Browsing Tag

padampur news

ଡୁମ୍ବେରପାଲି ଗ୍ରାମରେ ଭାଗବତ ଜନ୍ମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସୋହେଲା ବ୍ଲକ ଅନ୍ତର୍ଗତ ଗର୍ଭଣା ପଞ୍ଚାୟତ ଡୁମ୍ବେରପାଲି ଗ୍ରାମରେ ଭାଗବତ ଜନ୍ମ ପାଳିତ ହୋଇଯାଇଛି । ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଗିରିଜା ଶଙ୍କର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ବକ୍ତା ଭାବେ
Read More...

ସଡ଼କ ଦୁର୍ଘଟଣାରେ ବୃଦ୍ଧ ମୃତ : ରାସ୍ତାରୋକ

ମୃତକଙ୍କ ପରିବାରକୁ ମିଳିଲା ଦଶ ହଜାର ଟଙ୍କା ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଡୁଙ୍ଗୁରିପାଲି ନିକଟ ବିଜୁ ଏକ୍ସପ୍ରେସରେ ରବିବାର ଏକ ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ମୃତକ ହେଲେ ଡୁଙ୍ଗରିପାଲିର ନାଥ ଅଜଗର (୭୫) ।
Read More...

ସମ୍ବିଧାନ ସଚେତନତା ସଂଗଠନ ତରଫରୁ ଚାରପାଲି ଠାରେ ପଞ୍ଚାୟତ ସ୍ତରୀୟ ପ୍ରଥମ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଚାରପାଲି ଠାରେ ପ୍ରଥମ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଦାଉଦ କୁଅଁର, ମୁଖ୍ୟବକ୍ତା ବିରଞ୍ଚି ବିଭାର, ସମ୍ମାନିତ ଅତିଥି ଭାବେ ମନମୋହନ ତାଣ୍ଡି, ଯୁବସମ୍ବାଦିକ
Read More...

କୀର୍ତ୍ତନ କଳାକାର ସମାବେଶ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଶଳ କଳାକାର ସଂଘ ନୃସିଂହନାଥ ପକ୍ଷରୁ ପାଇକମାଲ ବ୍ଲକ କାଂସଡ଼ା ଗ୍ରାମରେ ନୂଆଁଖାଇ ଭେଟଘାଟ ୨୦୨୫ ଓ କୀର୍ତ୍ତନ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ଶ୍ରୀ ନୃସିଂହନାଥ ଓ ଗୌରାଙ୍ଗ ମହାପ୍ରଭୁଙ୍କ ପୂଜାର୍ଚ୍ଚନା ପରେ ସଂଘର ସଭାପତି ଟାଇଲ
Read More...

ପଦ୍ମପୁର ଓକିଲ ସଙ୍ଘ ତରଫରୁ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ଏବଂ ବରିଷ୍ଠ ଆଇନଜୀବୀଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଓକିଲ ସଙ୍ଘ ତରଫରୁ ସଙ୍ଘ କାର୍ଯ୍ୟାଳୟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ପଦ୍ମପୁର ଓକିଲ ସଙ୍ଘର ଅନୁରୋଧ କ୍ରମେ ଜଷ୍ଟିସ ଶତ୍ରୁଘ୍ନ ପୁଝାରୀ ଅଧକ୍ଷ ଓଡିଶା ମାନବଧିକାର କମିଶନ ମୁଖ୍ୟ ଅତିଥି ଭାବେ
Read More...

ମର୍ଯ୍ୟାଦା ଜନକ କବି ଗୌରବ ସମ୍ମାନ ପାଇଲେ ଡ. ଗୋପିକୃଷ୍ଣ ପଣ୍ଡିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ, ବଲାଙ୍ଗିର ଆନୁକୂଲ୍ୟରେ ପଞ୍ଚାୟତ ମହାବିଦ୍ୟାଳୟ ବେଲପଡା ଠାରେ ରାଜ୍ୟସ୍ତରୀୟ ପବିତ୍ର ଗୁରୁ ଦିବସ ଓ ନୂଆଁଖାଇ ଭେଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି
Read More...

ଜାମସେଠ ଡାକ୍ତରଖାନାରେ ତାଲା ପକାଇଲେ ଅଞ୍ଚଳବାସୀ

ଡାକ୍ତର ନିଯୁକ୍ତି ଓ ଠିକ୍ ସମୟରେ କର୍ମଚାରୀମାନେ ଆସୁନଥିବା ଅଭିଯୋଗ ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଳକ ଜାମସେଠ ଡାକ୍ତରଖାନାରେ ଶନିବାର ଅଞ୍ଚଳବାସୀ ଦ୍ୱାରା ତାଲା ବନ୍ଦ କରାଯାଇଥିଲା । ଜଣେ ଏମ୍‌ବିବିଏସ୍‌ ଡାକ୍ତର ନିଯୁକ୍ତି ନଥିବା ହେତୁ ଆୟୁଷ
Read More...

ପାଇକମାଲ ହାଇସ୍କୁଲର ୪ ଜଣ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ୪ ଜଣ ଶିକ୍ଷକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ବରଗଡ଼ ଡିଇଓ ବିଶ୍ଵନାଥ ସାହୁ, ଏଡିଇଓ ବିନୟ ପ୍ରକାଶ ସଏ, ଡାଏଟ ଅଧ୍ୟକ୍ଷ, ବରଗଡ଼ ଏ.ଡି.ଏମ୍‌,
Read More...

ଅତିରିକ୍ତ ଜିଲ୍ଲାପାଳଙ୍କ ମାତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡୁଙ୍ଗୁରିପାଲି ନିବାସୀ ତଥା ଜଗଦଲପୁର ହାଇସ୍କୁଲର ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ପୂର୍ଣ୍ଣାନନ୍ଦ ଭୋଇଙ୍କ ଧର୍ମପତ୍ନୀ ଓ ଅତିରିକ୍ତ ଜିଲ୍ଲାପାଳ ବେଦଭୂଷଣ ଭୋଇଙ୍କ ମାତା କୁଞ୍ଜଲତା ଭୋଇଙ୍କ ଶୁକ୍ରବାର
Read More...

ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଜଗବନ୍ଧୁ ବାବୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ବ୍ଲକ ଅଧୀନସ୍ଥ ବେଣ୍ଟକାରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗବନ୍ଧୁ ବାବୁଙ୍କୁ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪-୨୫ ପାଇବା ପାଇଁ ମନୋନୀତ କରାଯାଇଛି । ଶୁକ୍ରବାର
Read More...