ବିନା କାଗଜପତ୍ରରେ ବାଲି ଚୋରାଚାଲାଣ : ହାଇୱା ଧରିଲେ ବଲାଙ୍ଗିର ଜିଲ୍ଲା ମାଇନ୍ସ ଅଧିକାରୀ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଖୋଲାନ ରାସ୍ତା ମଝିରେ ଗୋଟିଏ ହାଇୱା ଯାଉଥିବା ବେଳେ ବଲାଙ୍ଗିର ଜିଲ୍ଲା ମାଇନ୍ସ ଅଧିକାରୀ ଚନ୍ଦ୍ରକାନ୍ତ ମହନ୍ତ ଓ ତାଙ୍କ କର୍ମଚାରୀ ମାନେ ଏକ ହଇୱା ଗାଡ଼ି ନମ୍ବର ଓଡ଼ି୦୩ ଟି ୫୦୨୪ ବିଶିଷ୍ଟ ଗାଡ଼ି ଅଟକାଇ କାଗଜପତ୍ର ମାଗିଥିଲେ । ହାଇୱା!-->…
Read More...
Read More...