Browsing Tag

padampur news

ବେହେରାପାଲିଠାରେ ମକର ସଂକ୍ରାନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ବେହେରାପାଲିଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ଦଧିବାମନ ଭାଗବତ ଟୁଙ୍ଗୀ ତରଫରୁ ମକର ସଂକ୍ରାନ୍ତି ପାଳିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ଗୌନ୍ତିଆ ତହସିଲ ସାହୁଙ୍କ ସଭାପତିତ୍ୱରେ ତଥା ବୁଦ୍ଧଦେବ ସାହୁଙ୍କ ସଂଯୋଜନାରେ…
Read More...

ରାଜବୋଡାସମ୍ବର କୃଷକ ସଙ୍ଗଠନର ପଞ୍ଚାୟତସ୍ତରୀୟ କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର କନ୍ଦାଗାଡ଼ ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଆଜି ଅରବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ବସିଥିଲା । ଏହି ସଭାରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନର ପଂଚାୟତସ୍ତରୀୟ କମିଟି ଗଠନ…
Read More...

ଯୁବ ମୁହୁରୀ ବାଦକଙ୍କୁ ମିଳିଲା ଜୁନିୟର ଫେଲୋସିପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟବର୍ତ୍ତୀ ଧୂମାବେର୍ଣ୍ଣା ଗ୍ରାମର ଯୁବ ମୁହୁରୀ ବାଦକ ସୁଦାମ ମହାନନ୍ଦଙ୍କୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜୁନିୟର ଫେଲୋସିପ ପ୍ରଦାନ କରାଯାଇଛି । କୌଳିକ ବୃତ୍ତି ତଥା ପୂର୍ବପୁରୁଷଙ୍କ ପାରମ୍ପରିକ ବାଦ୍ୟ ଆଧାରରେ ସେ ଛୋଟ…
Read More...

ଉଦୟନାଥ ଫର୍ଣ୍ଣିଚର ତରଫରୁ ମାସିକ କିସ୍ତି ଯୋଜନାର ୭ମ ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୭ମ ଲକି ଡ୍ର ଉଠାଣ ଗତକାଲି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ବରଗଡ଼ ନିବାସୀ ରାଜେଶ ନାୟକ । ଏହି କାର୍ଯ୍ୟକ୍ରମରେ…
Read More...

ୟୁଟ୍ୟୁବରେ ମୁକ୍ତିଲାଭ କଲା ସମ୍ବଲପୁରୀ ଆଲବମ୍ “ଗାଲ ଗୁଲାବୀ”

ପଦ୍ମପୁର, (ନିରୋଜ କୁମାର ପାଣି) : ପଦ୍ମପୁର ସହର କଳା ଓ ସଂସ୍କୃତିର ଗନ୍ତାଘର ହୋଇଥିବା ବେଳେ ଏଠାକାର କଳାକାର ନାଟକ ହେଉ ବା ସଙ୍ଗୀତ - ନୃତ୍ୟ ହେଉ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି । ଠିକ ସେହିପରି ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ କଳା ପ୍ରଦର୍ଶନ…
Read More...

ରାଜ ବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକର କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଅରବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ବସିଥିଲା । ଏହି ସଭାରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ଗଠନ କରିବା ସହିତ ଚାଷୀମାନଙ୍କ ସବୁ ପରିସ୍ଥିତିରେ ଏହି…
Read More...

ପୁରେନା ଗ୍ରାମରେ ଶ୍ରୀ ବୁଢାଦେଓ ପୂଜା ସମାପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ପୁରେନା ଶ୍ରୀ ବୁଢାଦେଓ ମନ୍ଦିରଠାରେ ପୌଷ ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ଜଗତ ଛଦିଆ ଗୋଣ୍ଡ ବଂଶୀୟ ପୁଟିଙ୍କ ଆରାଧ୍ୟ ଦେବତା ଶ୍ରୀ ବୁଢାଦେଓ ପୂଜା ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି ।…
Read More...

ସାଇ ମନ୍ଦିର ତରଫରୁ ଶୀତ ବସ୍ତ୍ର ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାଇ ମନ୍ଦିର ଛିନ୍ଦେଇକେଲା ତରଫରୁ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅସହାୟ ବୃଦ୍ଧ ବୃଦ୍ଧାମାନଙ୍କୁ ସାଇ ପ୍ରେମୀ ଭାଇ ଭଉଣୀମାନେ ଘର ଘର ବୁଲି କମ୍ବଳ ବଣ୍ଟନ କରିଥିଲେ । ଜାମସେଠର ଅମୁଲ୍ୟ ପଟ୍ଟନାୟକ, ପ୍ରଦୀପ୍ତ ସାହୁ,…
Read More...

କାର୍ତ୍ତିକ ବ୍ରତୀମାନଙ୍କ ବନ୍ଧୁ ମିଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁର କର୍ନିମାଲଠାରେ କାର୍ତ୍ତିକ ବ୍ରତୀ ଭକ୍ତିମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରେଣୁକା ଦେବତାଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୁରାଣ ପାଠ ସହ ସଂକିର୍ତନ…
Read More...

ବିଜେପିର ମିଶ୍ରଣ ପର୍ବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମ ପଞ୍ଚାୟତର ଟେମରୀ ଗ୍ରାମରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ମଣ୍ତଳ ସଭାପତି ଭୀଷ୍ମଦେବ ସାହୁ ପରିଚାଳନା କରିଥିବା ବେଳେ ମିଶ୍ରଣ ପର୍ବ ଉତ୍ସବରେ ପୂର୍ବତନ ବିଧାୟକ ତଥା…
Read More...