Browsing Tag

padampur news

ଶିକ୍ଷାଦାନ ପରିବର୍ତ୍ତେ ଉଚ୍ଚ ଅଧିକାରୀଙ୍କ ସେବାରେ ନିୟୋଜିତ ସିଆରସିସି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ଶିକ୍ଷାରମାନ ଉର୍ଦ୍ଧ୍ଵରେ ଥିବା ସମୟରେ ପାଇକମାଲ କ୍ଲଷ୍ଟରରେ ଶିକ୍ଷାର ଗତି ତଳ ମୁହାଁହେଉଛି । ସର୍ବାଗ୍ରେ ସିଆରସିସି ରଞ୍ଜନ ବାଗ ଚର୍ଚ୍ଚାରେ ଅଛନ୍ତି । ଅଦନ ସୁନା ଶିକ୍ଷା ଅଧିକାରୀ ଭାବରେ ପାଇକମାଲରେ ଯୋଗଦାନ…
Read More...

କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ସେବାଶ୍ରମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟେମରୀର ସହକାରୀ ଶିକ୍ଷକ ଡୋଳାମଣି ପ୍ରଧାନଙ୍କ କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।…
Read More...

ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟରେ ବନମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଯୁବରେଡକ୍ରସ ଓ ଏନ୍ଏସ୍ଏସର ମିଳିତ ଆନୁକୂଲ୍ୟରେ ବନମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ…
Read More...

ଆସନ୍ତା ୧୬ରେ ସହୟୋଗର ଦ୍ୱିତୀୟ ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ତଥା ପଦ୍ମପୁର ଉପଖଣ୍ଡର ଏକ ଅଗ୍ରଣୀ ଅନୁଷ୍ଠାନ "ସହୟୋଗ" ଦ୍ୱିତୀୟ ବର୍ଷରେ ପାଦ ଥାପିବାକୁ ଯାଉଛି । ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ବୁଧବାର ଝାଙ୍କରପାଳିଠାରେ ବିରାଟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିବାବେଳେ ଆସନ୍ତା ୧୬ ତାରିଖ…
Read More...

ପାଇକମାଲ ଲାୟନ୍ସ କ୍ଲବ ଦ୍ଵାରା ବନମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଶକ୍ତିନଗର ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୬ତମ ବନ ମହୋତ୍ସବ ଲାୟନ୍ସ କ୍ଲବର ଆନୁକୁଲ୍ୟରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଲମ୍ବୋଦର ଭୋଇଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ…
Read More...

ସମ୍ବଲପୁର ଟେଲିଫୋନ ଉପଦେଷ୍ଟା କମିଟି ସଦସ୍ୟ ଭାବେ ମନୋନୀତ ହେଲେ ହରିହର ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁର ଟେଲିଫୋନ ଉପଦେଷ୍ଟା କମିଟିର ସଦସ୍ୟ ଭାବେ ହରିହର ସାହୁଙ୍କୁ ଭାରତ ସରକାରଙ୍କ ସଂଚାର ମନ୍ତ୍ରଣାଳୟ ଦୂର ସଂଚାର ବିଭାଗ, ପି.ଏଚ.ପି ଅନୁବିଭାଗ ମହାନଗର ଭବନ ନୂଆଦିଲ୍ଲୀ ରୁ ମନୋନୀତ କରାଯାଇଥିବା ସୂଚନା ରହିଛି । ଏହି ଅବସରରେ ହରିହର ସାହୁଙ୍କ…
Read More...

ଗୁରୁ ପୂର୍ଣ୍ଣିମାରେ ଗୁରୁବୈ ନମଃ ଗୁରୁ ପୂଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ଗୁରୁ ପୂର୍ଣ୍ଣିମା ତିଥିରେ ଗୁରୁ ପୂଜନ ପରମ୍ପରା ଆଦିମ କାଳରୁ ଚାଲିଆସୁଛି । ପ୍ରତ୍ୟେକ ଗ୍ରାମରେ ଶିଷ୍ୟମାନେ ଗୁରୁ ପୂଜନ କରି ଆଶୀର୍ବାଦ ନେଇଥାନ୍ତି । ଅତ୍ୟାଧୁନିକ ଯୁଗରେ ଗୁରୁମାନେ ଉପଯୁକ୍ତ ସମ୍ମାନ ପାଇ ନିଜକୁ ଧନ୍ୟ ମଣିଥାନ୍ତି । ଗୁରୁ…
Read More...

ନିଲଜିପତ୍ରାରେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁର ମଣ୍ଡଳ ଭାରତୀୟ ଜନତା ପାର୍ଟି ତରଫରୁ ନିଲଜିପତ୍ରା ଅଘରିଆ ଧର୍ମଶାଳାଠାରେ ଗୁରୁ ପୂର୍ଣ୍ଣିମା ଉତ୍ସବ ନିରାଡମ୍ବରରେ ପାଳନ ହୋଇଯାଇଛି । ମଣ୍ଡଳର ପୂର୍ବତନ ସଭାପତି ହରେକୃଷ୍ଣ ପଟେଲଙ୍କ ଅଧ୍ୟକ୍ଷତାରେ, ଯଶୋବନ୍ତ…
Read More...

ମହୁଲପାଲିଠାରେ ଆଷାଢ଼ ପୂର୍ଣିମାରେ ଅଙ୍ଗ ଆଳତୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ଜୀବନ ଧାରା ବୋଲାଉଥିବା ଅଙ୍ଗ ନଦୀରେ ଆଜି ଗୁରୁବାର ଆଷାଢ଼ ପୂର୍ଣିମା ଅବସରରେ ସନ୍ଧ୍ୟା ୭ ଘଣ୍ଟା ସମୟରେ ଐତିହାସିକ ୧୧ମ ଅଙ୍ଗ ଆଳତୀ କରାଯାଇଛି । ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଳତାକୁ…
Read More...

ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ପ୍ରାତଃ ପର୍ଯ୍ୟାୟରେ ପର୍ଯ୍ୟାୟ ପ୍ରମୁଖ ସୁଜାତା ତ୍ରିପାଠୀ ଗୁରୁ ପୂର୍ଣ୍ଣିମାର ଉଦ୍ଦେଶ୍ୟ କଥନ କରିଥିଲେ । ଦୁର୍ବାଦଳ ସାହୁ ଗୁରୁଜୀ ଗୁରୁ ପୂର୍ଣ୍ଣିମା ବିଷୟରେ…
Read More...