Browsing Tag

pib news

ଜାମ୍ମୁ ଏବଂ କାଶ୍ମୀରରେ ୪୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ…

● ପ୍ରଧାନମନ୍ତ୍ରୀ ବିଶ୍ୱର ସର୍ବୋଚ୍ଚ ରେଳ ଆର୍କ ସେତୁ - ଚେନାବ ସେତୁ ଏବଂ ଭାରତର ପ୍ରଥମ କେବୁଲ - ସମର୍ଥିତ ରେଳ ସେତୁ - ଅଞ୍ଜି ସେତୁକୁ ଉଦଘାଟନ କରିଛନ୍ତି● ଆଜି ବୃହତ୍ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକର ଉଦଘାଟନ ଜାମ୍ମୁ ଏବଂ କାଶ୍ମୀରର ବିକାଶ ଯାତ୍ରାର ଆଧାର ପାଲଟିଛି : ପ୍ରଧାନମନ୍ତ୍ରୀ●…
Read More...

ନାଗରିକମାନଙ୍କୁ ୧୧ ବର୍ଷର ପରିବର୍ତ୍ତନଶୀଳ ଶାସନକୁ ସ୍ମରଣୀୟ କରିବା ପାଇଁ “ବିକଶିତ ଭାରତ ୨୦୨୫…

୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନଗଦ ପୁରସ୍କାର ଜ୍ଞାନର ପରୀକ୍ଷଣ ଏବଂ ଭାରତର ବିକାଶ ଯାତ୍ରାକୁ ପାଳନ କରିବା ପାଇଁ ପ୍ରତିଯୋଗିତାର ଶୃଙ୍ଖଳା ଆରମ୍ଭ କରିଛି ମାଇଁଗଭ୍ ନୂଆଦିଲ୍ଲୀ, (ପିଆଇବି) : ମାଇଁଗଭ୍ ନାଗରିକମାନଙ୍କ ପାଇଁ ୧୧ ବର୍ଷର ପରିବର୍ତ୍ତନଶୀଳ ଶାସନ ଉତ୍ସବ ଏବଂ 'ବିକଶିତ ଭାରତ'…
Read More...

ଉତ୍ତର ପୂର୍ବ : ଭାରତର ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧିର ଆଲୋକବର୍ତ୍ତିକା

ନୂଆଦିଲ୍ଲୀ, (ପିଆଇବି) : ପୂର୍ବରୁ ଏକ ଦୂର ସୀମାନ୍ତ ଭାବରେ ଦେଖାଯାଉଥିବା ଉତ୍ତର-ପୂର୍ବ ଭାରତ ଏବେ ଦେଶର ପ୍ରଗତି, ଶାନ୍ତି ଏବଂ ସମ୍ଭାବନାର ଆଲୋକବର୍ତ୍ତିକା ସାଜିଛି । ପ୍ରଧାନମନ୍ତ୍ରୀ ସମ୍ପ୍ରତି ଉତ୍ତର-ପୂର୍ବକୁ "ଅଷ୍ଟଲକ୍ଷ୍ମୀ" ବୋଲି ଅଭିହିତ କରି ଏ ଅଞ୍ଚଳରେ ଆଠଗୁଣା ଅଭିବୃଦ୍ଧିକୁ…
Read More...

ଜେନେଭାରେ ବିପର୍ଯ୍ୟୟ ବିପଦ ହ୍ରାସ ପାଣ୍ଠିଯୋଗାଣ ଉପରେ ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକ ଅନୁଷ୍ଠିତ

ଦୃଢ଼, ସମୟବଦ୍ଧ ପରିଣାମ ଏବଂ ବୈଷୟିକ ସହାୟତା ତଥା ଜ୍ଞାନ ବିନିମୟରେ ସହାୟକ ପାଣ୍ଠି ଯୋଗାଣ ନିମନ୍ତେ ବିଶ୍ୱସ୍ତରୀୟ ପ୍ରତିଷ୍ଠାନ ନିର୍ମାଣ ପାଇଁ ଆହ୍ୱାନ ଦେଲା ଭାରତଭାରତର ବିପର୍ଯ୍ୟୟ ବିପଦ ହ୍ରାସ ପାଣ୍ଠିଯୋଗାଣ ବ୍ୟବସ୍ଥା ବିଶ୍ୱର ସର୍ବବୃହତ ଜାତୀୟ ଅଗ୍ରଣୀ ବ୍ୟବସ୍ଥା ମଧ୍ୟରୁ ଅନ୍ୟତମ…
Read More...

ଜାମ୍ମୁ-କାଶ୍ମୀରରେ ଉନ୍ନତ ସଂଯୋଗୀକରଣ ପାଇଁ ୪୬,୦୦୦ କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକର ରୂପରେଖ ପ୍ରଦାନ କରିଛନ୍ତି…

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଚେନାବ ସେତୁ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ-କାଶ୍ମୀରରେ ଉନ୍ନତ ସଂଯୋଗୀକରଣ ପାଇଁ ୪୬,୦୦୦ କୋଟି ଟଙ୍କାର ଦୂରଦୃଷ୍ଟିସମ୍ପନ୍ନ ଏବଂ ପ୍ରମୁଖ…
Read More...

କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ “ଏକ୍ ପେଡ୍ ମା’ କେ ନାମ ୨.୦”ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

• ପରିବେଶ ସୁରକ୍ଷାର ମହାଯଜ୍ଞରେ ସମସ୍ତେ ନିଜର ଦାୟିତ୍ୱ ନିର୍ବାହ କରିବା- ଧର୍ମେନ୍ଦ୍ର ପ୍ରଧାନ• ବିଶ୍ୱ ପରିବେଶ ଦିବସରେ ନୂଆଦିଲ୍ଲୀ ସ୍ଥିତ ବାସଭବନ ପରିସରରେ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ• ମା’ଙ୍କ ନାମରେ ଗଛ ଲଗାଇବା ସହ ତାହାର ଯତ୍ନ ନେବା,…
Read More...

ଭିଏତନାମରୁ ଆସିଥିବା ପ୍ରତିନିଧିମଣ୍ଡଳକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ

ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ସହଯୋଗ ସ୍ଥାପନ କରିବେ ଭାରତ ଓ ଭିଏତନାମ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ ଏବଂ ଭିଏତନାମର ଉଚ୍ଚ ଅଧିକାରୀଙ୍କୁ ନେଇ ଗଠିତ ଏକ ପ୍ରତିନିଧିମଣ୍ଡଳ ମଧ୍ୟରେ ଅନୁଷ୍ଠିତ…
Read More...

ଜିପିଡିଆର୍‌ଆର୍‌ ୨୦୨୫ରେ ବିଶ୍ୱ ବିପର୍ଯ୍ୟୟ ପ୍ରଶମନ ଏବଂ ଜନସ୍ୱାସ୍ଥ୍ୟ ପାଇଁ ପ୍ରତିବଦ୍ଧତା ଦୋହରାଇଲା ଭାରତ

• ଜିପିଡିଆର୍‌ଆର୍‌ରେ ଜି ୨୦, ଡବ୍ଲୁଏଚ୍‌ଓ ଏବଂ ଏୟୁ ପ୍ରତିନିଧିଙ୍କ ସହ ଆଲୋଚନା କଲେ ଡକ୍ଟର ପି.କେ ମିଶ୍ର ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ର ଜେନେଭାଠାରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ବୈଶ୍ୱିକ ମଞ୍ଚ (ଜିପିଡିଆର୍‌ଆର୍‌) ୨୦୨୫…
Read More...

ଭାରତର ମଧ୍ୟବିତ୍ତଙ୍କ କାହାଣୀ : ଆଶା, ଆବଶ୍ୟକତା ଏବଂ ଆକାଂକ୍ଷାଠୁ ଅଧିକ ହୋଇଛି ପ୍ରଗତି

ନୂଆଦିଲ୍ଲୀ, (ପିଆଇବି) : ଏକ ଦଶନ୍ଧିରୁ ଅଧିକ ସମୟ ଧରି, ଭାରତର ମଧ୍ୟବିତ୍ତ ବର୍ଗ ଦେଶ ପ୍ରଗତିର କେନ୍ଦ୍ରବିନ୍ଦୁରେ ରହିଛନ୍ତି । ସେମାନଙ୍କର ଆଶା, ଆବଶ୍ୟକତା ଏବଂ ଆକାଂକ୍ଷାଠୁ ଅଧିକ ବିକାଶ ସାଧିତ ହୋଇଛି । ଟିକସ ରିହାତିଠାରୁ ଆରମ୍ଭ କରି ହାତରେ ଅଧିକ ଟଙ୍କା, ପେନସନ ଯୋଜନାଠାରୁ…
Read More...

ଗରିବ କଲ୍ୟାଣ ଲାଗି ଅଭିପ୍ରେତ ଏକ ସହାନୁଭୂତିଶୀଳ ସରକାର : ପ୍ରଧାନମନ୍ତ୍ରୀ

୧୧ ବର୍ଷ ଭିତରେ ପ୍ରତିଟି ସରକାରୀ ପଦକ୍ଷେପରେ ଲୋକଙ୍କ ଲାଗି ସେବା, ସୁଶାସନ ଓ କଲ୍ୟାଣ ଉଦ୍ଦିଷ୍ଟ : ପ୍ରଧାନମନ୍ତ୍ରୀସାମୁହିକ ଉନ୍ନତି ଲାଗି ପ୍ରତି ସରକାରୀ ପଦକ୍ଷେପ ରୂପାନ୍ତରିତ ଫଳ ଦେବା ସହ ଗରିବ ଓ ମଧ୍ୟବିତଙ୍କୁ ଲାଭ ଦେଇଛି : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ଗରିବ…
Read More...