Browsing Tag

saintala news

ଶିକ୍ଷକଙ୍କ ବଦଳି ଦାବୀ ନେଇ ବ୍ରାହ୍ମଣୀ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନସ୍ଥ ବ୍ଲକ କଲୋନୀ କ୍ଲଷ୍ଟର ସ୍ଥିତ ଡେଙ୍ଗ ପଞ୍ଚାୟତର ବ୍ରାହ୍ମଣୀ ସରକାରୀ ପ୍ରକଳ୍ପ ବିଦ୍ୟାଳୟଠାରେ ଶିକ୍ଷକ ବଦଳି ଦାବୀ ନେଇ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀମାନେ ସ୍କୁଲ ଗେଟରେ ତାଲା ପକାଇ ବିକ୍ଷୋଭ
Read More...

ସଇଁତଲା ସହରରେ ପାନୀୟ ଜଳ ଅବ୍ୟବସ୍ଥାକୁ ନେଇ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ : ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ…

ନୂତନ ଗଭୀର କୂଅ ଖନନ ଓ ସହରକୁ ପାଇପ ଯୋଗାଣ ବ୍ୟବସ୍ଥା ନେଇ ଦାବୀ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଗ୍ରୀଷ୍ମ ପ୍ରବାହ ସମୟରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଦେଖାଯାଉଛି । ଯାହା ଫଳରେ ସହରବାସୀ ପାଣି ପାଇବାରୁ ବଞ୍ଚିତ ହେବା ସହିତ ଅସୁବିଧା ସମ୍ମୁଖୀନ
Read More...

୬ ଗୋଟି ଚୋରି ସାଇକେଲ ଜବତ, ଜଣେ ଗିରଫ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ପୁଲିସ ସାଇକେଲ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଥାନା କେସ ନଂ.୧୪୪/୨୨ରେ ଏକ ମାମଲା ରୁଜୁ କରି ସଇଁତଲା କୋର୍ଟକୁ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ ତୁଷୁରା ଥାନା ତେତେଲଖୁଣ୍ଟି ପଞ୍ଚାୟତର ଭୋଇଗୁରା ଗ୍ରାମର ତପନ
Read More...

ସଇଁତଲା ଠାରେ ଆପ୍‌ର କର୍ଯ୍ୟକର୍ତ୍ତାମାନଙ୍କ ବୈଠକ ଅନୁଷ୍ଠିତ

ସଇଁତଲା, (ପ୍ରମୋଦ କୁମାର ସେଲ୍‌ମା) : ଆମ ଆଦମୀ ପାର୍ଟି ବଲାଙ୍ଗିର ଜିଲ୍ଲା ଆବାହକ, ଆପ ଓଡିଶା ମୁଖପାତ୍ର ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ବଲାଙ୍ଗିର ସଇଁତଳା ବ୍ଲକର ସଇଁତଳା ଠାରେ ଆପର କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ
Read More...

କଲେଜ ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ଘଟଣା : ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ନିର୍ଦେଶ ପରେ ତଦନ୍ତ ଆରମ୍ଭ

ମନି ରିସିଭ, କେସ୍‌ ବୁକ୍‌ ଓ ବ୍ୟାଙ୍କ ସଞ୍ଚୟ ଖାତାର ବିବରଣୀ ଜବତ  ସଇଁତଲା, (ପ୍ରମୋଦ ସେଲମା) : ଚଳିତ ବର୍ଷ +୩ ପ୍ରଥମ ବର୍ଷ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁତଲା କୁଇକେଡ଼ା ପଞ୍ଚାୟତ ଅଞ୍ଚଳର ଜୈନିକା ଆଦିବାସୀ କଲେଜ ଛାତ୍ରୀ ପରୀକ୍ଷା ଫର୍ମ ପୂରଣ କରିବା ସତ୍ୱ
Read More...

