Browsing Tag

pib news

କାଶୀ ତାମିଲ ସଙ୍ଗମମ ତୃତୀୟ ପର୍ଯ୍ୟାୟ ପାଇଁ ପଞ୍ଜୀକରଣ ପୋର୍ଟାଲର ଶୁଭାରମ୍ଭ

କାଶୀ ତାମିଲ ସଙ୍ଗମମ ୩.୦ର କଥାବସ୍ତୁ ରହିଛି ‘ଋଷି ଅଗସ୍ତୀ’- ଧର୍ମେନ୍ଦ୍ର ପ୍ରଧାନଫେବୃୟାରୀ ୧୫ରୁ କାଶୀ ତାମିଲ ସଙ୍ଗମମ ୩.୦ ଆରମ୍ଭକାଶୀ ତାମିଲ ସଙ୍ଗମମ ୩.୦ରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମହାକୁମ୍ଭ ମେଳାକୁ ଅନୁଭବ କରିବା ସହ ଅଯୋଧ୍ୟା ରାମ ମନ୍ଦିର ପରିଦର୍ଶନ…
Read More...

ଭାରତ ସରକାରଙ୍କୁ ନେଇ ତଥ୍ୟହୀନ ମନ୍ତବ୍ୟ ଦେଇ ଅଡ଼ୁଆରେ ମାର୍କ ଜୁକରବର୍ଗ ଓ ମେଟା

କୋଭିଡ - ୧୯ ମୁକାବିଲାରେ ବିଫଳତା ପାଇଁ କ୍ଷମତାସୀନ ଭାରତ ସରକାର ପରାଜିତ ହୋଇଥିବା ନେଇ ବିଭ୍ରାନ୍ତିକର ଦାବି କରିଥିଲେ ମାର୍କ ଜୁକରବର୍ଗଜୁକରବର୍ଗଙ୍କ ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ରଖିଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ; ମେଟାକୁ ଜବାବ ତଲବ ପାଇଁ ସଂସଦୀୟ କମିଟିର ଯୋଜନାମାର୍କ…
Read More...

ପ୍ରାଣ୍ଟେ ସଲ୍ୟୁସନ୍ସ (ଓପିସି) : ଓଡ଼ିଶାର ସଫଳତା କାହାଣୀ

ନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶାରେ ଥିବା ପ୍ରାଣ୍ଟେ ସଲ୍ୟୁସନ୍ସ (ଓପିସି) ପ୍ରାଇଭେଟ୍ ଲିମିଟେଡ୍ ଭାରତୀୟ ଷ୍ଟାର୍ଟଅପ୍ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜର ପ୍ରୋଫଲୋ - ୟୁ ନାମକ ପ୍ରଡକ୍ଟ ଯୋଗୁଁ ଏହା ସବୁଆଡ଼ୁ ପ୍ରଶଂସା ପାଉଛି । ପ୍ରୋଫଲୋ - ୟୁ କିଡନିର କାର୍ଯ୍ୟକାରୀତାକୁ ତଦାରଖ…
Read More...

ଅପରାହ୍ନ ସାଢ଼େ ୫ଟା ସୁଦ୍ଧା କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମହାକୁମ୍ଭ ୨୦୨୫ରେ ମକର ସଂକ୍ରାନ୍ତି ଅବସରରେ ପ୍ରଥମ…

ମେଳା ଅଞ୍ଚଳରେ ୫୦,୦୦୦ରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ; ଘାଟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଗଙ୍ଗା ସେବା ଦୂତ ନିୟୋଜିତମହାକୁମ୍ଭ ୨୦୨୫ରେ ଆସାମର ପାରମ୍ପରିକ ପର୍ବ ଭୋଗାଲି ବିହୁର ପ୍ରଥମ ଉତ୍ସବ ଅନୁଷ୍ଠିତ ହୋଇଯାଇଛିଅନ୍ତର୍ଜାତୀୟ ଅଂଶଗ୍ରହଣ ସହିତ ମହାକୁମ୍ଭ ଏକ ବିଶ୍ୱ ମଞ୍ଚରେ ଭାରତର…
Read More...

ବିକଶିତ ଭାରତ ଯୁବ ନେତୃତ୍ୱ କାର୍ଯ୍ୟକ୍ରମର ଓଡ଼ିଆ ଅଂଶଗ୍ରହଣକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

ଓଡ଼ିଆ ପିଲାମାନେ ଚାହିଁଲେ ସବୁ ସମ୍ଭବ - ଧର୍ମେନ୍ଦ୍ର ପ୍ରଧାନପଞ୍ଚାୟତରୁ ଜିଲ୍ଲା ସ୍ତରରେ ଯୁବ ସମ୍ମିଳନୀ ମାଧ୍ୟରେ ନିଜର ଚିନ୍ତାଧାରାକୁ ଆଦାନପ୍ରଦାନ କରିବାମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ୨୦୩୬ ସୁଦ୍ଧା ଓଡ଼ିଶାକୁ ଉତ୍କର୍ଷତାର ଶିଖରରେ ପହଞ୍ଚାଇବାଓଡ଼ିଶାକୁ ବିକଶିତ କରିବା…
Read More...

