Browsing Tag

patanagarh news

ଅଙ୍ଗନବାଡ଼ି କେନ୍ଦ୍ରରେ ପୁଷ୍ଟି ମହୋତ୍ସବ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଧୁମାଭଟା ଗ୍ରାମର ପଞ୍ଚାୟତର ଅନ୍ତର୍ଗତ ଡାହିମାଲ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ପୁଷ୍ଟି ଉହୋତ୍ସବ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଧୁମାଭଟା ଗ୍ରାମର ସମସ୍ତ ଅଙ୍ଗନବାଡ଼ି ଓ ସିରପି ସିଏମ ଏବଂ ଆଶାଦିଦି ମାନେ
Read More...

ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯବାନ ପ୍ରତି ପାଟଣାଗଡ଼ ବିଜେପି ପକ୍ଷରୁ ଅଶୃଳ ଶ୍ରଦ୍ଧାଞ୍ଜଳି ସଭା

ପାଟଣାଗଡ଼, (ଗୋରେଖନାଥ ବରିହା) : ଭାରତର ପ୍ରଥମ ସିଡିଏସ ବିପିନ ରାୱତ ଓ ତାଙ୍କ ଧର୍ମପତ୍ନୀଙ୍କ ସମେତ ୧୩ ଜଣଙ୍କ ହେଲିକପ୍ଟର ଦୁର୍ଘଟଣାରେ ବିୟୋଗରେ ପାଟଣାଗଡ଼ ବିଜେପି ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ରାଜଖମାରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଉ ଅଳ୍ପ ଦିନ ବାକି ରହିଲା : ଧାଣ୍ଡାମୁଣ୍ଡା ପଞ୍ଚାୟତ ଅର୍ଦ୍ଧ ନିର୍ମିତ ମୁଖ୍ୟ ଦ୍ଵାର…

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧାଣ୍ଡାମୁଣ୍ଡା ପଞ୍ଚାୟତ ଦୀର୍ଘ ବର୍ଷରୁ ଅର୍ଦ୍ଧ ନିର୍ମିତ ହୋଇ ପଡିରହିଥିବା ମୁଖ୍ୟ ଦ୍ୱାର ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଏହି ଅର୍ଦ୍ଧ ନିର୍ମିତ ମୁଖ୍ୟ ଦ୍ଵାର କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର
Read More...

ବେଲପଡା ମୃତ୍ତିକା ସଂରକ୍ଷଣ କାର୍ଯ୍ୟାଳୟରେ ତାଲା : ସରକାରୀ ଯୋଜନାରୁ ଚାଷୀ ବଞ୍ଚିତ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକରେ ଥିବା ମୃତ୍ତିକା ସଂରକ୍ଷଣ କାର୍ୟ୍ୟାଳୟ ବର୍ଷ ସାରା ବନ୍ଦ ରହି ବର୍ତ୍ତମାନ ଭୂତକୋଠି ଅବସ୍ଥାରେ ପଡିରହିଛି । ଜିଲ୍ଲାରେ ମୃତ୍ତିକା ସଂରକ୍ଷଣ ବିଭାଗ ତରଫରୁ ବିଭିନ୍ନ ଜଳ ବିଭାଜିକା, ମୋ ପୋଖରୀ, ଆମ୍ଭ ଗଛ ରୋପଣ ଓ ଜମି
Read More...

ପ୍ରଶାସନ ପକ୍ଷରୁ ଶ୍ୟାମଜୀ ରାଇସ୍‌ ମିଲ ଉପରେ ଅତର୍କିତ ଚଢ଼ାଉ : ବେଆଇନ ଧାନ, ଚାଉଳ ଗଚ୍ଛିତ

୬ ଘଣ୍ଟା ଧରି ଜେରା, ଯାଞ୍ଚ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ପାଟଣାଗଡ, (ଗୋରେଖ ନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସଲଣ୍ଡି ସ୍ଥିତ ଶ୍ୟାମଜୀ ରାଇସ୍‌ ମିଲ ଉପରେ ମଙ୍ଗଳବାର ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କ ନିର୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ
Read More...

