Browsing Tag

turekela news

ବିଧବା ଭତ୍ତା ମିଳୁନି ଅସହାୟ ବିଧବା ମହିଳାଙ୍କୁ

ତୁରେକେଲା, (କୈଳାଶ ସଗ୍ରିଆ) : ବିଧବା ଭତ୍ତା ଜଣେ ବିଧବା ମହିଳାଙ୍କୁ ମିଳୁ ନଥିବା ଖବର ଆସିଛି । ସୂଚନା ଅନୁସାରେ ତୁରେକେଲା ବ୍ଲକ ଅନ୍ତର୍ଗତ କରୁଆମୁଣ୍ଡା ଗ୍ରା.ପ.ର ବିର୍ଣ୍ଣା ଗାଁର ଡୁଙ୍ଗୁରିପଡା ଅଧୀନସ୍ଥ ଲୟା ମାଝିଙ୍କ ସ୍ୱାମୀ ହେମନ୍ତ ମାଝି ଗତ ତା୦୯-୧୧-୨୦୧୪ରିଖ ଦିନ ନିଜ ପତ୍ନୀ
Read More...

ଖଗସା ଗ୍ରାମ ପଂଚାୟତରେ ଭତ୍ତା ପାଇବାରୁ ବଞ୍ଚିତ ଅନେକ ବୃଦ୍ଧବୃ‌ଦ୍ଧା

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍‌ବ୍ଲକ୍‌ ଅନ୍‌ନ୍ତର୍ଗତ ଖଗସା ଗ୍ରା:ପ: ଖଗସା ଗାଁ ନିବାସୀ ଦେବରାମ କୁଅଁର (୬୦), ପଦ୍ମିନୀ କୁଅଁର (୬୦) ଖୁବ୍‌ ଗରିବ ଶ୍ରେଣୀର ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ସେମାନ‌ଙ୍କୁ ଭତ୍ତା ମିଳୁ ନଥିବା ଅଭିଯୋଗ କରିଛ‌ନ୍ତି । ସେହିପରି ଦୁର
Read More...

ଖୁଟୁଲୁମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳନ

ତୁରେକେଲା, (କୈଳାଶ ସଗ୍ରିଆ) : ଆଜି ପୂର୍ବାହ୍ନରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୁଟୁଲୁମୁଣ୍ଡା ଠାରେ ଶିଶୁ ପ୍ରେମୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମୋତ୍ସବ ଉପଲକ୍ଷେ ଏକ ଭର୍ଚୁଆଲ ସଭା ଅନୁଷ୍ଠିତ କରାଯାଇଥିଲା । ଏହି ସଭାରେ ପ୍ରଧାନ ଶିକ୍ଷକ ଭିମସେନ ପଣ୍ଡା ସଭାପତିତ୍ବ କରି
Read More...

ନିଃସହାୟ ବିଧବା ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇବାରୁ ବଂଚିତ

ବଙ୍ଗୋମୁଣ୍ଡା, (କୈଳାଶ ସଗ୍ରିଆ) : ତୁରେକେଲା ଗ୍ରା:ପ: ଅନ୍ତର୍ଗତ ତେତେଲପଡା ନିବାସୀ ରାଏମତି ତାଣ୍ଡି ଜଣେ ନିଃସହାୟ ବିଧବା ଭୂମିହୀନ ଗରିବ ଦଳିତ ବୃଦ୍ଧା । ସେ ଅନେକ ଥର ପଂଚାୟତ ପ୍ରଶାସନଙ୍କୁ ଜଣାଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇବାରୁ ବଂଚିତ ହୋଇଛନ୍ତି ।
Read More...

ଖୁଟୁଲୁମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଉଲାନା ଅବଦୁଲ କଲାମ ଆଜାଦଙ୍କ ଜନ୍ମ ଜୟନ୍ତୀ

ତୁରେକେଲା,(କୈଳାଶ ସଗ୍ରିଆ) : ଗତ ୧୧ ତାରିଖ ଦିନ ପୂର୍ବାହ୍ନରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖୁଟୁଲୁମୁଣ୍ଡାରେ ମଉଲାନା ଅବଦୁଲ କଲାମ ଆଜାଦଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଥିଲା । ଉକ୍ତ ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଥମିର ଛତ୍ରୀଆ ଯୋଗଦାନ କରି ମଉଲାନା ଆଜାଦଙ୍କ ସମ୍ବନ୍ଧରେ ସମ୍ୟକ
Read More...

