jittmm
Browsing Tag

paradeep news

ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀଙ୍କ ପାରାଦୀପ ବନ୍ଦର ଗସ୍ତ : ପାରାଦୀପ ବନ୍ଦର ଦେଶର ୧ ନମ୍ବର ବନ୍ଦର ହେବାକୁ…

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ବନ୍ଦର ଦେଶର ୧ ନମ୍ବର ବନ୍ଦର ହେବାକୁ ଯାଉଛି ବୋଲି ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରୀ ଶାନ୍ତନୁ ଠାକୁର ଶୁକ୍ରବାର ପାରାଦୀପ ଗସ୍ତରେ ଆସି ଏଭଳି କହିଛନ୍ତି । ମନ୍ତ୍ରୀ ଶୀ ଠାକୁର ପୂର୍ବାହ୍ନରେ ସ୍ଥାନୀୟ ଜବାହର ଅତିଥି ଭବନରେ ପହଂଚି
Read More...

ଓଲଟିଲା ଡଙ୍ଗା : ୨ ନିଖୋଜ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଡଙ୍ଗା ଓଲଟି ପଡ଼ିବାରୁ ୨ ଜଣ ନିଖୋଜ ହୋଇଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଷଣ୍ଢକୁଦ ଅଂଚଳର ପ୍ରାୟ ୭ ଜଣ ମତ୍ସ୍ୟଜୀବୀମାନେ ମାଛଧରା ବୋଟ ନେଇ ମହାନଦୀ ମୁହାଣକୁ ଯାଇଥିବା ବେଳେ ନେହରୁ ବଙ୍ଗଳା ପାଖ ମହାନଦୀ ମୁହାଣରେ ଉଚ୍ଚ ଜୁଆର ଯୋଗୁଁ
Read More...

ଭାରତୀୟ ବନ୍ଦର ମଜଦୁର ସଂଘର ଦୁଇ ଦିନିଆ କର୍ମଶାଳା ଉଦଘାଟିତ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ଠାରେ ଭାରତୀୟ ବନ୍ଦର ମଜଦୁର ସଂଘର ଦୁଇ ଦିନିଆ କର୍ମଶାଳା ଉଦଘାଟିତ ହୋଇଯାଇଛି । ଭାରତର ବିଭିନ୍ନ ବନ୍ଦରରେ ଥିବା ଶ୍ରମିକ ସଂଗଠନର ମୁଖ୍ୟ ଏଥିରେ ଯୋଗ ଦେଇ ଶ୍ରମିକମାନଙ୍କ ସ୍ୱାର୍ଥ ପାଇଁ ଶ୍ରମିକ ସଂଗଠନ ମାନେ ସବୁବେଳେ ପ୍ରୟାସ କରୁଛନ୍ତି
Read More...

ଶିଳ୍ପାନୁଷ୍ଠାନ ପକ୍ଷରୁ ସ୍ୱତନ୍ତ୍ର କୋଭିଡ୍‌ ପରୀକ୍ଷା ଓ ଟୀକାକରଣ : ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା ରାଜ୍ୟ…

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପର ସମସ୍ତ ଶିଳ୍ପ ସଂସ୍ଥାମାନେ ମହାମାରୀ କରୋନା ସମୟରେ ନିରବଚ୍ଛିନ ଭାବେ ଉତ୍ପାଦନ ଜାରୀ ରଖିଛନ୍ତି । ସ୍ଥାନୀୟ ଶ୍ରମିକମାନେ ଏଠାରେ ନିଜ ଜୀବନକୁ ବିପନ୍ନ କରି କାମ କରୁଛନ୍ତି, ହେଲେ ଏଠାକାର ଶିଳ୍ପ ସଂସ୍ଥାମାନେ ଏହି ଶ୍ରମିକ ମାନଙ୍କ ଜୀବନ
Read More...

ନାବିକମାନଙ୍କ ଟୀକାକରଣକୁ କେନ୍ଦ୍ର ବନ୍ଦର, ଜାହଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟର ଗୁରୁତ୍ୱ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍‌ଷ୍ଟି) : କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ତଥା ରସାୟନ ସାର ରାଷ୍ଟ୍ରମନ୍ତ୍ରୀ ମନ୍‌ସୁଖ ମାଣ୍ଡଭ୍ୟା ସଂପ୍ରତି ଦେଶରେ ନାବିକମାନଙ୍କ କୋଭିଡ୍‌ ଟୀକାକରଣ ସ୍ଥିତିର ସମୀକ୍ଷା କରିଛନ୍ତି । ନିର୍ଦ୍ଧାରିତ
Read More...

