ଅଜଣା ରୋଗ ପୋକରେ ଧାନ ଫସଲ ନଷ୍ଟ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ଗୋଠୋଗୁଡା ଗ୍ରାମ ପଞ୍ଚାୟତ ସଲଡିହ ଗ୍ରାମର ୩ ଏକର ଧାନ ଫସଲ ନଷ୍ଟ ହୋଇ ଯାଇଛି । ଚଳିତ ବର୍ଷ ଖରିଫ ଋତୁରେ ଭଲ ବର୍ଷା ହେତୁ ଚାଷୀ ପାଇଁ ପାଗ ଅନୁକୂଳ ହେଲେ ମଧ୍ୟ ଅଜଣା ରୋଗ ପୋକରେ ସଲଡିହ ଗ୍ରାମର ନିର୍ମଳ ମେହେରଙ୍କ ୩!-->…
Read More...
Read More...