Browsing Tag

pib news

ଯାତ୍ରୀ ଏବଂ ଆବଶ୍ୟକ ସାମଗ୍ରୀ ପରିବହନ ପାଇଁ ଜାତୀୟ ରାଜପଥ ୦୨ ଖୋଲିବ, କୁକି -ଜୋ ପରିଷଦ

ଗତ କିଛି ଦିନ ମଧ୍ୟରେ ନୂଆଦିଲ୍ଲୀରେ ଗୃହ ମନ୍ତ୍ରଣାଳୟର ଅଧିକାରୀ ଏବଂ କେଜେଡସିର ଏକ ପ୍ରତିନିଧି ଦଳ ମଧ୍ୟରେ ଏକାଧିକ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛିଏନ୍ଏଚ୍.-୦୨ରେ ଶାନ୍ତି ବଜାୟ ରଖିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ନିୟୋଜିତ ସୁରକ୍ଷା ବାହିନୀକୁ ସହଯୋଗ କରିବାକୁ କେଜେଡ୍ସି
Read More...

ଦେଶରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପୁନଃଚକ୍ରଣକୁ ପ୍ରୋତ୍ସାହିତ କରିବା ପାଇଁ ୧୫୦୦ କୋଟି ଟଙ୍କାର ପ୍ରୋତ୍ସାହନ ଯୋଜନାକୁ…

ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ବାହାର କରିବା ପାଇଁ ବ୍ୟାଟେରୀ ବର୍ଜ୍ୟବସ୍ତୁ ଏବଂ ଇ-ବର୍ଜ୍ୟବସ୍ତୁ ପୁନଃଚକ୍ରଣ କ୍ଷମତା ବିକାଶ ଲାଗି ପ୍ରୋତ୍ସାହନ ଦେବ ଏହି ଯୋଜନା ନୂଆଦିଲ୍ଲୀ, (ପିଆଇବି) : ଦେଶରେ ଦ୍ୱିତୀୟ ଉତ୍ସରୁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ପୃଥକୀକରଣ ଏବଂ ଉତ୍ପାଦନ ପାଇଁ
Read More...

ସ୍କୁଲ ସହ ଯୋଡ଼ିହେବ ଅଙ୍ଗନବାଡ଼ି କେନ୍ଦ୍ର, ଗାଇଡଲାଇନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଗର୍ଭବତୀ ମହିଳା, ନବଜାତ ଶିଶୁ ଏବଂ ସ୍କୁଲ ଯିବାକୁ ଥିବାଶିଶୁମାନଙ୍କର ଶତ-ପ୍ରତିଶତ ଯତ୍ନ ନେବା - ଧର୍ମେନ୍ଦ୍ର ପ୍ରଧାନ• ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସ୍ୱାକ୍ଷରତା ବିଭାଗର ସହଯୋଗରେ ପ୍ରସ୍ତୁତ ହୋଇଛି ଗାଇଡଲାଇନ• ଅଙ୍ଗନବାଡ଼ି ଓ
Read More...

ସେମିକନ୍ ଇଣ୍ଡିଆ ୨୦୨୫ରେ ଅଗ୍ରଣୀ ସିଇଓଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମିକନ୍ ଇଣ୍ଡିଆ ୨୦୨୫ ଅବସରରେ ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପର ଅଗ୍ରଣୀ ସିଇଓଙ୍କ ସହିତ ମତ ବିନିମୟ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ‘‘ଏହି କ୍ଷେତ୍ରରେ ଭାରତର ନିରନ୍ତର ସଂସ୍କାର ଯାତ୍ରା ବିଷୟରେ ମୁଁ କଥା ହୋଇଛି । ଦୃଢ଼
Read More...

ବିଦ୍ୟାଳୟ ସହିତ ଅଙ୍ଗନବାଡି କେନ୍ଦ୍ରକୁ ଏକାଠି ରଖିବା ପାଇଁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ଶିକ୍ଷା…

ବିଦ୍ୟାଳୟ ସହିତ ଅଙ୍ଗନବାଡ଼ିଗୁଡ଼ିକର ସହ-ଅବସ୍ଥାନ ପ୍ରାରମ୍ଭିକ ଶୈଶବ ଯତ୍ନରୁ ଆନୁଷ୍ଠାନିକ ଶିକ୍ଷା ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଏକ ସୁଗମ ପରିବର୍ତ୍ତନ ସୁନିଶ୍ଚିତ କରିବା ସହିତ ସେମାନଙ୍କ ସାମଗ୍ରିକ ବିକାଶରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିବ: ଅନ୍ନପୂର୍ଣ୍ଣା ଦେବୀସୁସ୍ଥ, ଶିକ୍ଷିତ ଓ
Read More...

ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ୫୬ତମ ଜିଏସଟି ପରିଷଦ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୁପାରିସ୍ କରାଯାଇଛି

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୧୫ ଅଗଷ୍ଟ, ୨୦୨୫ରେ ଲାଲକିଲ୍ଲାର ପ୍ରାଚୀରରୁ ଘୋଷଣା କରାଯାଇଥିବା ପରବର୍ତ୍ତୀ ପିଢ଼ିର ଜିଏସଟି ସଂସ୍କାର, ଏକ ଐତିହାସିକ ଟିକସ ଢାଞ୍ଚାର ରଣନୀତିକ, ନୀତିଗତ ଏବଂ ନାଗରିକ କୈନ୍ଦ୍ରିକ ବିକାଶକୁ ପ୍ରତିନିଧିତ୍ୱ କରେ, ଯାହା ଅନ୍ତିମ ସୋପାନରେ
Read More...

“ଅପରେସନ୍ ବ୍ଲାକ୍ ଫରେଷ୍ଟ”ର ସଫଳତାରେ ବୀରତ୍ୱ ପ୍ରଦର୍ଶନ କରିଥିବା ସିଆରପିଏଫ୍, ଛତିଶଗଡ଼ ପୋଲିସ୍, ଡିଆରଜି ଏବଂ…

କାରେଗୁଟ୍ଟାଲୁ ପାହାଡ଼ର “ଅପରେସନ୍ ବ୍ଲାକ୍ ଫରେଷ୍ଟ”ର ସଫଳତାରେ ସାହସୀ ଯବାନମାନଙ୍କୁ ହୃଦୟରୁ ଅଭିନନ୍ଦନ‘‘ଅପରେସନ୍ ବ୍ଲାକ୍ ଫରେଷ୍ଟ’’ ସମୟରେ ଯବାନମାନଙ୍କ ସାହସିକତା ଏବଂ ବୀରତ୍ୱକୁ ନକ୍ସଲ ବିରୋଧୀ ଅପରେସନ ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ ଭାବେ ସ୍ମରଣ କରାଯିବସମସ୍ତ ନକ୍ସଲ ଆତ୍ମସମର୍ପଣ
Read More...

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ‘ରାଜଭାଷା ହିନ୍ଦୀ ଏବଂ ପୋଷଣ ମାସ’ କର୍ମଶାଳା

● ସରକାରୀ କାର୍ଯ୍ୟରେ ରାଜଭାଷାର ପ୍ରୟୋଗ ଉପରେ ଗୁରୁତ୍ୱ, ସୁସ୍ଥ ସମାଜ ପାଇଁ ପୋଷଣର ଆବଶ୍ୟକତା ଉପରେ ବିଚାରବିମର୍ଶ● ପୋଷଣ ମାସରେ “ସଚେତନ ଓ ଉତ୍ତମ ଖାଦ୍ୟାଭ୍ୟାସ” ପାଇଁ ସଚେତନତା ଲାଗି ଆହ୍ୱାନ● ରାଜଭାଷା ହିନ୍ଦୀର ପ୍ରଚାର ସହ ସୁସ୍ଥ ଭାରତ ଗଠନ ଉପରେ ଆଲୋକପାତ ଭୁବନେଶ୍ୱର, (ପିଆଇବି)
Read More...

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ ମେଡ୍ ଇନ୍ ଇଣ୍ଡିଆ ଚିପ୍ସର ପ୍ରଥମ ସେଟ୍ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ…

● ଦୂରଦୃଷ୍ଟି, ଦୃଢ଼ ଇଚ୍ଛାଶକ୍ତି ଏବଂ ନିର୍ଣ୍ଣାୟକ ପଦକ୍ଷେପ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଏହାକୁ ଦେଶ ପାଇଁ ଗୌରବର ମୁହୂର୍ତ୍ତ ଭାବେ ଅଭିହିତ କଲେ ଶ୍ରୀ ବୈଷ୍ଣବ● ୭.୮% ଜିଡିପି ବିକାଶ ହାର ଠାରୁ ଆରମ୍ଭ କରି ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ଚିପ୍ସ ସହିତ ବୃଦ୍ଧି ପାଉଥିବା
Read More...

ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ଅବଧି ବୃଦ୍ଧି

ଭୁବନେଶ୍ୱର, (ପିଆଇବି) : ପୂର୍ବତଟ ରେଳପଥ ନିମ୍ନଲିଖିତ ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ସମୟ, ରହଣି ଏବଂ ସଂରଚନାକୁ ବଜାୟ ରଖିବା ସହ ପରିଚାଳନା ଅବଧି ବୃଦ୍ଧି କରିଛି ଏହା ଦ୍ଵାରା ଯାତ୍ରୀଙ୍କ ବର୍ଦ୍ଧିତ ଚାହିଦା ପୂରଣ ହେବା ସହ ନିରନ୍ତର ଯାତ୍ରା ସୁବିଧା ଯୋଗାଇବରେ ବିଶେଷ ସହାୟକ ହେବ ।ଟ୍ରେନ
Read More...