Browsing Tag

saintala news

ଅଜଣା ରୋଗ ପୋକ ଚିନ୍ତାରେ ଚାଷୀ : ପ୍ରଶାସନର ତତ୍ପରତା : ଚାଷ ଜମିକୁ ଯାଇ ଅନୁଧ୍ୟାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ କିଛି ସ୍ଥାନରେ ଭଲ ବର୍ଷା ହୋଇ ଥିବାବେଳେ ଭଲ ଅମଳ ହେବ ବୋଲି ଚାଷୀ ଆଶା ରଖିଥିଲା । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତରେ ଅଜଣା ରୋଗ ପୋକ ଯୋଗୁଁ ଚିନ୍ତାରେ ଭାଙ୍ଗି ପଡିଛି ଚାଷୀ । ଏନେଇ 'କୋଶଲ ପ୍ରବାହ'ରେ ଗତ ୧୪/୯
Read More...

ଜଲିଆଦର୍ହ ଅଙ୍ଗନବାଡ଼ି କେନ୍ଦ୍ରରେ ପୃଷ୍ଟିକର ଦିବସ ପାଳିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ମା' ଓ ଶିଶୁମାନଙ୍କ ଦେହ ସୁସ୍ଥ କିପରି ରହିବ, ତାହାକୁ ଦୃଷ୍ଟିରେ ରଖି ଆଜି ପୃଷ୍ଟିକର ଦିବସ ପାଳିତ ହୋଇଯାଇଛି । ସୂଚନା ଏହି ଯେ, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଲିଆଦର୍ହ ଅଙ୍ଗନବାଡ଼ି କେନ୍ଦ୍ରଠାରେ
Read More...

ବିନେଶ ଗହିର ସଇଁନ୍ତଳା ଯାଦବ ସମାଜର ସଭାପତି ମନୋନୀ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ପଶ୍ଚିମ ଓଡିଶାର ଯାଦବ ବିକାଶ ପରିଷଦର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପରିଷଦର ଅଧ୍ୟକ୍ଷ ବଳରାମ ସିଂ ଯାଦବ ଜିଲ୍ଲା ସାଧାରଣ ସମ୍ପାଦକ କୁମାର ପାଣ୍ଡେ ଯାଦବ ଓ ସଇଁତଲା ବ୍ଲକର ପଶ୍ଚିମ ଓଡ଼ିଶା ଯାଦବ ବିକାଶ ପରିଷଦର ସଭାପତିଙ୍କ
Read More...

କରୋନା ସଂକ୍ରମଣ କାଳରେ ଏକ କରୁଣା ଚିତ୍ର : କରୋନାରେ ମୃତ୍ୟୁ ସନ୍ଦେହ ନେଇ ଗ୍ରାମକୁ ପଶେଇ ଦେଲେ ନାହିଁ ଯବାନଙ୍କ ମୃତ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ ଏବେ କରୋନା ମହାମାରୀକୁ ନେଇ ସବୁଆଡେ ଭୟର ବାତାବରଣ ଲାଗି ରହିଛି । ତେବେ ସଂକ୍ରମିତ ଚିହ୍ନଟ ପରେ ଲୋକେ ତାଙ୍କୁ ସାମାଜିକ ବାସନ୍ଦ କଲା ଭଳି ଆଚାରଣ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଆଗରୁ ଯେମିତି ଜାତିଭେଦ ରହୁଥିଲା ଠିକ ସେହିଭଳି ଏହି
Read More...

କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କୁ ସରକାରଙ୍କ ଅଣଦେଖା

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ରାଜ୍ୟ ସରକାର ସମସ୍ତଙ୍କ ପାଇଁ ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି, କିନ୍ତୁ ସେଥି ମଧ୍ୟରୁ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀମାନଙ୍କୁ ଦିଆ ଯାଉଥିବା ଯୋଜନା ଗୁଡିକ ଆହୁରି ଉଚ୍ଚକୋଟୀର କରିବା ପରିବର୍ତ୍ତେ ଯୋଜନା ଗୁଡିକ ବନ୍ଦ କରିବାରେ ଳାଗି
Read More...