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ

ମହାକୁମ୍ଭ ପ୍ରୟାଗରାଜ ୨୦୨୫ରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ‘ଭାଷିନୀ’ ୧୧ଟି ଭାଷାରେ ବହୁଭାଷୀ ସହାୟତା ପ୍ରଦାନ କରୁଛିଭାଷିନୀର ‘ଡିଜିଟାଲ ହଜିବା ପାଇବା ସମାଧାନ’ ମାଧ୍ୟମରେ ମହାକୁମ୍ଭରେ ହଜିଥିବା - ମିଳିଥିବା ସାମଗ୍ରୀର ପଞ୍ଜିକରଣ ନିଜର ମାତୃଭାଷାରେ କରନ୍ତୁ ଓ…
Read More...

ସରକାରୀ ପରିସଂଖ୍ୟାନ ପାଇଁ ବିଗ୍ ଡାଟା ଏବଂ ଡାଟା ସାଇନ୍ସ ସଂପର୍କିତ ଜାତିସଂଘ ବିଶେଷଜ୍ଞ କମିଟିରେ ସାମିଲ ହେଲା ଭାରତ

ନୂଆଦିଲ୍ଲୀ, (ପିଆଇବି) : ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ସ୍ୱରୂପ ଭାରତ ସରକାରୀ ପରିସଂଖ୍ୟାନ ପାଇଁ ବିଗ୍ ଡାଟା ଏବଂ ଡାଟା ସାଇନ୍ସ ସଂପର୍କିତ ଜାତିସଂଘ ବିଶେଷଜ୍ଞ କମିଟିରେ ସାମିଲ ହୋଇଛି । ସରକାରୀ ପରିସଂଖ୍ୟାନ ପାଇଁ ବିଗ୍ ଡାଟା ଏବଂ ଡାଟା ସାଇନ୍ସ ସଂପର୍କିତ ଜାତିସଂଘ ବିଶେଷଜ୍ଞ କମିଟି…
Read More...

ଆଇଆଇଟି ଭୁବନେଶ୍ୱରରେ ଦ୍ଵିତୀୟ ସିଏସ୍ଆର୍ କନକ୍ଲେଭରେ ନିରନ୍ତର ବିକାଶ ପାଇଁ ପ୍ରଯୁକ୍ତି, ନବସୃଜନ ଏବଂ ସର୍କୁଲାର୍…

ଭୁବନେଶ୍ୱର, (ପିଆଇବି) : ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱରର ସିଏସ୍ଆର୍ ସେଲ୍ ଦ୍ୱାରା ଆଇଆଇଟି ଭୁବନେଶ୍ୱର ଗବେଷଣା ଏବଂ ଉଦ୍ୟୋଗୀ ପାର୍କର ସହଯୋଗରେ ଆୟୋଜିତ ଦ୍ୱିତୀୟ ସିଏସ୍ଆର କନକ୍ଲେଭରେ ୧୦ ଜାନୁଆରୀ ୨୦୨୫ରେ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧର ମିଳିତ ଆଭିମୁଖ୍ୟ…
Read More...

ଏସୀୟ କପ୍ କାନୋ ପ୍ରତିଯୋଗିତା, ହଂକଂ ୨୦୨୪-୨୫ରେ SAI NCOE ଜଗତପୁର ଆଥଲେଟମାନେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି

ନୂଆଦିଲ୍ଲୀ, (ପିଆଇବି) : କୋଲକାତା ଆଞ୍ଚଳିକ କେନ୍ଦ୍ର ଅଧୀନରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (SAI) ଜାତୀୟ ଉତ୍କର୍ଷ କେନ୍ଦ୍ର (NCOE) ଜଗତପୁରରୁ ଦୁଇଜଣ କାୟାକିଂ ଏବଂ କାନୋଇଂ ଆଥଲେଟ୍ ସୁଶ୍ରୀ ଖ୍ୱାଇରକପାମ୍ ଧନମଞ୍ଜୁରୀ ଦେବୀ ଏବଂ ଶ୍ରୀମାନ ସଲାମ୍ ସୁନିଲ ସିଂହ ୯ରୁ ୧୨ ଜାନୁଆରୀ ୨୦୨୫…
Read More...

ସ୍ମାର୍ଟଫୋନ୍ ଠାରୁ ଲାପଟପ୍ ପର୍ଯ୍ୟନ୍ତ : ଆଇ.ଟି. ହାର୍ଡୱେର୍ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ଭାରତ

● ଚେନ୍ନାଇରେ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଭାରତୀୟ କମ୍ପାନୀ ସିର୍ମା ଏସ୍.ଜି.ଏସ୍.ର ଅତ୍ୟାଧୁନିକ ଲାପଟପ୍ ଆସେମ୍ବ୍ଲି ଲାଇନ ଉଦ୍‌ଘାଟିତ● ପିଏଲ୍‌ଆଇ-୨ର ୧୮ମାସର ସ୍ୱଳ୍ପ ସମୟ ମଧ୍ୟରେ ତାମିଲନାଡ଼ୁରେ ପ୍ରଥମ ୟୁନିଟ୍ ଆରମ୍ଭ ହୋଇଛି; “ମେଡ୍ ଇନ୍ ଇଣ୍ଡିଆ” ଲାପଟପ ଉତ୍ପାଦନ ଆରମ୍ଭ●…
Read More...