Browsing Tag

padampur news

ରାଜବୋଡାସମ୍ବର ଧନୁଯାତ୍ରା : ରଙ୍ଗସଭାର ଆୟୋଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଗୋଇବାହଲିଠାରେ ହେଉଥିବା ସପ୍ତମ ରଜାବୋଡାସମ୍ବର୍ ଧନୁଯାତ୍ରା ମହୋତ୍ସବର ଷଷ୍ଠ ଦିବସରେ ଗୋପପୁର କେର୍ମେଲାବାହାଲରେ ଦିବା ୧୦ ଟାରୁ ୪ ମଧ୍ୟରେ କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା, କାଳୀୟ ଦଳନ, ବିଶ୍ଵରୂପ ଦର୍ଶନ, ଗୋପୀଙ୍କ
Read More...

ପ୍ଲେ ଜୋନ୍ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ପିପିପି ହାଇସ୍କୁଲ ବରିହାପୁଖାପାଣି ଠାରେ ନୂତନ ଭାବେ ନିର୍ମିତ ପ୍ଲେ ଜୋନ୍ ଆଜି ବିଜେପୁର ବିଧାୟକ ସନତ କୁମାର ଗଡତିଆଙ୍କ କରକମଳରେ ଶୁଭ ଉଦ୍‌ଘାଟନ ହୋଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ହୋଇଛି । ବିଦ୍ୟାଳୟର
Read More...

ବ୍ରିଜଠାରେ ବାଇକ୍ ଦୁର୍ଘଟଣାରେ ତିନି ମୃତ୍ୟୁ ଘଟଣା

ସରକାରଙ୍କ ଅନୁକମ୍ପାମୂଳକ ସାହାଯ୍ୟ ସହଯୋଗ ପାଇଁ ପ୍ରଶାସନକୁ ଅନୁରୋଧ ଜଣାଇଲେ ଯୁବନେତା ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବାଂଝେନମୁଣ୍ଡା ଗାଁର ତିନି ଜଣ ଯୁବକ ପଦ୍ମନ ଥପା (୨୮), ଜଗଦିଶ ଥପା (୧୯) ଏବଂ ଆକାଶ ପୋଢ (୧୯) କ୍ରିକେଟ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ଯାଇ
Read More...

୧୩ ତମ ମାଁ ଲଙ୍କେଶ୍ଵରୀ କ୍ରିକେଟ କପ ମହାସମାରୋହ ରେ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ସିଂହନପୁର ସ୍ଥିତ ମାଁ ଲଙ୍କେଶ୍ଵରୀ କ୍ରିକେଟ କ୍ଲବ ଦ୍ୱାରା ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଗ୍ରାମର ସ୍ୱର୍ଗତ ଦଇତାରୀ ସାହୁ ଏବଂ ଗୀତାଞ୍ଜଳି ମେହେରଙ୍କ ସ୍ମୃତିରେ ୧୩ତମ କ୍ରିକେଟ କପ ଆୟୋଜିତ ହୋଇଯାଇଛି । ତେବେ ଗ୍ରାମ
Read More...

ଛାତ୍ର କରଣ ସାହୁ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷଠାରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ଏହି ସଭାରେ ନୁଆଁଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପେରେଡରେ ମହାବିଦ୍ୟାଳୟର ଜାତୀୟସେବା
Read More...

ରାଜବୋଡାସମ୍ବର ଧନୁଯାତ୍ରା : ପୁତନା ନିଧନରେ କଂସ ମର୍ମାହତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଗୋଇବାହଲି ଠାରେ ହେଉଥିବା ସପ୍ତମ ରାଜବୋଡାସମ୍ବର୍ ଧନୁଯାତ୍ରା ମହୋତ୍ସବର ଚତୁର୍ଥ ଦିବସରେ ଗୋପପୁର କେର୍ମେଲାବାହାଲରେ ଦିବା ୧୦ଟା ରୁ ୪ ମଧ୍ୟରେ ଗୋପାଳିଲା ପରାୟଣ ଅନୁଷ୍ଠିତ କାର୍ଯ୍ୟକ୍ରମ ସହ ସମସ୍ତ ଭକ୍ତଙ୍କ ପାଇଁ
Read More...

ସିନିୟର ଫେଲୋସିପ ପାଇଥିବାରୁ ଲଳିତ ଜଗତଙ୍କୁ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡୋସିଲ ଗ୍ରାମର ନାଟ୍ୟରତ୍ନ ପ୍ରାପ୍ତ ନାଟ୍ୟକାର ତଥା ନିର୍ଦ୍ଦେଶକ ଲଳିତ ଜଗତଙ୍କୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ଦ୍ୱାରା ଫୋକ୍ ଥିଏଟର (ଲୋକ ନାଟକ) ରେ ସିନିୟର୍ ଫେଲୋସିପ୍ ପାଇଛନ୍ତି
Read More...

କଂସ ଦରବାରରେ ଡିଲେଶ୍ଵର ସାହୁ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପଲସଦା ଗୁଏବାହାଲି ଠାରେ ଚାଲିଥିବା ସପ୍ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମହାରାଜ କଂସଙ୍କ ଆମନ୍ତ୍ରଣରେ ପଦ୍ମପୁର ଯେନିଥ ସ୍କୁଲର ଛାତ୍ରୀ ମାନଙ୍କର କଳାକୃତି ପ୍ରଦର୍ଶିତ ହୋଇଥିଲା । ଉକ୍ତ
Read More...

ପଣ୍ଡିତ ହୀରାଧର ଦାଶଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ବରତୁଣ୍ଡା ପଞ୍ଚାୟତ ନୁଆଡିହି ଗ୍ରାମର ପଣ୍ଡିତ ହୀରାଧର ଦାଶଙ୍କ (୭୮) ପରଲୋକ ହୋଇଛି । ସେ ରାୟପୁର ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଥିଲେ । ଅଞ୍ଚଳରେ ଶ୍ରୀ ଦାସ ବେଶ ଜଣାଶୁଣା ବ୍ରାହ୍ମଣ ପୂଜକ
Read More...

ପାଇକମାଲରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ
Read More...