ଲାନ୍ଥବୁଢ଼ା ପୂଜା ସାରି ଫେରୁଥିବା ବେଳେ ଅଘଟନ : ବଜ୍ରପାତରେ ଜଣେ ମୃତ, ପରିବାର ଲୋକଙ୍କୁ ସରକାରୀ ସାହାଯ୍ୟ ପାଇଁ ଦାବୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା  ଟିକ୍ରାପଡା ଫାଣ୍ଡି ଅଞ୍ଚଳରେ ଜଣେ ଲୋକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ଭୁବନ ଓରଫ ମାଟୁ (୪୨) ବୋଲି ଜଣାପଡିଛି । ତାଙ୍କ ଘର ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲି ଗ୍ରାମରେ । ସେ ପୂଜା କରିବା ପାଇଁ
Read More...

ଘରୋଇ କଳହକୁ ନେଇ ବଡ଼ ଭାଇର ଟାଙ୍ଗିଆ ଚୋଟରେ ପରିବାରର ୩ ଜଣ ଗୁରୁତର, ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ

ସଇଁତଲା, (ପ୍ରମୋଦ ସେଲମା) : ଆଜି ଭୋର ସକାଳୁ ଶୋଇଥିବା ସମୟରେ ବଡ଼ ଭାଇର ଟାଙ୍ଗିଆ ଚୋଟରେ ପରିବାରର ଜଣେ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଥିବା ଜଣାଯାଇଛି । ପୋଲିସ ଅଭିଯୁକ୍ତ ଲାଲୁ ଯାନୀ (୪୫)ଙ୍କୁ କାବୁ କରି ପୋଲିସ ଥାନାକୁ ଆଣି ଅଟକ ରଖି ତଦନ୍ତ ଚଲାଇଛି । ପ୍ରକାଶ ଯେ, ସୋମବାର
Read More...

ସଇଁତଲା ବନ ବିଭାଗର ବଡ଼ ସଫଳତା : ଚଢ଼ାଉରେ ମୂଲ୍ୟବାନ କାଠ ସହ ମିନିଟ୍ରକ ଜବତ, ଅଭିଯୁକ୍ତ ଫେରାର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବନ ବିଭାଗ ରେଞ୍ଜ ଅଧୀନରେ ଥିବା କରମତଳା ଓ କନ୍ଧକେଲଗାଁ ବନ ବିଭାଗ ସେକ୍ସନ ଆଜି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମୂଲ୍ୟବାନ ଶାଗୁଆନ କାଠ ସହ ରାଜ୍ୟ ବାହାରକୁ ଚାଲାଣ ହେଉଥିବା କୁରୁଡୁ କାଠ ଓ ମିନି ଟ୍ରକକୁ ବନ ବିଭାଗ ଜବତ କରି ତଦନ୍ତ
Read More...

ସଇଁତଲା ସହରରେ ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଦାବୀପତ୍ର

୨୦ରେ ସରପଞ୍ଚ ଓ ୱାର୍ଡ ସଭ୍ୟସଭ୍ୟାଙ୍କ ଆନ୍ଦୋଳନ ଚେତାବନୀନୂତନ ଗଭୀର କୂଅ ଖନନ ଓ ସହରକୁ ପାଇପ ଯୋଗାଣ ଦାବୀ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ପ୍ରତିବର୍ଷ ଗ୍ରୀଷ୍ମ ପ୍ରବାହ ସମୟରେ ପାନୀୟ ଜଳ ଯୋଗାଣ ସମସ୍ୟାକୁ ନେଇ ଜନସାଧାରଣ ହଇରାଣ ହରକତ ହେବା ସହ
Read More...

ଜିଲ୍ଲା ଯାଦବ ସମାଜ ତରଫରୁ ସଇଁତଲା ବ୍ଲକର ଜଣେ ଜିଲ୍ଲା ପରିଷଦ ସଦସ୍ୟା ଓ ୨ ଜଣ ସରପଞ୍ଚଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ଯାଦବ ମହାସଭା ତରଫରୁ ଆଜି ସଇଁତଲା ବ୍ଲକର ନବନିର୍ବାଚିତ ଯାଦବ ଲୋକ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ବଲାଙ୍ଗିର ଯାଦବ ଭବନ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ଯାଦବ ସମାଜର ସଭାପତି
Read More...