ମାଝୀପଡା ବିଦ୍ୟାଳୟରେ ଜାତୀୟ ଶିକ୍ଷା ଦିବସ ପାଳିତ

ତୁରେକେଲା, (ମନୀଶ କୁମାର ହଂସ) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ସ୍ୱ।ଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମଉଲାନା ଅବୁଲ କାଲାମ ଆଜାଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର
Read More...

ପୋଲିଥିନ୍‌ ଢଙ୍କା ମାଟି କୁଡ଼ିଆରେ ବିତୁଛି ଜୀବନ : ସରକାରୀ ଯୋଜନା କେଉଁ କାମକୁ ?

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ୍‌ ଖଗସା ଗ୍ରାମ ପଂଚାୟତର ଖଗସା ଗାଁରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଦୃଶ୍ୟ । ଏକ ପୋଲିଥିନ୍‌ ଢଙ୍କା ମାଟି କୁଡ଼ିଆରେ ଅତ୍ୟନ୍ତ ଗରିବ ଶ୍ରେଣୀର ନଃିସନ୍ତାନ ପତ୍ନୀ ସୁମିତ୍ରା ଜାନି ଓ ସ୍ୱାମୀ ଘନଶ୍ୟାମ ଜାନି । ସୂଚନା ଅନୁସାରେ ଘନଶ୍ୟାମ
Read More...

ପ୍ରବାସୀ ଶ୍ରମିକଙ୍କ ଲେଉଟାଣି : ପେଟ ପାଟଣା ପାଇଁ କିଏ ଗଲେ ମୁମ୍ବାଇ ତ’ କିଏ ହାଇଦ୍ରାବାଦ, ଆନ୍ଧ୍ରା

ତୁରେକେଲା, (କୈଳାଶ ସଗ୍ରିଆ) : କରୋନା ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଲକ୍‌ ଡାଉନ୍‌ ବେଳେ ଅପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ କରି ପ୍ରବାସୀ ଶ୍ରମିକଙ୍କୁ ଫେରାଇ ଆଣିଥିଲେ ସରକାର । ପୁଣି କହିଥିଲେ ଶ୍ରମିକମାନଙ୍କୁ ନିଜ ନିଜ ଭିଟାମାଟିରେ କାମ ଯୋଗାଇ ଦେବାକୁ । କିନ୍ତୁ ତାହାର ବ୍ୟତିକ୍ରମ
Read More...

ମହାନ ଜନନାୟକ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ

ତୁରେକେଲା, (କୈଳାଶ ସଗ୍ରିଆ) : ଆଜି ମହାନ ଜନନାୟକ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜନ୍ମ ଜୟନ୍ତୀ ଅବସରରେ ଖୁଟୁଲୁମୁଣ୍ଡା ସରକାରୀ ଉ:ପ୍ରା: ବିଦ୍ୟାଳୟରେ ଏକ ଭର୍ଚୁଆଲ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପ୍ରଧାନ ଶିକ୍ଷକ ଭୀମସେନ ପଣ୍ଡା ଏବଂ 'କୋଶଳ ପ୍ରବାହ'ର ପ୍ରତିନିଧି କୈଳାଶ ସଗ୍ରିଆ
Read More...

ଧନ୍ୟ ଏଇ ସମାଜ : ପୁଅଝିଅ, ଜମିବାଡ଼ି ସବୁ ଥାଇ ଭିକ ମାଗି ପେଟ ପୋଷୁଛି ମା’

ତୁରେକେଲା, (କୈଳାଶ ସଗ୍ରିଆ) : ମା’ ସବୁବେଳେ ସବୁକାଳେ ପୂଜନୀୟା । ନିଜ ଜନ୍ମକଲା ପୁଅଝିଅଙ୍କୁ ଶୁଖିଲାରେ ଶୁଆଇ ଓଦାରେ ନିଜେ ଶୁଏ, ନିଜ ପିଲାଙ୍କ ପାଇଁ ହିଁ ଜୀବନ ବଂଚେ । ପିଲାଙ୍କ ମୁହଁ ଶୁଖିଗଲେ ତାର ଜୀବନ ଶୁଖିଯାଏ । କିନ୍ତୁ ବଡ଼ ନିଷ୍ଠୁର ହୁଅନ୍ତି ସେଇ ମା’ ପ୍ରତି ତାର ଜନ୍ମକଲା
Read More...