Browsing Tag

padampur news

ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଞ୍ଚାଯତ ଉଚ୍ଚବିଦ୍ୟାଳୟ ପୁରେନାର ହିନ୍ଦୀ ଶିକ୍ଷକ ଲେଖ୍ରୁ ବାରିକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ, ପ୍ରଧାନ ଶିକ୍ଷକ ପ୍ରମୋଦ ନାଥ, ସମ୍ମାନିତ
Read More...

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟ ବାସିନି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ସୋମବାର ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନ ସଭାପତିତ୍ୱ କରିଥିଲା ବେଳେ ଅଧ୍ୟାପିକା
Read More...

ମେହେର ପଡାରେ ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ସହର ସ୍ଥିତ ମେହେର ପଡାଠାରେ ରବିବାର ପ୍ରଧାନମନ୍ତ୍ରୀଙ୍କ ମନ କୀ ବାତ୍ କାର୍ଯ୍ୟକ୍ରମ ବିଜେପି ଯୁବ ମୋର୍ଚ୍ଚା ସଭାପତି ପ୍ରମୋଦ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବରଗଡ ସାଂସଦ
Read More...

ମ୍ୟୁଜିକ ଟ୍ରିର କ୍ୟୁଆର କୋଡ଼ ଏକ ନୂଆ ଭାବନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବୁରୋମୁଣ୍ଡାଠାରେ ବର୍ତ୍ତମାନ ସମୟରେ ତଥ୍ୟ ଓ ପ୍ରଯୁକ୍ତିକୁ ସାଥୀ କରି ଲୋକ ସଂସ୍କୃତିକୁ ସଂରକ୍ଷଣ କରିବା ନେଇ ମ୍ୟୁଜିକ ଗଛର କ୍ୟୁଆର କୋଡ଼ ଉନ୍ମୋଚିତ ହୋଇଛି । କଳା ଗ୍ରାମର ଜଣେ ପ୍ରତିଷ୍ଠିତ କଳାକାର ଓ ଗବେଷକ ରବିରତନ ସାହୁ ତିଆରି
Read More...

ନୃସିଂହନାଥ ରଥ ଅଟକିଲା ବାଲକୋ ନିକଟରେ : ଦେଢ କିମି ପହଣ୍ତି ହୋଇ ଗଲେ ମାଉସି ମା’ ମନ୍ଦିରକୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ମନ୍ଦିରରେ ଶୁକ୍ରବାର ପବିତ୍ର ରଥଯାତ୍ରା ଅବସରରେ ଭକ୍ତମାନଙ୍କର ପ୍ରବଳ ଭିଡ ହୋଇଥିଲା । ତିନି ଠାକୁର ମାନଙ୍କୁ ବ୍ରାହ୍ମଣ ସମାଜର କର୍ମକର୍ତାମାନେ ନୂତନ ବସ୍ତ୍ର ପିନ୍ଧାଇ ବେଶ ଭୁଷା କରି ଫୁଲ ଚନ୍ଦନ ତୁଳସୀ ମାଳା ସହ
Read More...

ସାଂସଦ ପ୍ରଦୀପ ପୁରୋହିତଙ୍କ ଦ୍ୱାରା ସାପ୍ତାହିକ ଖବର କାଗଜ ପଲ୍ଲୀ ସ୍ୱର ଉନ୍ମୋଚନ

ପଲ୍ଲୀର ସ୍ୱର, ଦିଲ୍ଲୀ ଯିବ- ସାଂସଦ ପ୍ରଦୀପ ପୁରୋହିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ରଥଯାତ୍ରା ତିଥିରେ ତୀର୍ଥକ୍ଷେତ୍ର ନୃସିଂହନାଥଠାରେ ସାପ୍ତାହିକ ଖବର କାଗଜ ପଲ୍ଲୀସ୍ୱର ସାଂସଦ ପ୍ରଦୀପ କୁମାର ପୁରୋହିତଙ୍କ ଦ୍ୱାରା ଉନ୍ମୋଚନ ହୋଇଛି । ତିନି ଠାକୁର ରଥାରୂଢ ହେବା ପରେ
Read More...

ନୃସିଂହନାଥ ମନ୍ଦିରରେ ନେତ୍ରୋତ୍ସବ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ମନ୍ଦିରରେ ଗୁରୁବାର ନେତ୍ରୋତ୍ସବ ପାଳନ ହୋଇଯାଇଛି । ତିନି ଠାକୁର ଦୀର୍ଘ ୧୦ ଦିନ ଅଣସର ଘରରେ ଥିବା ବେଳେ ଗୁରୁବାର ତାଙ୍କୁ ପଞ୍ଚାମୃତରେ ଶ୍ନାନ କରାଇ ନୀତି କାନ୍ତି ସହ ପ୍ରାଣ ପ୍ରତିଷ୍ଠା,
Read More...

ଏବିଭିପି ପଦ୍ମପୁର ଦ୍ୱାରା ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ରାଜାଜୀ ଟାଉନ ହଲଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପଦ୍ମପୁର ତରଫରୁ ଦଶମ, ଦ୍ୱାଦଶ ଓ ସ୍ନାତକ ଶ୍ରେଣୀର କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦେବା ପାଇଁ ଏକ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି
Read More...

ଛିଡା ହୋଇଥିବା ଟ୍ରକକୁ ବାଇକ ଚାଳକ ଧକ୍କା ଦେଇ ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଳରୁ ୬କିମି ଦୂର ନୂଆପଡା ଯିବା ରାସ୍ତାରେ କିଙ୍ଗ ହୋଟେଲ ପାଖରେ ଜଣେ ବାଇକ ଚାଲକ ଦ୍ରୁତଗତିରେ ଆସି ରାସ୍ତା ନିକଟରେ ଛିଡା ହୋଇଥିବା G J 27 TT 7089 ଟ୍ରକକୁ ଧକ୍କା ଦେଇ ନିଜେ ମୃତ୍ୟୁ ବରଣ କରିଥିବାର ଜଣାପଡିଛି । ମୃତକ ହେଲେ
Read More...

ଆମ ସଂକଳ୍ପ ନିଶା ନୁହେଁ ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପିଏମ ପଦ୍ମପୁର ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଓଡ଼ିଶା ଅବକାରୀ ବିଭାଗ ଆନୁକୂଲ୍ୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗୀତା ହୋଇଯାଇଛି । ଏଥିରେ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ବିଦ୍ୟାଳୟର ୩୫ ଜଣ
Read More...