Browsing Tag

padampur news

ସାମ୍ବାଦିକମାନଙ୍କ ଉଦ୍ୟମ ଯୋଗୁଁ ପାଇକମାଲରେ ଡିଭାଇଡର କାମ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବସ୍ତିରେ ଯାଇଥିବା ବିଜୁ ଏକ୍ସପ୍ରେସ ୱେରେ ଅନେକ ଦୁର୍ଘଟଣା ଘଟି ୪ ମାସ ଭିତରେ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାରୁ ପାଇକମାଲ ସାମ୍ବାଦିକମାନେ ମିଠାପାଲିରୁ ପାଇକମାଲ କଲୋନିପଡା ପର୍ଯ୍ୟନ୍ତ ରାସ୍ତାରେ ଡିଭାଇଡର ଦେବା ପାଇଁ ଦାବୀ କରି…
Read More...

ମାଣ୍ଡୋସିଲ ପଞ୍ଚାୟତର ବିଜେପି ତରଫରୁ ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ଜିଲ୍ଲା ପରିଷଦ ଜୋନ୍‌ ନମ୍ବର୧୧ ପାଇକମାଲ ୧ରୁ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଶ୍ରୀମତୀ ତ୍ରିପୁରା ବରିହା, ସରପଞ୍ଚ ପ୍ରାର୍ଥୀ ଓମ୍ ପ୍ରକାଶ ନାୟକ, ସମିତି ସଭ୍ୟ ପ୍ରାର୍ଥୀ…
Read More...

୧୬ ତମ ବୁଢାରଜା କ୍ରିକେଟ କପ୍‌ ସମାପନ : ଡଙ୍ଗାଘାଟ ଦଳ ବିଜୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ ଦହିଗାଁ ଗ୍ରାମ ପଚାଂୟତ ବ୍ରାହ୍ମଣଡିହି ଗ୍ରାମ ୧୬ ତମ ବୁଢାରଜା କ୍ରିକେଟ୍ କପ୍ ସମାପନ ହୋଇଯାଇଛି । ବାଦିମାଲ ଏବଂ ଡଙ୍ଗାଘାଟ ମଧ୍ୟରେ ଫାଇନାଲ ମ୍ୟାଚରେ ଡଙ୍ଗାଘାଟ ଦଳ ବିଜୟ ହୋଇଥିଲେ ଏହି ଅବସର ସରପଚଂ ପ୍ରାର୍ଥୀନୀ…
Read More...

ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଜୟନ୍ତୀରେ ସଂକଳ୍ପ ପରିବାର ତରଫରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇ ପଦର ଗ୍ରାମରେ ଏକ ଚାଷୀ ପରିବାରରେ ୧୯୨୬ ମସିହା ଜାନୁଆରୀ ୧୯ ତାରିଖରେ ଜନ୍ମିତ ବିଶିଷ୍ଟ ସୁନାମଧନ୍ୟ ମହିଳା ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରି ଯିଏ କି ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନରେ…
Read More...

ସ୍ଵାମୀ ବିବେକାନନ୍ଦଙ୍କ ଜୀବନୀ ଓ ଦର୍ଶନ ଉପରେ ୱେବିନାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଓ ବିବେକାନନ୍ଦ ଅଧ୍ୟୟନ କେନ୍ଦ୍ର, ଝାରବନ୍ଧର ମିଳିତ ଉଦ୍ୟମରେ ମହାନ ଯୋଗୀ ଓ ଦାର୍ଶନିକ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ସପ୍ତାହର ପବିତ୍ର ଅବସରରେ ଏକ ୱେବିନାର ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.…
Read More...

ସପ୍ତ ଭଗ୍ନୀପୀଠରେ ଗବେଷକ ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : କିଛି ଦିନ ତଳେ ବରଗଡ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ହୋତା ନିଜ ସୋସିଆଲ୍‌ ମିଡିଆରେ "ଟଣ୍ଢେଇମାନଙ୍କ ସୁରକ୍ଷା ଆବଶ୍ୟକ" ଶୀର୍ଷକ ଉପରେ ଖବର ପୋଷ୍ଟ କରିଥିଲେ । ଯେଉଁଥିରେ ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ପଣ୍ଡରିପାଣୀ ଗାଁର ଇଷ୍ଟଦେବୀ…
Read More...

ସିର୍‌ଜିନାରେ ପୁସ୍‌ପୁନି ଉପଲକ୍ଷେ କବିତା ପାଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଡ. ପ୍ରମୋଦ କୁମାର ପାଢ଼ୀଙ୍କ ସଭାପତିତ୍ୱରେ ଏକ ମନୋଂଜ୍ଞ କବିତା ପାଠୋଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ରୂପେ ସପନ କୁମାର ମିଶ୍ର ମୁଖ୍ୟ ଅତିଥି କୃଷ୍ଣଚନ୍ଦ୍ର ଭୋଇ ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ରୂପେ ସତ୍ୟ…
Read More...

କରମସାନୀ ବାୟକ ହୋଇ ପରିବାର ଚଳାଉଛନ୍ତି ଯୁବ ବାୟକ ଚଞ୍ଚଳ ଦାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ଚଞ୍ଚଳ ଦାସ(୧୭) ଜଣେ କରମସାନୀ ବାୟକ ଭାବରେ ବିଜେପୁର ତଥା ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିବାରେ ସଫଳ ହୋଇଛନ୍ତି । ତାଙ୍କ ପରିବାର କହିଲେ ବାପା…
Read More...

ସିର୍ଜିନାରେ ମକର ମିଳନ ଓ କବିତା ଆସର ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତକାଲି ମକର ସଂକ୍ରାନ୍ତି ଉପଲକ୍ଷେ ସିର୍ଜିନା ସାହିତ୍ୟିକ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ମକର ମିଳନ ସମ୍ପର୍କିତ ଏକ ଭର୍ଚ୍ୟୁଆଲ୍ ସଭା ଆୟୋଜିତ ହେବା ସହିତ ଏକ ଆଭାସୀ କବିତା ଆସର ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପସଭାପତି ତଥା ଯୁବକବି…
Read More...

ପଦ୍ମପୁର ପାଇଁ ବିକାଶ ରାସ୍ତା ଖୋଲିବା ଆରମ୍ଭ ମାତ୍ର : ସାଂସଦ ସୁରେଶ ପୂଜାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ସ୍ଥିତ ଧର୍ମଶାଲାଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ପାଇକମାଲ ନାଗରିକ କମିଟି ତରଫରୁ ସମ୍ୱର୍ଦ୍ଧନା ଗ୍ରହଣ କରିବା ଅବସରରେ ବରଗଡ ସାଂସଦ ସୁରେଶ ପୂଜାରୀ ଓ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା…
Read More...