Browsing Tag

padampur news

କେନ୍ଦୁପତ୍ର ଉନ୍ନୟନ ପରିଷଦ (କେଏଲଡିବି) କୁ ପଦ୍ମପୁର ଶ୍ରମିକ ନେତା କୋକିଲ ସାହୁଙ୍କୁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାରଙ୍କ ଦ୍ୱାରା ପୁନର୍ଗଠିତ କେନ୍ଦୁପତ୍ର ଉନ୍ନୟନ ପରିଷଦ (କେଏଲଡିବି) ରେ ଜଣେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପଦ୍ମପୁର ଡିଭିଜନର ନେତା କୋକିଲ ସାହୁଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି ।…
Read More...

ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ଜମଲାରେ ଶୋକ ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମଲା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକ ବିଶ୍ୱଜିତ ଟପ୍ନୋଙ୍କ ବିୟୋଗର ଦଶମ ଦିନ ତଥା ଦଶାହ କାର୍ଯ୍ୟ ଦିବସରେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଅଧକ୍ଷ୍ୟତାରେ ଶୋକ ଦିବସ ପାଳିତ ହୋଇଯାଇଛି…
Read More...

ଅବସର ପ୍ରାପ୍ତ ଶିକ୍ଷକଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ଲୋକପ୍ରିୟ ଗଣିତ ଶିକ୍ଷକ ଜିତେନ୍ଦ୍ରିୟ ଦେଵତାଙ୍କ ଗତ କାଲି ଶୁକ୍ରବାର ରାତ୍ର ୩ ଟା ସମୟରେ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ଜଣେ ମିଷ୍ଟ…
Read More...

ଲାୟନ୍ସ କ୍ଲବ ପାଇକମାଲ ନୃସିଂହନାଥ ତରଫରୁ : ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରକୁ ଫ୍ରିଜ୍‌ର ପ୍ରଦାନ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଲାୟନ୍ସ କ୍ଲବ ନୃସିଂହନାଥର ସଭ୍ୟ ତଥା ପାଇକମାଲ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଲାୟନ୍ସ କ୍ଲବର ସଭାପତି ଗୋବର୍ଦ୍ଧନ ଅଗ୍ରୱାଲଙ୍କ କରକମଳରେ ଫ୍ରିଜରର ଶୁଭ ଉଦ୍‌ଘାଟନ…
Read More...

ମୋଦୀ ଥିଲେ ଛତ୍ରପତି ଶିବାଜୀ : ପ୍ରଦୀପ ପୁରୋହିତ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ନରେନ୍ଦ୍ର ମୋଦୀ ପୂର୍ବ ଜନ୍ମରେ ଛତ୍ରପତି ଶିବାଜୀ ଥିଲେ । ସଂସଦର ବଜେଟ ଅଧିବେଶନରେ ସମ୍ବୋଧନ ସମୟରେ ଏଭଳି ଦାବି କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ପୂର୍ବଜନ୍ମରେ ପରମ ପରାକ୍ରମୀ ଛତ୍ରପତି ଶିବାଜୀ ଏ ଜନ୍ମରେ ନରେନ୍ଦ୍ର ମୋଦୀ ବୋଲି କହିଛନ୍ତି…
Read More...

କାଠ ବୋଝେଇ ଟ୍ରାକ୍ଟର ଜବତ : ଜଣେ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଡାଙ୍ଗବାହାଲ ଠାରେ ଖଇର ଗଣ୍ଡି ଚୋରି କରି ନେଉଥିବା (ଓଡ଼ି୧୭ ଜେ ୦୭୧୩) ଟ୍ରାକ୍ଟର ଯାହାର ଟ୍ରଲି ନମ୍ବର (ଓଡି ୧୭ ଜେ ୦୭୧୪)କୁ ବନ ବିଭାଗ ଜବତ କରିଛି । ତେବେ ଜବତ କାଠ ୨.୧୫୦ ମେଟ୍ରିକ୍ ଟନ୍…
Read More...

କାଠ ବୋଝେଇ ମହିନ୍ଦ୍ରା ମ୍ୟାକ୍ସ ପିକ୍‌ଅପ୍‌ ଗାଡ଼ି ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବୋଡ଼େନ ଥାନା ଅନ୍ତର୍ଗତ ଧଉଁଲିବାହାଲ ଗ୍ରାମ ଠାରେ ବିଜା ଗଣ୍ଡି ଚୋରି କରି ନେଉଥିବା (ଓଆର୍‌ ୦୩ ଡି ୧୮୩୨) ମହିନ୍ଦ୍ରା ମ୍ୟାକ୍ସ ପିକ୍‌ଅପ୍‌ ଗାଡ଼ିକୁ ବନ ବିଭାଗ ଜବତ କରିଛି । ତେବେ ଜବତ କାଠ ୪୦ ସିଏଫ୍ଟି ହୋଇଥିବା ବେଳେ…
Read More...

ଚୈତ୍ର ବାସନ୍ତୀକ ପୂଜାନୋତ୍ସବ ପାଳନ ନେଇ ନୃସିଂହନାଥ ଯାଦବ ସମାଜ ପକ୍ଷରୁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚଳିତ ବର୍ଷ ପାଇକମାଲ ବ୍ଲକ ଏବଂ ଝାରବନ୍ଧ ବ୍ଲକ ଯାଦବ ସମାଜ ମିଳିତ ଉଦ୍ୟମରେ ଚୈତ୍ର ବାସନ୍ତୀକ ପୂଜାନୀତି ନିୟମ ସଭାପତି ବରଗଡ ଜିଲ୍ଲା ଅମୃତଲାଲ ବନଛୋରଙ୍କ ସଭାପତିତ୍ୱରେ ନୃସିଂହନାଥ ସମଲେଶ୍ୱରୀ ମନ୍ଦିର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ନଳକୂପ ପାଇଁ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କଲେ ଯୁବ ସମାଜସେବୀ ଧର୍ମେନ୍ଦ୍ର ବାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଖରା ମାସ ଚାଲୁଛି ଏବଂ ପାଣି ପାଇଁ ଡହକ ବିକଳ ହେଉଛନ୍ତି ଜୀବ ଜଗତର ସମସ୍ତ ପ୍ରାଣୀ । ମନୁଷ୍ୟ ହେଉ କି ଅନ୍ୟ ଜୀବଜନ୍ତୁ ହୁଅନ୍ତୁ, ଜଳ ବିନା ବଞ୍ଚିବା ବହୁତ କଷ୍ଟକର । ଠିକ ସେମିତି ପାଣିର ଅଭାବ ଦେଖା ଦେଇଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ…
Read More...

ନୂତନ ଅପରାଧିକ ଆଇନ ଲାଗୁ ନିର୍ମିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକ ଅନ୍ତର୍ଗତ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସିଆରସିସି ମାନଙ୍କର ନୂତନ ଅପରାଧିକ ଆଇନ ଲାଗୁ ନିର୍ମିତ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ…
Read More...