ଇଫକୋ ସାରକାରଖାନା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ପାରାଦୀପ, (ଶୁଭ୍ରାଶୁଂ ଶେଖର ପୃଷ୍ଟି) : ପାରାଦୀପଠାରେ ଥିବା ଇଫକୋ ସାରକାରଖାନା ପରିସରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଇଫକୋ ପାରାଦୀପ ୟୁନିଟର ନିର୍ବାହୀ ନିର୍ଦ୍ଦେଶକ କେ.ଜେ.ପଟେଲ, ଆଞ୍ଚଳିକ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ସ୍ଥାନୀୟ ଅଧିକାରୀ ଇଂ. ଦିଲ୍ଲୀପ କୁମାର ଦାଶ ଅତିଥି
Read More...

ସମୁଦ୍ରକୂଳ ରାସ୍ତାକଡ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦୀପ ସମୁଦ୍ରକୂଳ ରାସ୍ତାକଡରେ ଥିବା ଏକ ଗଛରେ ଜନୈକ ଯୁବକଙ୍କ ମୃତଦେହ ଶନିବାର ସକାଳେ ପୋଲିସ ଉଦ୍ଧାର କରିଛି । ଘଟଣାରୁ ପ୍ରକାଶ ଯେ, ଜଗତସିଂହପୁର ଜିଲ୍ଲା ଢିଅସାହି ଅଂଚଳର ଇନ୍ଦ୍ରଜିତ ଗୋଛାୟତ(୩୨) ପାରାଦୀପ ନିକଟସ୍ଥ ଷଣ୍ଡକୁଦ ବସ୍ତିରେ
Read More...

ପିପିଏଲ ପକ୍ଷରୁ କୁଜଙ୍ଗ ବ୍ଲକ୍‌କୁ କେଭିଡ୍‌ ସାମଗ୍ରୀ ପ୍ରଦାନ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପାରାଦୀପ ଫସ୍‌ଫେଟସ୍‌ ଲିମିଟେଡ୍‌ ପକ୍ଷରୁ କୁଜଙ୍ଗ ବ୍ଲକ୍‌କୁ ସୋଡିୟମ୍‌ ହାଇପୋକ୍ଲୋରାଇଡ୍‌ ସଲ୍ୟୁସନ, ହାଣ୍ଡ ସାନିଟାଇଜର, ପିପିଇ କିଟ୍‌, ଥର୍ମାଲ ସ୍କାନର, ପଲସ୍‌ ଅକ୍ସିମିଟର ଏନ୍‌-୯୫ ମାସ୍କ,
Read More...

ସମନ୍ନୟ ଓ ସହଯୋଗ ଅଭାବରୁ ପାରାଦ୍ୱୀପରେ କରୋନା ଯୁଦ୍ଧରେ ଶିଥିଳତା

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : କରୋନା ସଂକ୍ରମଣ ବା କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ପର୍ୟ୍ୟାୟରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସତ୍ୱେ ସମନ୍ୱୟ ଓ ସହଯୋଗ ଅଭାବରୁ ଏହି ଯୁଦ୍ଧରେ ଶିଥିଳତା ଦେଖାଯାଇଛି । ଜିଲ୍ଲାର ବନ୍ଦର ଓ ଶିଳ୍ପ ସହର ପାରାଦ୍ୱୀପର
Read More...

ସେବା ନିବୃତ ହେଲା କୋଷ୍ଟଗାର୍ଡ ଜାହାଜ ରେଜିଆ ସୁଲତାନା

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଭାରତୀୟ କୋଷ୍ଟଗାର୍ଡ ଜାହାଜ ରେଜିଆ ସୁଲତାନା ଦୀର୍ଘ ୨୧ ବର୍ଷ ଧରି ଦେଶ ସେବା କରିବା ପରେ ସେବାରୁ ଅବସର ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଅବସରକାଳୀନ ସମାରୋହ ପାରାଦୀପର କୋଷ୍ଟଗାର୍ଡ ବର୍ଥରେ ଆୟୋଜିତ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ
Read More...