Browsing Tag

padmapur news

ବରଗଡ ନୃସିଂହନାଥ ମନ୍ଦିରରେ ରାଜ୍ୟସ୍ତରୀୟ ଯୁବ କଂଗ୍ରେସର ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପବିତ୍ର ପୀଠ ନୃସିଂହନାଥ ଠାରେ ରାଜ୍ୟସ୍ତରୀୟ ଯୁବ କଂଗ୍ରେସର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ଯୁବ କଂଗ୍ରେସର ପ୍ରାୟ ଦୁଇ ଶହ ପଦାଧିକାରୀ ସହିତ ଏହି ଶିବିର ପୂର୍ବତନ ବିଧାୟକ ସତ୍ୟଭୂଷଣ
Read More...

ବିଦ୍ୟାଳୟର ‘ବାଳସଭା’କୁ ପରିଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲସ୍ଥିତ ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ବିଜେପୁର ବ୍ଲକ ଶିକ୍ଷା ଅଧିକାରୀ ସୁରେଶ କୁମାର ରାଉତ ରାୟ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ସାହୁ ପରିଦର୍ଶନ
Read More...

୨୦୦ ଟଙ୍କା ଦିଅ ଲେବର କାର୍ଡ ନିଅ : ଗୁଦେରପାଲି ଅଞ୍ଚଳରେ ଦଲାଲ୍ ସକ୍ରିୟ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ଅଞ୍ଚଳର ବିଭିନ୍ନ ଗାଁମାନଙ୍କରେ ଲେବର କାର୍ଡ କରାଇ ଦେବା ପାଇଁ ୨୦୦-୩୦୦ ଟଙ୍କା ଦେଲା ପରେ ହିତାଧିକାରୀଙ୍କୁ ଦଲାଲ୍‌ମାନେ ଲେବର କାର୍ଡ ହସ୍ତାନ୍ତର କରୁଥିବା ନେଇ ହିତାଧିକାରୀମାନେ ଗୁଦେରପାଲି
Read More...

ନୃସିଂହନାଥ ଇକୋଟୁରିଜମ ପରିଚାଳନା ପାଇଁ କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତ ପାଦ ଦେଶରେ ଅବସ୍ଥିତ ଶ୍ରୀ ନୃସିଂହନାଥ ମନ୍ଦିର, ଏହାର ଅନତି ଦୂରରେ ବନ ବିଭାଗ ଦ୍ୱାରା ନିର୍ମାଣ କରାଯାଇଛି ଇକୋଟୁରିଜମ ବା ପ୍ରକୃତି ନିବାସ । ଏହି ପ୍ରକୃତି ନିବାସକୁ ପରିଚାଳନା ପାଇଁ ଜର୍ଜଗଡ଼ର ବନ ସଂରକ୍ଷଣ
Read More...

ବରିକେଲ ପଞ୍ଚାୟତରେ ଭିନ୍ନକ୍ଷମ ବ୍ୟକ୍ତି ଭତ୍ତା ପାଇବାରେ ବଞ୍ଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ହିତକର ପାଇଁ ଅନେକ ଯୋଜନାମାନ ପ୍ରଣୟନ କରୁଛନ୍ତି । ହେଲେ ସରକାରୀ କର୍ମଚାରୀ ଓ ଜନ ପ୍ରତିନିଧିଙ୍କ ଆନ୍ତରିକତା ଅଭାବ ଯୋଗୁଁ ଲୋକେ ଯୋଜନାମାନରୁ ଉପକୃତ ହୋଇପାରୁ ନାହାନ୍ତି । ଏଭଲି ଘଟଣା ଦେଖିବାକୁ ମିଳିଛି ପଦ୍ମପୁର
Read More...

ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରୀମାନଙ୍କ ଗହଣରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ନୂଆଁଖାଇ ସାମଗ୍ରୀ ପ୍ରଦାନ କଲା ବଦାନ୍ୟ ବନ୍ଧୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାପ୍ରଭୁ ନୃସିଂହନାଥ ତଥା ଇଷ୍ଟଦେବୀ ସମଲେଶ୍ୱରୀଙ୍କ ପୀଠରେ କୃଷି ଭିତ୍ତିକ ପର୍ବ ନୂଆଁଖାଇ ଲଗ୍ନ ଇତିମଧ୍ୟରେ ଧାର୍ଯ୍ୟ ହୋଇସାରିଛି । ଲଗ୍ନ ନିର୍ଦ୍ଧାରିତ ହେବାପରେ ସମଗ୍ର ପଶ୍ଚିମ ଓଡିଶା ଚଳଚଞ୍ଚଳ । ଦୋକାନ ବଜାରଠାରୁ ଆରମ୍ଭ କରି ସବୁଠାରେ ବର୍ତ୍ତମାନ
Read More...

ପାଇକମାଲ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗୀକରଣ ତାଲିମ ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବିନ୍ଧ୍ୟବାସିନୀ ଡ଼ିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ, ଜାତୀୟ ସେବା ସଂସ୍ଥା ଓ ମୋ କଲେଜ ଅଭିଯାନର ମିଳିତ ଆନୁକୂଲ୍ୟରେ ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧକ୍ଷ୍ୟତାରେ ଭୋଟର ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗ କିପରି କରାଯିବ ସେ
Read More...

ସ୍ଵରୋଜଗାର କ୍ରାନ୍ତିର କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ମହିଳା ଶକ୍ତି ଟ୍ରଷ୍ଟ ପକ୍ଷରୁ ବରଗଡ ଜିଲ୍ଲାପାଳଙ୍କୁ ଦାବୀପତ୍ର…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଭାରତୀୟ ମହିଳା ଶକ୍ତି ଟ୍ରଷ୍ଟ ଓ ଡିଏମଭିଭି ମହିଳା ଶକ୍ତି ଫାଉଣ୍ଡେସନ ତରଫରୁ ଗ୍ରାମାଞ୍ଚଳରେ ଥିବା ଅସହାୟ, ବିଧବା, ବିକଳାଙ୍ଗ, ଅବହେଳିତ ମହିଳାମାନଙ୍କୁ ଆତ୍ମ ନିର୍ଭର କରି ସ୍ଵରୋଜଗାର କ୍ରାନ୍ତି ଯୋଜନାରେ ହେବାକୁ ଥିବା କାର୍ଯ୍ୟ ଆରମ୍ଭ
Read More...

ଝାରବନ୍ଧ ଖଟିଖିଆ ସଂଘର ଆନ୍ଦୋଳନ ଜାରି

ମାମଲା ରୁଜୁ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ବନ୍ଦ ହେବ ନାହିଁ : ଖଟିଖିଆ ସଂଘ ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଳଛାୟା ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସ ଘର ନିର୍ମାଣ ନକରି ବ୍ଲକରୁ ଟଙ୍କା ଉଠାଇ ନେବା, ବିନା ଜମି ବାଡିରେ ଡଭା ସେବା ସମବାୟ ସୋସାଇଟିରେ କୋଟି କୋଟି ଟଙ୍କାର ଋଣ ଦେବାରେ
Read More...