Browsing Tag

padmapur news

ବ୍ଲକସ୍ତରୀୟ କନଭର୍‌ଜେନ୍ସ ଯୋଜନା କମିଟି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସଭାଗୃହରେ ରାଜ ବୋଡାସମ୍ବର ବ୍ଲକ କନଭର୍ଜେନ୍ସ ଯୋଜନା କମିଟି ବୈଠକ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ପୋଷଣ ଅଭିଯାନ କାର୍ୟ୍ୟକ୍ରମକୁ
Read More...

ଜଙ୍ଗଲ ବିଭାଗର ହସ୍ତକ୍ଷେପ ଯୋଗୁଁ ଅଟକିଛି ରାସ୍ତା କାମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡାମାଲ ଗାଁରୁ ଦହିତା ରାସ୍ତା ସଂଯୋଗ ହୋଇଅଛି । ଦୁଇ ତିନି ବର୍ଷ ପୂର୍ବରୁ ଏହାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରାଯାଇ କାର୍ୟ୍ୟାରମ୍ଭ କରା ଯାଇଥିଲା । ରାସ୍ତାଟି ଗ୍ରାମ୍ୟ ଜଙ୍ଗଲ ଦେଇ ଯାଇଥିବାରୁ ଏହି
Read More...

କେନ୍ଦୁପତ୍ର ଶ୍ରମିକଙ୍କ ସମସ୍ୟା : ଡିଏଫଓ କାର୍ଯ୍ୟାଳୟ ଘେରାଉ ନିଷ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦୁପତ୍ର ସିଜିନାଲ କର୍ମଚାରୀ, ୱାଚର, ତୋଳାଳୀ, ବନ୍ଧେଇ ଶ୍ରମିକଙ୍କ ବିଭିନ୍ନ ଦାବୀ ନେଇ ପଦ୍ମପୁର କେନ୍ଦୁପତ୍ର ଡିଏଫଓ.ଙ୍କ କାର୍ୟ୍ୟାଳୟ ଘେରାଉ କରିବା ପାଇଁ ଆଜି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ନିଷ୍ପତ୍ତି ନେଇଛି । ପାଇକମାଲ କେନ୍ଦୁପତ୍ର
Read More...

ମାଣ୍ଡୋସିଲରୁ ୨ ଛାତ୍ରଙ୍କ ନିଟ୍‌ରେ ସଫଳତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବଭାରତୀୟ ନିଟ୍‌ ପରୀକ୍ଷାରେ ପାଇକମାଳ ବ୍ଳକ ମାଣ୍ଡୋସିଲ ଗ୍ରାମର ଦୁଇ ଜଣ ଛାତ୍ର କୃତୀତ୍ୱ ଅର୍ଜନ କରିଛନ୍ତି । ଶରତ ଚନ୍ଦ୍ର ସାହୁଙ୍କ ପୁଅ ଅଜୟ ସାହୁ ୫୮୩ ମାର୍କ ଓ ଓମ ପ୍ରକାଶ ନାୟକଙ୍କ ପୁଅ ରିତେଶ ନାୟକ ୫୯୫ ମାର୍କ ହାସଲ କରିଛନ୍ତି । ଦୁଇଜଣ
Read More...

ପଦ୍ମପୁର ରାଜ ଉଆସରେ ଦୁର୍ଗା ପୂଜା ପ୍ରସ୍ତୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦିନ କେତେଟା ପରେ ଧରା ପୃଷ୍ଠରେ ଅବତରଣ ହେବେ ଜଗତ ଜନନୀ ମା' ଦୁର୍ଗା । ଏ ନେଇ ଚଳ ଚଂଚଳ ଗାଁ ଠାରୁ ସହର । କୋଭିଡ କଟକଣା ଯୋଗୁଁ ପୂଜା ମଣ୍ଡପକୁ ଭକ୍ତଙ୍କୁ ବାରଣ ଥିଲେ ବି ନିୟମାନୁଯାୟୀ ପୂଜା ପାଇଁ ଆରମ୍ଭ ହୋଇ ସାରିଛି ପ୍ରସ୍ତୁତି । ପଦ୍ମପୁରରେ ରାଜ
Read More...

ଖଣ୍ଡହଥାରେ ୨୦୧ ୟୁନିଟ୍ ରକ୍ତ ସଂଗ୍ରହ

ବରଗଡ଼, (ନିରୋଜ କୁମାର ପାଣୀ) : କରୋନା ମହାମାରୀ ସମୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦେବେଶ ଆଚାର୍ୟଙ୍କ ତତ୍ବାବଧାନରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ତରଫରୁ ଖଣ୍ଡହଥା ଗ୍ରାପ.ର ନୂଆଁଗଡ ଗ୍ରାମର ପ୍ରାଥମିକ
Read More...

‘କୋଶଳ ପ୍ରବାହ’ ନିଉଜ୍‌ ପ୍ରଭାବରେ ଦିବ୍ୟାଙ୍ଗ ଶିଶୁର ଚିକିତ୍ସା ବ୍ୟବସ୍ଥା ହେଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକ ଅନ୍ତର୍ଗତ କୁମୀର ଗ୍ରାମର ମହେଶ୍ୱର ମଲ୍ଲିକଙ୍କ ୩ ବର୍ଷର ପୁଅ ଜୟ କୁମାର ମଲ୍ଲିକ ଜଣେ ଜନ୍ମରୁ ଭିନ୍ନକ୍ଷମ ଶିଶୁ । ସେ ବିଛଣାରୁ ଉଠି ପାରୁନାହିଁ କି ବସି ପାରୁନାହିଁ । ତାର ଚିକିତ୍ସା ବ୍ୟବସ୍ଥା ପାଇଁ ଓ ଭତ୍ତା ପାଇଁ
Read More...

ପାଇକମାଲ ରାଜସ୍ୱ ନିରୀକ୍ଷକଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ରାଜସ୍ୱ ନିରୀକ୍ଷକ ଶଶିଭୂଷଣ ସାହୁ ଆଜି ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ପଦ୍ମପୁର ଚିକିତ୍ସାଳୟକୁ ଆଣି ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା । ତାଙ୍କର ଅକାଳ
Read More...

ପୂର୍ବତନ ସରପଞ୍ଚ ଗଜରାଜ ସିଂ ପୁଟାଙ୍କ ପିତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ଜ୍ୟୋତିଷ, ଗବେଷକ ଗଜରାଜ ସିଂ ପୁଟାଙ୍କ ପିତା ମଧୁସୂଦନ ପୁଟାଙ୍କ ଖପୁରୀଡିହି ଗ୍ରାମ ବାସଭବନରେ ଆଜି ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତା‌ଙ୍କୁ ୧୦୯ ବର୍ଷ ହେଉଥିଲା । ତାଙ୍କର
Read More...

ଯୁଦ୍ଧକାଳୀନ ଭିତ୍ତିରେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଆଗେଇ ଚାଲିଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ସ୍ଥିତ ଏକ ମାତ୍ର ବୁକୁରାମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ନିଘଂଚ ପାହାଡ ପର୍ବତ ଘେରା ଅଞ୍ଚଳରେ ଅବସ୍ଥିତ । ଏ ଅଞ୍ଚଳରେ ମୁଖ୍ୟତଃ ମେଲେରିଆ ଜ୍ୱର ପ୍ରାୟତଃ ଲାଗି ରହିଥାଏ । ଓଡିଶା ମାନଚିତ୍ରରେ ଅନ୍ୟ କେଇ ଜିଲ୍ଲା ଭଳି ବରଗଡ ଜିଲ୍ଲାର
Read More...