Browsing Tag

turekela news

କ୍ୱାରେନ୍‌ଟାଇନ୍‌ ଅନୁଦାନ ମିଳିନି ପ୍ରବାସୀ ଶ୍ରମିକଙ୍କୁ

ତୁରେକେଲା, (କୈଳାଶ ସଗ୍ରିଆ) : ସଂପୃକ୍ତ ବ୍ଲକ୍‌ର ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାବରି ଗାଁର ଅନେକ ଦାଦନ ଶ୍ରମିକଙ୍କୁ କ୍ୱାରେନ୍‌ଟାଇନ୍‌ ଅନୁଦାନ ମିଳି ନଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ଲକ୍‌ଡାଉନ୍‌ ସମୟରେ ଯେଉଁ ପ୍ରବାସୀ ଶ୍ରମିକମାନେ ନିଜ ଜନ୍ମମାଟିକୁ ଆସି
Read More...

ଦଶ ବର୍ଷ ପରେ ବି ମିଳିନାହିିଁ ଇନ୍ଦିରା ଆବସ ଗୃହର ଟଙ୍କା

ତୁରେକେଲା, (କୈଳାଶ ସଗ୍ରିଆ) : ଖଗସା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଗସା ଗାଁର ଠୋକୋପଡାର ପୂର୍ଣ୍ଣିମା ଭୁଏ ଆଦିବସୀ ସମ୍ପ୍ରଦାୟର ଜଣେ ଗରିବ ମହିଳା । ଇନ୍ଦିରା ଆବସ ଗୃହ ତିଆରି ଟଙ୍କା ଦଶ ବର୍ଷ ହେଲା ପାଇ ନଥିବା ଅଭିଯୋଗ କରିଛନ୍ତି ସେ । ତା‌ଙ୍କ କହିବା ଅନୁସାରେ ଗତ ୨୦୦୯-୧୦ରେ ପ୍ରଥମ
Read More...

ଅସହାୟ ବୃଦ୍ଧାଙ୍କ ଗୁହାରୀ ଶୁଣୁ ନାହିଁ ପ୍ରଶାସନ

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦାବରି ଗାଁର ନିଃସହାୟ ବିଧବା ମହିଳା ମିଥିଲା ନାଗ(୭୦) ଅନେକ ଥର ପ୍ରଶାସନର ଦ୍ୱାରସ୍ଥ ହୋଇ ବି ଭତ୍ତା ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତ ୧୯୯୭ ମସିହାରୁ ତାଙ୍କ ସ୍ୱାମୀ ସୁବାକର ନାଗ ବାତ ଓ
Read More...

ସରକାରଙ୍କ ବିପିଏଲ୍‌ ଯୋଜନାରୁ ବଂଚିତ ଗରିବ ପରିବାର

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କର୍ଲାବାହାଲି ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ସୂଚନା ଅନୁସାରେ ଗୋଟିଏ ପରିବାରର କାଲମତି ମାଝି, ଲକ୍ଷ୍ମଣ ମାଝି ଓ ଅଭିମନ୍ୟୁ ମାଝି ଦାଦନ ଶ୍ରମିକ ଭାବେ ଇଟା ଗଢ଼ିବାକୁ ଯାଆନ୍ତି ପ୍ରତିବର୍ଷ ହାଇଦ୍ରାବାଦ ।
Read More...

ମଜୁରୀ କରି କୁଟୁମ୍ବ ସମ୍ଭାଳୁଥିବା ବିଧବା ଆଦିବାସୀ ମହିଳାଙ୍କୁ ମିଳୁନି ବିଧବା ଭତ୍ତା

ତୁରେକେଲା, (କେପିଏନ୍‌ଏସ୍‌) ; ମଜୁରୀ କରି ଛ’ ଜଣ କୁନି କୁନି ପୁଅଝିଅଙ୍କୁ ସମ୍ଭାଳୁଥିବା ବିଧବା ଆଦିବାସୀ ମହିଳାଙ୍କୁ ବିଧବା ଭତ୍ତା ମିଳୁ ନଥିବା ଭଳି ଏକ ଅଭାବାନୀୟ ଖବର ଆସିଛି । ସୂଚନା ଅନୁସାରେ ସଂପୃକ୍ତ ବ୍ଳକ୍‌ ଅଧୀନସ୍ଥ ଖଗସା ଗ୍ରା.ପ.ର ଖଗସା ଗାଁ ଠୋକୋପଡ଼ାର ପୀର ଯାନିଙ୍କ ପ୍ରାୟ
Read More...