ଏକତା ବଳରେ ସବୁ କିଛି ସମ୍ଭବ : ନିଜ ରାସ୍ତା ନିଜେ ନିର୍ମାଣ କଲେ ଅଞ୍ଚଳବାସୀ, ଅଞ୍ଚଳବାସୀଙ୍କ ପ୍ରଶଂସନୀୟ ଶ୍ରମଦାନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ସାଲେପାଲି ପଞ୍ଚାୟତ ଅବହେଳିତ ନିଲିଜିବାହିଲରୁ ବୁଦାମୁଣ୍ଡା ରାସ୍ତାକୁ ନିଲିଜିବାହାଲ, ତୁର୍ଲାମାଲ, ଖଲିଆ ଆଦି ଗ୍ରାମବାସୀଙ୍କ ସମେତ ଆଖପାଖ ଅଞ୍ଚଳ ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ମିଳିତ ସହଯୋଗ ଓ ଶ୍ରମଦାନ କରି ଗାଁକୁ ସଂଯୋଗ କରୁଥିବା
Read More...

ପାଟଣାଗଡ ଯାଦବ ସମାଜର ପରିଚାଳନା କମିଟିର ନୂତନ କାର୍ଯ୍ୟକାରୀ ସଭାପତି ଭାବେ ଜଗନ୍ନାଥ ଖର୍ସେଲ ମନୋନୀତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡର ଯାଦବ ସମାଜ ପକ୍ଷରୁ ଏକ ସାମାଜିକ ବୈଠକ ଅନୁଷ୍ଠିତ ହୋଇଥିଲା । ପାଟଣାଗଡ ଯାଦବ ସମାଜ ବ୍ଳକ ସଭାପତି ସୁଗ୍ରୀବର ଖର୍ସେଲଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଯାଦବ ସମାଜ ଜିଲ୍ଲା ସଭାପତି ପରମାନନ୍ଦ ହାତୀ ମୁଖ୍ୟ ଅତିଥି,
Read More...

ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ : ୧୯ ତମ ସ୍ପାଟନ କ୍ଲବର ଫୁଟବଲରେ ସେମିଫାଇନାଲରେ ତେନ୍ତୁଳିମୁଣ୍ଡା, ବରହାଲ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ତେନ୍ତୁଳିମୁଣ୍ଡା ଜୟରାମ ମେହେର ହାଇସ୍କୁଲ୍ ପଡିଆଠାରେ ସ୍ପାଟନ କ୍ଲବ୍ ପକ୍ଷରୁ ୧୯ ତମ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ମୁଖ୍ୟ ଅତିଥି ଯୋଗୀଲାଲ ମେହେର ଯୋଗଦେଇ ଥିବା ବେଳେ
Read More...

ବାହୁନି ହେଲା ଭଳି ଗୋଟିଏ ରାସ୍ତାର ଆତ୍ମକଥା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ସାଲେପାଲି ପଞ୍ଚାୟତ ନିଲିଜିବାହାଲରୁ ବୁଦାମୁଣ୍ଡା ରାସ୍ତା ଦେଇ କପାଣି ବସଷ୍ଟାଣ୍ଡ ଯେଉଁମାନେ ଯାଉଥିବେ ସେମାନଙ୍କୁ ତିକ୍ତ ଅନୁଭବ ହେଉଥିବ । ସୂଚନା ଅନୁସାରେ ବେଲପଡା ବ୍ଳକ କପାଣିକୁ ସଂଯୋଗ କରୁଥିବା ନିଲିଜିବାହାଲରୁ ବୁଦାମୁଣ୍ଡା ୧ କିମି
Read More...

ସଂସ୍କାର, ଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ଦିବ୍ୟଜୀବନ ପାଠଶାଳା ମାଧ୍ୟମରେ ଶିକ୍ଷାଦାନ ଦେବା ପ୍ରୟାସ

ପାଟଣାଗଡ, (ଗୋରେଖନାଥ ବରିହା) : ବିଦ୍ୟାର୍ଥୀମାନଙ୍କ ସର୍ବାଙ୍ଗୀନ ବିକାଶ ନିମିତ୍ତ ସଂସ୍କାର ଓ ଭାରତୀୟ ପରମ୍ପରା ଆଧାରରେ ଜୀବନ୍ୟାସ ପାଠଶାଳା ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷାଦାନ କରିବା ଭଳି ଏକ ମହତ୍ ଉଦ୍ଦେଶ୍ୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନ୍ୟାସ ପକ୍ଷରୁ ଦିବ୍ୟଜୀବନ ପାଠଶାଳ
Read More...