀଙ୍କ ମଧ୍ୟରେ ୨୧୫ ଜଣଙ୍କୁ ସାହସିକତା ପାଇଁ ପୁଲିସ ପଦକ (ପିଏମ୍‌ଜି) ପ୍ରଦାନ କରାଯାଇଥିବାବେଳେ
Read More...

ନୂଆଁଖାଇ ଓ ଗଣେଶ ପୂଜା ପାଇଁ ଲାଗୁ ହେଲା ନୂଆ ନିୟମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂଆଁଖାଇ ଓ ଗଣେଶ ପୂଜା ସମୟରେ କରୋନାର ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସଂକ୍ରମଣକୁ ଯେପରି ଆଉ ନ ବଢେ଼ ତା’ ପାଇଁ ନୂତନ ନିୟମ ଜାରି କରିଛନ୍ତି । ଏହି ନିୟମଗୁଡ଼ିକ ଅଗଷ୍ଟ ୨୧ରୁ ୨୪ ତାରିଖ ଗଣେଶ ପୂଜା ଓ
Read More...

କବିତା : 🌱ଚାକିରିଆ କବି🌱

ଚାକିରିଆ କବି କେବେ ବିମନଖୋଲି ଲେଖି ପାରିବନି କବିତାସତକୁ ସତ, ମିଛକୁ ମିଛ କହିଦେଲେବଦଳି ଯାଇ ପାରେ ତା'ର ଚରିତ୍ର ପଞ୍ଜିକା ତା' ଉପର ହାକିମଙ୍କ କଟୁକଥାତା' ସହକର୍ମୀ ପ୍ରତି ଦୁର୍ବଳତାତାକୁ ନେଇ ବି ଲେଖି ପାରିଥାନ୍ତାଗୋଟିଏ ଗୋଟିଏ କବିତାସବୁ ଭାବନାକୁ ଅବଦମିତ
Read More...

ଆର୍ଥିକ ଅନ୍ତର୍ଭୁକ୍ତିକରଣ ନିମନ୍ତେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅଭିନବ ପ୍ରୟାସ

ଅନୁଗୁଳ, (କେପିଏନଏସ) : ଆଜି ଅନୁଗୁଳ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଏକ ସ୍ବତନ୍ତ୍ର ପ୍ରକୋଷ୍ଠ 'ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଜିଲ୍ଲା ବିକ୍ରୟ କେନ୍ଦ୍ର' (Financial Inclusion, District Sales Hub) ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ବାରା ଭିଡିଓ
Read More...

ବେଲପଡା ପୋଲିସ ଦ୍ୱାରା ୩ ହତ୍ୟାକାରୀ ଗିରଫ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ବେଲପଡା ଥାନା ଅନ୍ତର୍ଗତ ପଲସାପଡା, ଭରୁଆପାଲି ଗ୍ରାମର ସୁରେନ୍ଦ୍ର ବନଛୋରଙ୍କୁ ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ରାଜକୁମାର ବନଛୋର, ଉଦ୍ଧବ ଛତ୍ରିଆ ଏବଂ ନରସିଂହ ଛତ୍ରିଆ । ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା
Read More...

ଦ୍ବିତୀୟ ଦିନରେ ଜୀବନ ବିନ୍ଦୁ କାର୍ୟ୍ୟକ୍ରମ : ୧୯୧ ୟୁନିଟ ରକ୍ତ ସଂଗ୍ରହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ମୋ ପରିବାର ତରଫରୁ ବିଜେଡି ଦ୍ୱାରା ସମଗ୍ର ରାଜ୍ୟରେ ଜୀବନ ବିନ୍ଦୁ ନାମରେ ସ୍ୱେଚ୍ଛାକୃତ ରକ୍ତଦାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି । ସେହି କ୍ରମରେ ବଲାଙ୍ଗୀର ସଦର ମହକୁମା ଠାରେ ବିଜେଡି ତରଫରୁ ସ୍ଥାନୀୟ ପ୍ୟାଲେସ ଲାଇନ ଠାରେ ଥିବା ମୀନା ଟେଣ୍ଟ
Read More...

ଭାଲୁ ଆକ୍ରମଣରେ ବନ୍ୟପ୍ରାଣୀ କର୍ମଚାରୀ ଆହାତ

ବୌଦ୍ଧ (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜ ଅଧିନରେ କାର୍ୟ୍ୟକରୁଥିବା ସୁନାଖଣିଆ ବିଟ ଅଞ୍ଚଳର ଜଣେ ଆଣ୍ଟି ପଚିଙ୍ଗ ସ୍କ୍ୱାର୍ଡ କର୍ମଚାରୀ ଜଙ୍ଗଲି ଭାଲୁ ଆକ୍ରମଣରେ ଆହତ ହୋଇଥିବା ଜଣା ଯାଇଛି । ଆହାତ କର୍ମଚାରୀ ଜଣଙ୍କ ନୂଆପଡା ଗ୍ରାମର ବିଜୟ ନାଏକ
Read More...