ଅସହାୟ ବୃ‌ଦ୍ଧା‌ଙ୍କୁ ମିଳୁନି କୌଣସି ସରକାରୀ ସହାୟତା

ତୁରେକେଲା, (କୈଳାଶ ସଗ୍ରିଆ) : ଖଗସା ଗ୍ରା:ପ: ଅନ୍ତର୍ଗତ ଖଗସା ଗାଁର ଚମ୍ପା ପୁଟେଲ (୭୩) ଅବିବାହିତା ଜଣେ ବୃଦ୍ଧା । ମା' ବାପା, ଭାଇ କେହି ନାହିଁ । ଚମ୍ପା ପୁଟେଲ ନିଜ ଭେଣେଇ ଘରେ ରହି କୁଲି ମଜୁରୀ କରି ପେଟ ପୋଷୁଛ‌ନ୍ତି । ସୂଚନା ଅନୁସାରେ ତାଙ୍କର ପଡିପତ୍ର ବି ନାହିଁ । ଭତ୍ତା
Read More...

ରୋଗାଗ୍ରସ୍ତ ସ୍ୱାମୀ ସ୍ତ୍ରୀ ପାଉନାହାନ୍ତି ଭତ୍ତା

ତୁରେକେଲା, (କୈଳାଶ ସଗ୍ରିଆ) : ସଂପୃକ୍ତ ବ୍ଲକ୍‌ ଅନ୍ତର୍ଗତ ହିଆଲ ଗ୍ରା.ପ.ର କର୍ଲାବାହାଲି ଗାଁ ବାସିନ୍ଦା ରେଙ୍ଗଟୁ ମାଝି(୬୦) ଓ ତାଙ୍କ ସ୍ତ୍ରୀ ଜୟନ୍ତୀ ମାଝି(୬୦) ବାତରୋଗରେ ରୋଗାଗ୍ରସ୍ତ ହେବାପରେ ଆଉ କାମ କରି ପାରୁନାହାନ୍ତି । ତେବେ ତାଙ୍କୁ ମୁଠାଏ ଖାଇବାକୁ ମିଳିବା ବି କଷ୍ଟସାଧ୍ୟ
Read More...

ଭୋଟର୍‌ କାର୍ଡରେ ତ୍ରୁଟି ଯୋଗୁଁ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଂଚିତ

ତୁରେକେଲା, (କୈଳାଶ ସଗ୍ରିଆ) : ସରକାରୀ ଆଇନ ଅନୁସାରେ ଆଧାର କାର୍ଡ ହେଉଛି ଆଇନ ସମ୍ମତ ପରିଚୟ ପତ୍ର । ଅଥଚ ଆଧାର କାର୍ଡର ବୟସ ଭିତ୍ତିରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉ ନଥିବା ଭଳି ଏକ ଅଭିଯୋଗ ଆସିଛି । ସୂଚନା ଅନୁସାରେ ଆଧାର କାର୍ଡରେ ଠିକ୍‌ ବୟସ ଥିଲେ ସୁଦ୍ଧା ଭୋଟର୍‌ କାର୍ଡରେ
Read More...

ସ୍ୱାମୀ ପରିତ୍ୟକ୍ତା ଅସହାୟ ମହିଳାଙ୍କୁ ମିଳୁନି ସରକାରୀ ସହଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ଜଣେ ସ୍ୱାମୀ ପରିତ୍ୟକ୍ତା ଅସହାୟ ମହିଳାଙ୍କୁ କୌଣସି ପ୍ରକାର ସରକାରୀ ଅନୁଦାନ ମିଳୁନଥିବା ଜଣାପଡ଼ିଛି । ସୂଚନା ଅନୁସାରେ ସଂପୃକ୍ତ ବ୍ଲକ୍‌ ହିଆଲ ଗ୍ରା.ପ. ଅନ୍ତର୍ଗତ କର୍ଲାବାହାଲି ଗାଁର ଚାନ୍ଦନୀ ମାଝି(୫୦) ମାନସିକ ରୋଗରେ ଆକ୍ରାନ୍ତ ହେବା ପରେ ଦୀର୍ଘ
Read More...

ପ୍ରେମ ବିବାହର ସୁଖ ରହିଲାନି : ଏକାଠି ଗଛରେ ଝୁଲି ପଡିଲେ ସ୍ୱାମୀ-ସ୍ତ୍ରୀ, ଏବେ ବର୍ଷକର ପୁଅ ବେସାହାରା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ଝୁଲନ୍ତା ଅବସ୍ଥାରେ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ତୁରେକେଲା ଥାନା ଗଡ଼ିଆଜୋର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏକ ଶାଗୁଆନ ଗଛରେ ସ୍ୱାମୀ-ସ୍ତ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖିଥିଲେ । ମୃତ ସ୍ୱାମୀ-ସ୍ତ୍ରୀ ହେଲେ
Read More...