ସର୍ଗିପାଲି ଗ୍ରାମରେ ମା’ ପାଟଖଣ୍ଡାଙ୍କ ଷୋଡ଼ପୂଜା ପାଳିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦୀର୍ଘ ଷୋହଳ ଦିନ ଧରି ହେବାକୁ ଥିବା ମା' ପାଟଖଣ୍ଡାଙ୍କ ଷୋଡ଼ପୂଜା ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୁରତା ରକ୍ଷା କରି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମା'ଙ୍କ ପୂଜା ହୋଇଥାଏ । ସୂଚନା ଏହି କି, ବଲାଙ୍ଗିର ଜିଲ୍ଲା
Read More...

ଡାକ୍ତରଖାନାକୁ ଡାକ୍ତର ମନଇଚ୍ଛା ଆସୁଥିବା ନେଇ ରୋଗୀ ହଟହଟା : ଡାକ୍ତରଖାନା ଘେରାଉ କଲେ ଗ୍ରାମବାସୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ସମୟରେ ଲୋକଙ୍କୁ କିଭଳି ଭାବେ ଉଚିତ ଚିକିତ୍ସା ମିଳି ପାରିବ, ତାହାକୁ ନେଇ ବିଭାଗୀୟ ଅଧିକାରୀମାନେ ଡାକ୍ତରମାନଙ୍କୁ ପରାମର୍ଶ ଦେଉଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡା ପ୍ରାଥମିକ ସ୍ୱାସ୍ଥ୍ୟ
Read More...

ଅଜଣା ରୋଗ ପୋକ ଚିନ୍ତାରେ ଚାଷୀ : କୃଷି ବିଭାଗର ଦେଖାନାହିଁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ କିଛି ସ୍ଥାନରେ ଭଲ ବର୍ଷା ହୋଇ ଥିବାବେଳେ ଭଲ ଅମଳ ହେବ ବୋଲି ଚାଷୀ ଆଶା ରଖିଥିଲା । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତରେ ଅଜଣା ରୋଗ ପୋକ ଯୋଗୁଁ ଚିନ୍ତାରେ ଭାଙ୍ଗି ପଡିଛି ଚାଷୀ । ଅନ୍ୟପଟେ କୃଷି ବିଭାଗର ଏଥିପ୍ରତି
Read More...

ବଜ୍ରପାତରେ ମା’ ମୃତ, ପୁଅ ଗୁରୁତର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଆମ୍ବପାଲି ପଞ୍ଚାୟତ ଭେରୁଆଭଟା ଗ୍ରାମର ରେବତୀ ସାହୁ(୪୦) ଆଜି ବିଲକୁ ଯାଉଥିବା ବେଳେ ବଜ୍ରପାତରେ ମୃତ୍ୟୁ ହୋଇଛି । ପୁଅ ଭିଭି ସାହୁ(୧୨) ଏବେ ଗୁରୁତର ଅବସ୍ଥାରେ ଥିବା ବେଳେ ତାକୁ ସଇଁନ୍ତଲା ଡାକ୍ତରଖାନାକୁ ପରିବାର
Read More...

ଗଛରେ ପିଟି ହୋଇ ସ୍କୁଟି ଆରୋହୀ ମୃତ, ଶବ ରଖି ମାଲିକଙ୍କ ଘର ଆଗରେ ଧାରଣା : ଘର ମାଲିକ ଫେରାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବୁଢ଼ାରଜା ହାଇସ୍କୁଲ ପାଖରେ ଗତକାଲି ରାସ୍ତାକଡର ଏକ ଗଛରେ ସ୍କୁଟି ପିଟି ହେବାରୁ ଏହାର ଆରୋହୀ କୁମ୍ଭାରଗାଁ ର ସାନ ରଣା(୨୮)ଙ୍କ ମୃତ୍ୟୁ ହୋଇଛି । ଫଳରେ ଗତକାଲି ରାତିରୁ ମାଲିକଙ୍କ ଘର ସମ୍ମୁଖରେ ପରିବାର ଲୋକେ ଧାରଣା
Read More...